ସିପିଆଇ ମହାସଚିବ ଡି.ରାଜା
ବରିଷ୍ଠ ନେତା ଡି.ରାଜା ସିପିଆଇ ରାଷ୍ଟ୍ରୀୟ ମହାସଚିବ ନିଯୁକ୍ତ ହୋଇଛନ୍ତି । ଶନିବାର ଦଳର ରାଷ୍ଟ୍ରୀୟ ପରିଷଦ ବୈଠକରେ ବରିଷ୍ଠ ନେତା ଡି.ରାଜାଙ୍କୁ ଦଳର ରାଷ୍ଟ୍ରୀୟ ମହାସଚିବ ନିଯୁକ୍ତ କରିବା ପ୍ରସ୍ତାବକୁ ସର୍ବମମ୍ମତି କ୍ରମେ ମୋହର ବାଜିଥିଲା । ଦଳର...
ପଞ୍ଚଭୂତରେ ଲୀନ ହେଲେ ଶୀଲା
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କ ୮୧ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ଏସ୍କର୍ଟ...
ଏହି ଫିଲ୍ମକୁ ୨୦ରୁ ଅଧିକ ଥର ଦେଖିଥିଲେ ଶୀଲା
କଂଗ୍ରେସର ବରିଷ୍ଠ ନେତା ଓ ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ଶୀଲା ଦୀକ୍ଷିତଙ୍କ ଶନିବାର ଦେହାନ୍ତ ଘଟିଥିଲା । କିଛିଦିନ ତଳେ ଶୀଲା ଦୀକ୍ଷିତଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଥିବାରୁ ସେ ହସ୍ପିଟାଲରେ ଆଡମିଟ ହୋଇଥିଲେ ଏବଂ ସେଠାରେ ଶେଷ...
ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଟିମ୍
ଆଗାମି ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଭାରତ ୱେଷ୍ଟଇଣ୍ଡିଜରେ ୨ ଟି ଟେଷ୍ଟ ,୩ ଟି ଦିନିକିଆ ଏବଂ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ । ଭାରତ ଖେଳିବାକୁ ଥିବା ତିନୋଟି ଯାକ ଫର୍ମାଟରେ...
ପାଟକୁରା ନିର୍ବାଚନରେ ବ୍ୟାପକ ଅନିୟମିତତା କରିଛି ଶାସକ ଦଳ : ବିଜେପି
ଆସନ୍ତାକାଲି ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ ଶାସକ ଦଳ ବିଜେଡି ବହୁ ଅନିୟମିତତା କରିଛି । ଶାସକ ଦଳ ସରକାରୀ କଳର ଅପବ୍ୟବହାର କରିବା ସହ ଭୋଟରଙ୍କୁ ପ୍ରଭାବିତ କରିଥିବା ଅଭିଯୋଗ କରିଛନ୍ତି...
ଭୁବନେଶ୍ୱର ଫରେଷ୍ଟ ପାର୍କ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା
ସ୍ମାର୍ଟସିଟି ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା । ତେବେ ରବିବାର ସକାଳରେ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ମଟରସାଇକେଲକୁ ଧକ୍କା ଦେଇଛି ଇନୋଭା । ତେବେ...
ଚାଷୀଙ୍କୁ ଭରସା ଇଶ୍ୱର
ଆଶାଢ ଯାଇ ଶ୍ରାବଣ ଚାଲିଲା ହେଲେ ବର୍ଷାର ଦେଖାନାହିଁ । ବର୍ଷା ପାଇଁ ଆକାଶକୁ ଚାହିଁ ରହିଛି ଚାଷୀ । ବର୍ଷା ଅଭାବରୁ ଚାଷୀର ଚାଷ କାମ ଆଗେଇ ପାରୁନି । ଫଳରେ ଗଜା ମରୁଡି ହେଉଛି ଧାନ ।...
ମୋଦି ଓ ଯୋଗୀଙ୍କ କୁଶପୁତ୍ତଳିକା ଦାହ
ଉତ୍ତର ପ୍ରଦେଶର ସୋନଭଦ୍ରା ଜମି ବିବାଦକୁ ନେଇ ୧୦ ଜଣଙ୍କୁ ଗୁଳି କରି ହତ୍ୟା ଘଟଣା ସାରା ଦେଶର ହଟଚମକ ସୃଷ୍ଟି କରିଛି । ଜମି ବିବାଦକୁ ନେଇ ଘଟିଥିବା ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବାକୁ...
ଓବ୍ରାଏନଙ୍କୁ ସୋନଭଦ୍ରାକୁ ଯିବାକୁ ମିଳିଲାନି ଅନୁମତି
ଉତ୍ତର ପ୍ରଦେଶର ସୋନାଭଦ୍ରା ଗୁଳିକାଣ୍ଡରେ ଶିକାର ହୋଇଥିବା ମୃତକଙ୍କ ପରିବାରକୁ ଭେଟିବା ପାଇଁ କଂଗ୍ରେସର ସାଂସଦ ଡେରେକ ଓବ୍ରାଏନ ଯାଉଥିବା ବେଳେ ତାଙ୍କୁ ଅଟକାଇ ରଖିଛି ୟୁପି ପୋଲିସ । ବାରଣାସୀ ବିମାନ ବନ୍ଦରରୁ ଟିଏମସି ସାଂସଦ ଓବ୍ରାଏନ ଓ...
ଶୀଲା ଦୀକ୍ଷିତଙ୍କ ଦେହାନ୍ତ
ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଦେହାନ୍ତ । ୮୧ ବର୍ଷ ବୟସରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଶୀଲାଙ୍କ ଦେହାନ୍ତ ହୋଇଛି । ଦିର୍ଘଦିନ ଧରି ଅସୁସ୍ତ ଥିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ...















