ଖାଇବାକୁ ପାଉନାହାଁନ୍ତି ପାକିସ୍ତାନୀ
ଦେବାଳିଆ ସ୍ଥିତିରେ ପାକିସ୍ତାନ । ଅବସ୍ଥା ଏତେ ଖରାପ ଯେ, ରୁଟି ଖାଇବାକୁ ମଧ୍ୟ ଲୋକଙ୍କ ପାଖରେ ପଇସା ନାହିଁ । ଦାମ୍ ବୃଦ୍ଧି ପାଇଥିବାରୁ ରୁଟି କି ନାନ୍ କିଣି କରି ଖାଇବାକୁ ପାକିସ୍ତାନୀ ଅକ୍ଷମ । ସେହି...
ଖଣି ସମ୍ମୁଖରେ ଶତାଧିକ ଶ୍ରମିକ
ବିଭିନ୍ନ ଦାବି ନେଇ ଯୋଡା ବ୍ଲକ ଏସେଲ ମାଇନିଂ ଶ୍ରମିକ ମାନଙ୍କର ବିକ୍ଷୋଭ । ଲଙ୍ଗାକଟା ଲୌହ ଓ ମାଙ୍ଗାନିଜ ଖଣି ସମ୍ମୁଖରେ ଶ୍ରମିକମାନେ ବିକ୍ଷୋଭ କରିଥିଲେ । ଖଣି ପରିସରରେ ଥିବା ଶିବ ମନ୍ଦିର ସମ୍ମୁଖରୁ ଶତାଧିକ ଶ୍ରମିକ...
ଫସିଗଲେ ନକଲି ଆଇଆରଏସ
ନାଁ ସତ୍ୟଜିତ । କିନ୍ତୁ ଏ ବାବୁ ଜଣକ ସମ୍ପୁର୍ଣ୍ଣ ମିଥ୍ୟାବାଦୀ । ନିଜକୁ ଆଇଆରଏସ ପରିଚୟ ଦେଇ ଶେଷରେ ଫସିଯାଇଛନ୍ତି । ଫେସବୁକରେ ନକଲି ଆଇଡି କାରବାର କରି ପଇସା ଲୁଟିବା ସହ ମହିଳାଙ୍କ ସହ ରଖୁଥିଲେ ଖରାପ...
ଆଉ ଡରାଇବନୀ ନାଗାବଳୀ
ବର୍ଷା ଦିନ । ଉପର ମୁଣ୍ଡରେ ବର୍ଷା ପରେ ଫୁଲି ଉଠିଛି ନାଗାବଳୀ ନଦୀ । ହେଲେ ଏବେ ଆଉ ନାଗାବଳୀ ଅଟକାଇ ପାରୁନି ଆନ୍ଧ୍ର ଓଡିଶା ସୀମାନ୍ତବର୍ତ୍ତୀ ରାୟଗଡା ଜିଲ୍ଲାର କେରେଡା ପଞ୍ଚାୟତବାସୀଙ୍କ ଜୀବନ ଜିବିକାର ବାଟ ।...
ଦିଲ୍ଲୀବାସୀଙ୍କ ଦିଲ୍ ଖୋଲିଲେ
ଦିଲ୍ଲୀବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭେଟି । ଦିଲ୍ଲୀବାସୀ ଏବେ ମାଗଣାରେ ବିଜୁଳି ଜାଳି ପାରିବେ । କାରଣ ସରକାର ୨୦୦ ୟୁନିଟ୍ ଯାଏଁ ବିଜୁଳି ଶୁଳ୍ପ ଛାଡ଼ କରିଛନ୍ତି । ଯେଉଁ ଉପଭୋକ୍ତା ମାସିକ ୨୦୦ ୟୁନିଟ୍ରୁ କମ୍...
ହୁ ହୁ ହୋଇ ଜଳିଗଲା ଟ୍ରକ
ରାସ୍ତା କଡରେୁ ହୁ ହୁ ହୋଇ ଜଳିଗଲା ମାଲ୍ ବୋଝେଇ ଟ୍ରକ । ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କେନାଲ ଛକ ନିକଟରେ ଏକ ପାଉଁଶ ବୋଝେଇ ଟ୍ରକ ଭାରସ୍ୟାମ ହରାଇ ରାସ୍ତା କଡରେ ଓଲଟି ପଡିଥିଲା ।...
ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏସ୍ ଭି ରଙ୍ଗନାଥ ହେଲେ କାଫେ କଫି ଡେ ର ଅନ୍ତରୀଣ ଅଧ୍ୟକ୍ଷ
କାଫେ କଫି ଡେ ର ସଞ୍ଚାଳନ କରୁଥିବା କମ୍ପାନୀ କଫି ଡେ ଏଣ୍ଟରପ୍ରାଇଜେସ୍ ତାର ନୂତନ ଅନ୍ତରୀଣ ଅଧ୍ୟକ୍ଷ ଚୟନ କରିଛି । ଏସ୍ ଭି ରଙ୍ଗନାଥ କାଫେ କଫି ଡେ ର ନୂତନ ଅନ୍ତରୀଣ ଅଧ୍ୟକ୍ଷ ହୋଇଛନ୍ତି ।...
ଅଳକା ମହାନ୍ତିଙ୍କ କବିତା ପୁସ୍ତକ ‘ନିଜ ଭିତରକୁ ରାସ୍ତା’ ଉନ୍ମୋଚିତ
ଉନ୍ମୋଚିତ ହୋଇଛି କବି ଅଳକା ମହାନ୍ତିଙ୍କ କବିତା ପୁସ୍ତକ ‘ନିଜ ଭିତରକୁ ରାସ୍ତା’ I ଭୁବନେଶ୍ବର ସ୍ଥିତ ରେଡକ୍ରସ ଭବନରେ ଆୟୋଜିତ ସାରସ୍ବତ ସମାରୋହରେ ବିଶିଷ୍ଟ କବି ରମାକାନ୍ତ ରଥ ଓ କବି ସୌଭାଗ୍ୟ ମିଶ୍ର ଯୋଗଦେଇ ପୁସ୍ତକ ଉନ୍ମୋଚନ...
କେନ୍ଦ୍ର କମାଉଛି କିରୋସିନ କୋଟା
ରାଜ୍ୟର କିରୋସିନ ହିତାଧିକାରୀଙ୍କ ପାଇଁ ବଢିଲା ସମସ୍ୟା । ଆସନ୍ତା ଅଗଷ୍ଟ ମାସରୁ ରାଜ୍ୟର କିରୋସିନ ହିତାଧିକାରୀଙ୍କୁ ଅଢେଇ ଲିଟର ପରିବର୍ତ୍ତେ ମିଳିବ ୨ ଲିଟର କିରୋସିନ । ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ...
ବିଶ୍ୱେଶ୍ୱର ହେଗଡେ କର୍ଣ୍ଣାଟକର ନୂଆ ବାଚସ୍ପତି
କର୍ଣ୍ଣାଟକର ରାଜନୈତିକ ହାଇଡ୍ରାମାର ଅନ୍ତ ହେଲା । କୁମାରସ୍ୱାମୀଙ୍କ ସରକାର ଭାଙ୍ଗିଲା ଏବଂ ୟେଦୁରପ୍ପା କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ହେଲେ । କର୍ଣ୍ଣାଟକ ହାଇଡ୍ରାମାରେ ମୁଖ୍ୟ ଭୂମିକା ଥିବା କୁମାରସ୍ୱାମୀଙ୍କ ସରକାର ସମୟରେ ଥିବା ବାଚସ୍ପତି ରମେଶ କୁମାରଙ୍କ କାର୍ଯ୍ୟାବଳୀକୁ...

















