ରକ୍ତ ରଞ୍ଜିତ ହେଲା ମାଣିକେଶ୍ୱରୀ ପୀଠ
ମା ମାଣିକେଶ୍ୱରୀଙ୍କ ଆଦିପୀଠ ଧୁଆମୂଳ ରାମପୁରରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ଛତର ଯାତରା । ପରଂପରା ଅନୁଯାୟୀ ମହାଷ୍ଟମୀ ମଧ୍ୟରାତ୍ରିରେ ସନ୍ଧିପୂଜା ହେବା ପରେ ସକାଳେ ଛତର ଯାତରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ପ୍ରଥମେ ଜେନାଖାଲରେ ପୂଜାର୍ଚ୍ଚନା...
ସମାଜର ଶତବାର୍ଷିକ ସମାରୋହରେ ଯୋଗଦେବେ
ଆଜି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ସେ ଦୈନିକ ଓଡିଆ କବର କାଗଜ ସମାଜର ଶତବାର୍ଷିକ ସମାରୋହରେ ଯୋଗଦେବେ । ଏଥପାଇଁ କଟକ ସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମକୁ ସୁସଜ୍ଜିତ କରାଯାଇଛି । ଆଜି...
ଆହତ ଯବାନଙ୍କ ସହାୟତା ରାଶି ବୃଦ୍ଧି
ବୁଦ୍ଧି ପାଇଲା ଆହତ ଯବାନଙ୍କ ଆର୍ଥିକ ସହାୟତା ରାଶି | ୪ ଗୁଣା ବୁଦ୍ଧି ପାଇଲା ସହାୟତା ରାଶିର ପରିମାଣ | ଦୀର୍ଘ ଦିନ ଧରି ଆହତ ଯବାନଙ୍କ ସହାୟତା ରାଶି ବୃଦ୍ଧି କରିବା ନେଇ ଦାବି ହୋଇଆସୁଥିବା ବେଳେ...
ରାତି ୧୨ ଯାଏଁ ଜମିବ ମେଲୋଡି
ଚାଲିଛି ପାଵଣ ଋତୁ | ଆସିଛନ୍ତି ମା | ମାଙ୍କ ଆଗମନକୁ ନେଇ ଚାରିଆଡେ ଉତ୍ସବର ମାହୋଲ | ରଙ୍ଗ ବିରଙ୍ଗ ଆଲୋକ ମାଳରେ ସୁସଜ୍ଜିତ ହୋଇଛି ତୋରଣମାନ | ଭଳିକି ଭଳି ଆଲୋକ ମାଳ ସାଙ୍ଗକୁ ଝଲସୁଛନ୍ତି ମା...
ସ୍ତ୍ରୀ ଦେଲା ସ୍ୱାମୀଙ୍କୁ ମୁଖାଗ୍ନି
ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୁପାଲି ଥାନା ତମାମୁରା ଗାଁରେ ଘଟିଛି ଘଟଣା । ଗାଁର ଚନ୍ଦ୍ରମୁଣି ଭୁଇଁ କେନାଲକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ପରେ ପରେ କେନାଲରୁ ତାଙ୍କ ମୃତ...
ଅନନ୍ତନାଗରେ ଆତଙ୍କୀ ଆକ୍ରମଣ
ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କୀ ଆକ୍ରମଣ | ଡେପୁଟି କମିସନର୍ଙ୍କ ଅଫିସ୍ ବାହାରେ ଆତଙ୍କବାଦୀମାନେ କରିଛନ୍ତି ଗ୍ରେନେଡ୍ ମାଡ଼ | ଏହି ଆକ୍ରମଣରେ ପ୍ରାୟ ଦଶ ଜଣ ଆହତ ହୋଇଛନ୍ତି | ଆହତଙ୍କ ମଧ୍ୟରେ ଶିଶୁ ମଧ୍ୟ ସାମିଲ...
ଜମୁଛି ଦାଣ୍ଡିଆ ଧୂନ୍
ରାୟଗଡା ସହରରେ ଦାଣ୍ଡିଆର କ୍ରେଜ୍ । ନବରାତ୍ର ପୂଜା ସହ ଦାଣ୍ଡିଆ ନାଇଟର ମଜା ନେଉଛନ୍ତି ଲୋକେ । ଗୋଟିଏ ପଟେ ମାଙ୍କ ଆଗମନକୁ ନେଇ ସମସ୍ତ ମଜି ଯାଇଥିବା ବେଳେ ଅନ୍ୟପଟେ ଦାଣ୍ଡିଆକୁ ନେଇ ବେଶ୍ ଝୁମୁଛି ନାଚ...
କାର୍ତିକ ବ୍ରତ ପାଇଁ ଶ୍ରୀମନ୍ଦିରରେ ଚୂଡାନ୍ତ ହେଲା ନୀତି
ଆସନ୍ତା କାର୍ତିକ ବ୍ରତ ପାଇଁ ଚୂଡାନ୍ତ ହୋଇଛି ନୀତି | ଶ୍ରୀମନ୍ଦିରର ଛତିଶା ନିଯୋଗ ଓ ନୀତି ସବକମିଟି କାର୍ତିକ ବ୍ରତ ପାଇଁ ନୀତି ଚୂଡାନ୍ତ କରିଛନ୍ତି | ଆସନ୍ତା ଅକ୍ଟୋବର ୯ ତାରିଖରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ...
ଅନଲାଇନ୍ ରେ ନିଲାମ ହେବ ଖଣି, ବିଜ୍ଞପ୍ତି ପ୍ରକାଶ
ଖଣି ନିଲାମ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି | ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ଖଣିକୁ ନେଇ ହେବ ନିଲାମ | ଅନଲାଇନ୍ ମାଧ୍ୟମରେ ନିଲାମ କରାଯିବ | ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ...
ଦଶହରା ପାଇଁ ବଦଳିଲା ମୋ ବସ୍ ଚଳାଚଳର ସମୟ
ମାଙ୍କ ଆଗମନକୁ ନେଇ ଉତ୍ସବ ମୁଖର ପୁରପଲ୍ଲୀ ଠୁ ସହର | ମାଙ୍କ ଦର୍ଶନ ପାଇଁ ଜମୁଛି ହଜାର ହଜାର ଭକ୍ତଙ୍କ ଭିଡ଼ | ସେପଟେ ଆସୁଥିବା ଭକ୍ତଙ୍କ ସୁବିଧା ଓ ସୁଯୋଗ ପାଇଁ ପୋଲିସ ପ୍ରଶାସନ ଓ ପୂଜା...
















