ଛୁଟୁଛି ଶୁଭେଚ୍ଛାର ସୁଅ
ଚନ୍ଦ୍ରଯାନର ସଫଳ ଉତକ୍ଷେପଣ ପରେ ଉତ୍ସାହିତ ସାରା ଭାରତ । ଉତକ୍ଷେପଣ ପରେ ଇସ୍ରୋକୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତିଙ୍କଠୁ ଆରମ୍ଭକରି ପ୍ରଧାନମନ୍ତ୍ରୀ ସମସ୍ତେ ଟ୍ୱିଟ୍ କରି ଇସ୍ରୋ ଏବଂ ସମସ୍ତ ବୈଜ୍ଞାନିକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ...
ରକ୍ତମୁଖା ଲାଲବାହିନୀ
ରକ୍ତମୁଖା ଲାଲବାହିନୀ । ୧୨ ଘଣ୍ଟା ଭିତରେ କଳାହାଣ୍ଡି ଜିଲ୍ଲାରେ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା । ଗତକାଲି ବିଳମ୍ବିତ ରାତିରେ ବିଶ୍ୱନାଥପୁର ବାବୁପଦର ଗାଁର ଭୀମ ଦୋରାଙ୍କୁ ୪ଜଣ ସଶସ୍ତ୍ର ମାଓବାଦୀ ଘରୁ ଉଠାଇ ନେଇଥିଲେ ।...
ରାଜ୍ୟପାଳଙ୍କୁ ଭେଟିଲେ ସାମ୍ବାଦିକ ସଂଘ
ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ଚତୁର୍ଥସ୍ତମ୍ଭ । କେଉଁଠି ସମ୍ବାଦିକଙ୍କୁ ମାଡ, ତ ଆଉ କେଉଁଠି ମର୍ଡର । ତେଣୁ ସୁରକ୍ଷିତ ରହିବା ପାଇଁ ଆଜି ରାଜ୍ୟପାଳ ଗଣେଶି ଲାଲଙ୍କୁ ଭେଟିଛନ୍ତି କଳିଙ୍ଗ ସାମ୍ବାଦିକ ସଂଘ । କଳିଙ୍ଗ ସାମ୍ବାଦିକ...
ଚନ୍ଦ୍ରାୟନ-୨ର ଜହ୍ନ ରାଇଜକୁ ଯାତ୍ରା
ସମସ୍ତ ପ୍ରତିକ୍ଷାର ଅନ୍ତ ଘଟାଇ ଚନ୍ଦ୍ରପୃଷ୍ଠ ଅଭିମୁଖେ ବାହାରିଲା ଚନ୍ଦ୍ରାୟନ-୨ । ଆଜି ଅପରାହ୍ନ ୨.୪୩ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରାୟନ-୨ ର ଉତକ୍ଷେପଣ କରାଯାଇଛି । ଦିର୍ଘବର୍ଷ ପରେ ପୁଣି...
ଲ୍ୟାଣ୍ଡମାଇନ ବିସ୍ଫୋରଣର ଦୃଶ୍ୟ,ଦେଖନ୍ତୁ
କ୍ୟାମେରାରେ କଏଦ ହେଲା ଲ୍ୟାଣ୍ଡମାଇନ ବିସ୍ପୋରଣର ଦୃଶ୍ୟ । ମାଲକାନଗିରି ସୀମାବର୍ତ୍ତି ସୁକମା ଜିଲ୍ଲା ରାସ୍ତା କଡରୁ ତିନୋଟି ଲ୍ୟାଣ୍ଡମାଇନ ମିଳିବା ପରେ ସେସବୁକୁ ବିସ୍ଫୋରଣ କରି ନଷ୍ଟ କରିଛନ୍ତି ଯବାନ । ମାଓବାଦୀମାନେ ଆସନ୍ତା ୨୮ ତାରିଖରୁ ସହିଦ...
ଜେଲରୁ ମୁକୁଳିବେ ଆତ୍ମଘୋଷିତ ବାବା ସାରଥୀ
ଜେଲ୍ ରୁ ମୁକୁଳିବେ ସାରଥୀ ଓରଫ ସନ୍ତୋଷ ରାଉଳ । ବାରିମୂଳ ଆଶ୍ରମର ଅନ୍ତେବାସୀ ମା,ଝିଅଙ୍କ ମାମଲାରେ ଜାମିନ ଦେଲେ ହାଇକୋର୍ଟ । ଦିର୍ଘ ତିନି ବର୍ଷରୁ ଉର୍ଦ୍ଧହେବ ଚୌଦାର ଜେଲ୍ ରେ ଥିଲେ ସାରଥୀ । ସାରଥୀଙ୍କ ନାମରେ...
ଫେସବୁକ୍ ରେ ଲାଇଭ କରି ଜୀବନ ହାରିଲା ପ୍ରେମିକ
କୁହାଯାଏ ପ୍ରେମ ମଣିଷକୁ ଖୁସୀ ଦେଇଥାଏ । ପ୍ରେମ ବିନା ମଣିଷ ଜୀବନ ମୁଲ୍ୟହୀନ ହୋଇଯାଏ । ପ୍ରେମ ଇଶ୍ୱରଙ୍କ ଅନନ୍ୟ ସୃଷ୍ଟିର ଏକ ବଳିଷ୍ଠ ଉପାଦାନ । କିନ୍ତୁ ଏହି ପ୍ରେମବି ମୃତ୍ୟୁର କାରଣ ପାଲଟିପାରେ । ଏମିତି...
ଶେଷ ପାହାଚରେ କର୍ଣ୍ଣାଟକ ନାଟକ
କର୍ଣ୍ଣାଟକ ନାଟକରେ ଆଜି ପଡିପାରେ ଯବନିକା । କାହିଁକି ନା ଆଜି ଏଚ.ଡି କୁମାର ସ୍ୱାମୀଙ୍କ ନେତୃତାଧିନ କଂଗ୍ରେସ ଜେଡିଏସ ମେଣ୍ଟ ସରକାର ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛି । ମେଣ୍ଟ ସରକାର ରହିବ ନାଁ ଭାଙ୍ଗିବ...
ପଦଯାତ୍ରାରେ ଶତାଧିକ ଚାଷୀ
ବାରମ୍ବାର ଗୁହାରୀ ସତ୍ୱେ କେହି କର୍ଣ୍ଣପାତ ନ କରିବାରୁ ଶେଷରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ପଦଯାତ୍ରାରେ ବାହାରିଛନ୍ତି ଶତାଧିକ ଚାଷୀ । ଫସଲ ବୀମା ରାଶି ଦାବିରେ କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ବ୍ଲକ ର ଶତାଧିକ ଚାଷୀ...
ନୃତ୍ୟ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ
ସଚେତନ ପାଇଁ ଚାଲିଛି ନୃତ୍ୟ ଓ ପଥପ୍ରାନ୍ତ ନାଟକ । ସଚେତନ ହେଲେ ଦୂର ହେବ ଅନ୍ଧ ବିଶ୍ୱାସ । କମିବ ଗୁଣି ଗାରେଡି ଜନିତ ହତ୍ୟାକାଣ୍ଡ । ଏଭଳି କିଛି ଲକ୍ଷ୍ୟ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ପୋଲିସ...















