ବିଜେଡିରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର
ବିଜେଡ଼ି ଦଳରେ ଥିଲେ, ସୋସିଆଲ୍ ମିଡିଆରେ ତାତ୍ସଲ୍ୟ କରି ଲେଖୁଥିଲେ । ନ କହି ନ କହି ସବୁ ବଖାଣୁଥିଲେ । ସଭାପତିଙ୍କ ଠାରୁ ନେଇ ସୁପର୍ ଲିଡର ସମସ୍ତଙ୍କୁ କରୁଥିଲେ ଟାର୍ଗେଟ୍ । ଆଉ ଆଜି ଦଳ ତାଙ୍କୁ...
ଭାରତ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ; ଆମେରିକା ବୈଦେଶିକ ମନ୍ତ୍ରୀ
ନ୍ୟୁୟର୍କରେ ଆୟୋଜିତ ଜାତିସଂଘ ସାଧାରଣ ପରିଷଦର ୮୦ତମ ଅଧିବେଶନ ସମୟରେ, ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ମଧ୍ୟରେ ବୈଠକ ହୋଇଛି। ଏଥିରେ ଦୁଇ ପକ୍ଷ ରଣନୈତିକ ସହଭାଗୀତାକୁ ଆଗକୁ ବଢ଼ାଇବା...
ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ହେବାପରେ ବିଜେଡିର ପ୍ରତିବାଦ
ବିଜେଡ଼ି ଆଜି ବିଧାନସଭା ଘେରାଉ ଡାକରା ଦେଇଛି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ହେବାପରେ ଏହାକୁ ବିରୋଧ କରି, ବିଜୁ ଜନତା ଦଳ ବିଧାନସଭାକୁ ଘେରାଉ କରିବାକୁ ଚେଷ୍ଟା କରିଛି। ସୁରକ୍ଷା ବ୍ୟବସ୍ଥା ଭଙ୍ଗିବାକୁ ଉଦ୍ୟମ କଲାପରେ ପୋଲିସ...
ଏୟାର ଇଣ୍ଡିଆ ବିମାନ ହାଇଯାକ ଉଦ୍ୟମ
ବେଙ୍ଗାଲୁରୁରୁ ବାରଣାସୀକୁ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ହାଇଜାକ୍ କରିବା ଚେଷ୍ଟା ହୋଇଥିବା ସନ୍ଦେହରେ ଜରୁରୀକାଳୀନ ଅବତରଣ କରାଯାଇଛି । ବିମାନଟି ବାରଣାସୀ ବାବତପୁର ବିମାନବନ୍ଦରରେ ସୁରକ୍ଷାପୂର୍ବକ ଲାଣ୍ଡ୍ କରାଗଲା । ସେଥିରେ ଥିବା ୯ ଯାତ୍ରୀଙ୍କୁ ପୋଲିସ୍...
ପ୍ରଧାନଶିକ୍ଷକଙ୍କୁ ଧରିଲା ଭିଜିଲାନ୍ସ
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ସୌମ୍ୟରଞ୍ଜନ ଖେତିଙ୍କ ନାମରେ ଆସିଛି ଅଭିଯୋଗ । କୋଟିପତି ହେବାକୁ ‘ଟିନ୍ ପତି’ ପ୍ଲାଟ୍ ଫର୍ମରେ ସରକାରୀ ଅର୍ଥ ବିନିଯୋଗ କରିଥିଲେ ପ୍ରଧାନଶିକ୍ଷକ । ଭିଜିଲାନ୍ସର ଜେରା ବେଳେ ସୌମ୍ୟରଞ୍ଜନ...
ନୂଆ GST ସ୍ଲାବରେ ଶସ୍ତା ହେଲା ଗାଡ଼ି
ଆଜିଠୁ ଦେଶରେ ଲାଗୁ ହେଲା ନୂଆ GST ସ୍ଲାବ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ନୂତନ GST ସଂସ୍କାର ନେଇ ଘୋଷଣା କରିଥିଲେ । ଆଉ ଏବେ ସାରା ଦେଶରେ କେବଳ...
ଆସନ୍ତାକାଲିଠୁ GST ସଞ୍ଚୟ ଉତ୍ସବ ପାଳନ ହେବ : ପ୍ରଧାନମନ୍ତ୍ରୀ
ଆସନ୍ତାକାଲିଠୁ ଲାଗୁ ହେବାକୁ ଯାଉଛି ନୂଆ ଜିଏସଟି ଦର । ସେଥିପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନରେନ୍ଦ୍ର ମୋଦୀ ନବରାତ୍ରି ଅବସରରେ ପ୍ରଥମେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି,...
ଗାଜା ଉପରେ ଇସ୍ରାଏଲର ବଡ଼ ଆକ୍ରମଣ
ଇସ୍ରାଏଲଙ୍କ ଆକ୍ରମଣ ଦିନକୁ ଦିନ ଅଧିକ କ୍ରୁର ହେବାରେ ଲାଗିଛି। ଗାଜାରେ ମୃତ୍ୟୁର ଲହରି ମାଡ଼ି ଚାଲିଛି । ଏକାସାଥ୍ରେ ୯୧ ଜଣଙ୍କୁ ମାରିଛି ଇସ୍ରାଏଲୀ ସେନା । ସମ୍ପୂର୍ଣ୍ଣ ଗାଜାକୁ ଦଖଲ କରିବା ଲକ୍ଷ୍ୟରେ ଆଇଡିଏଫ "ଅପରେସନ ଗିଡିୟନ...
ଆଫଗାନିସ୍ତାନକୁ ଖୋଲା ଧମକ ଦେଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଆଫଗାନିସ୍ତାନକୁ ଦେଇଛନ୍ତି ଧମକ । ଟ୍ରୁଥ୍ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇ ଲେଖିଛନ୍ତି, "ଯଦି ଆଫଗାନିସ୍ତାନ ବଗରାମ ଏୟାରବେସ୍କୁ ତାର ନିର୍ମାତା ଆମେରିକାକୁ ଫେରାଇବ ନାହିଁ ତାହେଲେ, ତାର...
ଟ୍ରମ୍ପଙ୍କ ଦାବି ସେ ଭାରତ-ପାକ୍ ଯୁଦ୍ଧକୁ ବନ୍ଦ କରିଥିଲେ
ଆମେରିକା ରାଷ୍ଟ୍ରପତି ପୁନର୍ବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟସ୍ଥତା ପ୍ରସଙ୍ଗ ଉଠାଇଛନ୍ତି। ଟ୍ରମ୍ପ କହିଛନ୍ତି ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ପାଇଁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ। ତାଙ୍କ ଅନୁଯାୟୀ, ସେ ଏପର୍ଯ୍ୟନ୍ତ ସାତଟି...





















