ପୁରୁଣା ଗାଡ଼ିର ଫିଟନେସ୍ ଓ କାଗଜପତ୍ର ନବୀକରଣ ନେଇ ବଢ଼ୁଛି ଚିନ୍ତା
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟର ନୂଆ ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭେଇକିଲ୍ କ୍ଲାସିଫିକେସନ୍ ନୀତି ଅନୁସାରେ କାଗଜପତ୍ର ନବୀକରଣ ହୋଇନଥିବା ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ନେଇ ପଦକ୍ଷେପ ନିଆଯାଉଥିବା କୁହାଯାଉଛି। ଏହାରି...
୨୮ ଦିନ ପରେ ୮ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର
ଭୁବନେଶ୍ୱର: ୨୮ ଦିନ ପରେ ୮ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ଉଦ୍ଧାର । ଦିଘା ମୁହାଣଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ସମୁଦ୍ର ମଧ୍ୟରୁ ମାଛଧରା ଟ୍ରଲର ସହ ଏହି ୮ ଜଣ ମତ୍ସ୍ୟଜୀବୀଙ୍କୁ ଠାବ...
କୋର୍ଟଙ୍କ ଆଦେଶ ଅବମାନନା ଅଭିଯୋଗରେ ଖୁରାନିଆଙ୍କୁ ନୋଟିସ
ଭୁବନେଶ୍ୱର: ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ ହାଇକୋର୍ଟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଆବଦେନକାରୀ ସାଗରିକା ପରିଡ଼ାଙ୍କ ପକ୍ଷରୁ ଅଦାଲତ ଅବମାନନା ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।...
ଆୟୁଷ୍ମାନ ଯୋଜନାରେ ଅନିୟମିତତା ଅଭିଯୋଗର ତଦନ୍ତ ପରେ କିମ୍ସ ଓ ମଣିପାଲ ହସ୍ପିଟାଲକୁ ନୋଟିସ୍
ଭୁବନେଶ୍ୱର: ରାଜ୍ୟରେ ସରକାରୀ ସ୍ୱାସ୍ଥ୍ୟ ବୀମା ଯୋଜନାରେ କିଛି ଘରୋଇ ହସ୍ପିଟାଲର ମନଇଚ୍ଛା କାରବାର ଓ ରୋଗୀଙ୍କୁ ଲୁଟ୍ ଘଟଣାରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମଙ୍ଗଳବାର ଭୁବନେଶ୍ୱରର ଦୁଇ ପ୍ରମୁଖ ଘରୋଇ ହସ୍ପିଟାଲ...
ସାଂସଦ ଭାବରେ ନିଜର ୭ବର୍ଷର କାର୍ଯ୍ୟର ରିପୋର୍ଟ କାର୍ଡ ଦେଲେ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର: ବିକାଶ ଓ ସେବା ହିଁ ରାଜନୀତି ର ମୂଳ ମନ୍ତ୍ର। ଯାହାକୁ ପାଥେୟ କରି ଜନସଂପର୍କ,ସଂଗଠନ ଗଢ଼ିବା ସହିତ ସାଂସଦ ଭାବରେ ସଂସଦ ଓ ଦେଶ ବିଦେଶରେ ବିଭିନ୍ନ ଭୂମିକାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛି।...
ରାକ୍ଷୀ ପୂର୍ଣ୍ଣିମାରେ ଆମ ବସ୍ରେ ମହିଳାଙ୍କ ମାଗଣା ଯାତ୍ରା
ଭୁବନେଶ୍ୱର: ରାଜ୍ୟ ସରକାର ମହିଳାମାନଙ୍କୁ ଏକ ନିଆରା ଭେଟି ଦେବାକୁ ଯାଉଛନ୍ତି । ରାକ୍ଷୀ ପୂର୍ଣ୍ଣିମା ଦିନ ଆମ ବସରେ ମାଗଣା ଯିବେ ମହିଳା। ଏହି ସୁବିଧା ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ...
ନେପାଳରେ ଅଚାନକ ବନ୍ୟା, ଜନଜୀବନ ଅସ୍ତବ୍ୟସ୍ତ
ନେପାଳ: ନେପାଳର ବିଭିନ୍ନ ଅଞ୍ଚଳରେ ଅଚାନକ ବନ୍ୟା ଆସି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ନଦୀଗୁଡ଼ିକରେ ଜଳସ୍ତର ଅତ୍ୟଧିକ ବୃଦ୍ଧି ପାଇବାରୁ ବନ୍ୟାଜଳ ପାଖାପାଖି ଅଞ୍ଚଳକୁ ମାଡ଼ି ଆସିଥିଲା। ରାତିରେ ହଠାତ୍ ପାଣି ମାଡ଼ିଆସିବାରୁ ଲୋକେ ସୁରକ୍ଷିତ ସ୍ଥାନକୁ...
ହାଇକୋର୍ଟ ରହିତାଦେଶ ଉଠାଇଲେ, ସୁଜିତଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସଙ୍କ ପାଇଁ ଅଡୁଆ ବଢ଼ିଛି । ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଉଠାଇବା ପରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ କୋର୍ଟ ସୁଜିତଙ୍କ ବିରୋଧରେ ଗିରଫ ବିହୀନ...
ଜମି ଜାଲିଆତି ଅଭିଯୋଗରେ ଦୁଇ ରାଜସ୍ୱ ଅଧିକାରୀ ନିଲମ୍ବିତ
ନୂଆପଡା: ମାଲିକଙ୍କ ଅଜାଣତରେ ଜମିକୁ ବିକ୍ରି କରାଯାଇଥିବା ଅଭିଯୋଗରେ ରାଜ୍ୟ ସରକାର ଦୁଇ ଜଣ ରାଜସ୍ୱ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଅଧିକାରୀମାନେ ହେଲେ କୋମନା ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲ ଏବଂ ସହକାରୀ ରାଜସ୍ୱ...
ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ...

















