24.4 C
Bhubaneswar
Friday, August 7, 2026
-Advertisement-

ସଫା ହେଉଛି ମେଘନାଦଙ୍କ ସମ୍ମୁଖ

ଆଜି ସକାଳ ୬ଟାରୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପକ୍ରିୟା । ଶ୍ରୀ ମନ୍ଦିର ଚାରିପାଖ ଅର୍ଥାତ୍ ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ ଏବଂ ଘରୋଇ ନିର୍ମାଣଧିନ କୋଠା ଗୁଡିକରୁ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ...

ଜଳିଗଲା ଲକ୍ଷାଧିକ ଟଙ୍କାର ଡ୍ରେସ୍

ଖୋର୍ଦ୍ଧା ମାର୍କେଟ କମ୍ଲେସରେ ଅଗ୍ନିକାଣ୍ଡ । ଦୁଇଟି ଡ୍ରେସ ଦୋକାନ ସଂମ୍ପୂର୍ଣ୍ଣ ଜଳି ଯାଇଥିବା ସୁଚନା ମିଳିଛି । ପୁରୁଣା ବସ ଷ୍ଟାଣ୍ଡରେ ଥିବା ଏକ ମାର୍କେଟ କମ୍ଲେସରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଲକ୍ଷାଧିକ ଟଙ୍କାର ଡ୍ରେସ୍ ଏବଂ ଆସବାବ ପତ୍ର...
video

ଆତଙ୍କିତ ଅବସ୍ଥାରେ ଲୋକେ

ଘର ଭିତରେ ସୁଅ ଛୁଟାଇ ଲହଡୀ ମାରୁଛି ଅମାନିଆ ବନ୍ୟାପାଣି । ରାତି ଅଧରେ ହଠାତ ବନ୍ୟାପାଣି ଘରେ ପଶିଯିବାରୁ ଭାସୁଛି ସବୁ ଆସବାବ ପତ୍ର । ଏ ହେଉଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର ବୁଢାମରା ଗାଁର ଦୃଶ୍ୟ...
video

ସଲାମ ଯବାନ

ମୃତ୍ୟୁ ମୁହଁରୁ ମତ୍ସ୍ୟଜୀବୀଙ୍କୁ ଉଠାଇ ଆଣିଲେ ଭାରତୀୟ ବାୟୁସେନାର ବୀର ଯବାନ । ନୀଜ ଜୀବନକୁ ବାଜି ଲଗାଇ ଦୁଇ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି ବିରଯବାନ । ହଠାତ୍ ଜାମ୍ମୁର ତାୱି ନଦୀରେ ବଢିଥିଲା ଜଳସ୍ତର ଏକ ନିର୍ମାଣଧିନ...
video

ବିଦ୍ୟୁତ ଚୋରି ରୋକିବାକୁ ଲାଗିବ ସ୍ମାର୍ଟ ମିଟର

ବିଦ୍ୟୁତ ଚୋରି ରୋକିବାକୁ ଲାଗିବ ପ୍ରିପେଡ ଓ ସ୍ମାର୍ଟ ମିଟର । ପ୍ରିପେଡ ପ୍ରଥମେ ସମ୍ବଲପୁରରେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ ହେବ । ସମ୍ବଲପୁରରେ ପ୍ରଥମେ ୪୫୦୦ ପ୍ର୍ରିପେଡ ମିଟର ଲଗାଯିବ । ମିଟରରେ ରହିବ ଡିଜିଟାଲ କାର୍ଡ,...

ଫାଇଲ ରକେଟ ଭଳି ଯିବା ଦରକାର:ଅସିତ ତ୍ରିପାଠୀ

ମୁଖ୍ୟ ଶାସନ ସଚିବ ଭାବରେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇଏଏସ୍‌ ଅସିତ ତ୍ରିପାଠୀ । ସେ ପୂର୍ବତନ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ...
video

ବଢୁଛି ଜଳକା ନଦୀର ଜଳସ୍ତର

ବଢୁଛି ଜଳକା ନଦୀର ଜଳସ୍ତର । ବାଲେଶ୍ୱର ବସ୍ତା ବ୍ଲକ ଦେଇ ପ୍ରଭାବିତ ଜଳକା ନଦୀରେ ଜଳସ୍ଥର ବୃଦ୍ଧି ପାଇବାରେ ଲାଗିଛି । ଏହା ଏବେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ନଦୀର ବିପଦ ସଙ୍କେତ...
video

ମାଲକାନଗିରିରେ ଖୋଲିଲା ୨ଟି ଗେଟ୍

ମାଲକାନଗିରି ଜିଲ୍ଲା ବାଲିମେଳା ଡ୍ୟାମର ଖୋଲିଲା ୨ଟି ଗେଟ୍ । ଜଳଭଣ୍ଡାର ସର୍ବାଧିକ କ୍ଷମତା ୧୫ ଶହ ୧୪ ଫୁଟ ଥିବାବେଳେ ବର୍ତ୍ତମାନ ୧୪ ଶହ ୯୨ ଫୁଟ ଜଳ ରହିଛି । ଦୁଇଟି ଗେଟ୍ ଦେଇ ଜଳଭଣ୍ଡାରରୁ ୬୦୦୦...

ଅଧାରେ ରହିଲା ଖୁଦୁରୁକୁଣୀ ଓଷା

ଅଧାରେ ରହିଲା ଖୁଦୁରୁକୁଣୀ ଓଷା । ଫୁଲ ତୋଳା ହେଲା କାଳ । କଟକ ବିଶମନଗର ଅଞ୍ଚଳରେ ନଦୀରେ ବୁଡିଯାଇ ଯବୁତୀଙ୍କ ସଲିଳ ସମାଧି । ଖୁଦୁରୁକୁଣୀ ଓଷା କରିବା ପାଇଁ ସକାଳୁ ନଦୀକୁ ଫୁଲ ତୋଳିବାକୁ...

ଆରପାରିରେ ରଣଜିତ ଗୁରୁ

ପରଲୋକରେ ରଣଜିତ ଗୁରୁ । ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ର ସମ୍ପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ ଗୁରୁଙ୍କ ଦେହାନ୍ତ ହୋଇଛି । କିମ୍ସରେ ଚିକିସôାଧିନ ଅବସ୍ଥାରେ ଶନିବାର ମଧ୍ୟ ରାତିରେ ତାଙ୍କର ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...