୪୭ ହଜାର ତଣ୍ଡ ଗଣିଲେ ଅଟୋଚାଳକ
ଅଟୋ ଚାଳକଙ୍କୁ ୫୨ ହଜାର ଟଙ୍କା ଫାଇନ । ରାଜଧାନୀ ଭୁବନେଶ୍ୱରରେ ନୂଆ ମୋଟର ଆକ୍ଟ ଅନୁସାରେ ଏହି ଫାଇନ ଲଗାଯାଇଛି ସୂଚନାନୁସାରେ, ନୂଆ ମୋଟର ଯାନ ଆକ୍ଟ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ ପୋଲିସ...
ସର୍ବ ସମ୍ମୁଖରେ ସହଯୋଗୀଙ୍କୁ ଶକ୍ତ ଚାପୁଡା
ଟିକେ କଥାରେ ରାଗିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ସର୍ବ ସମ୍ମୁଖରେ ନିଜ ସହଯୋଗୀଙ୍କୁ ଶକ୍ତ ଚାପୁଡା ମାରି ଚର୍ଚ୍ଚାରେ ସିଦ୍ଧରମୈୟା । ମୈଶୂର ବିମାନବନ୍ଦରରେ ତାଙ୍କର ସହଯୋଗୀଙ୍କୁ ମାଡ଼ ମାରିଥିବାରୁ ଭିଡ଼ିଓ ଭାଇରାଲ ହୋଇଛି । ତେବେ ସେ...
ବାରମ୍ବାର ଦାବି ପରେ ବି ବିଫଳ ବହୁଭାଶୀ ଶିକ୍ଷା ସ୍ୱେଚ୍ଛାସେବୀ
ରାୟଗଡା ଜିଲ୍ଲାର ଚାନ୍ଦିଲି ପଞ୍ଚାୟତ କାର୍ଯ୍ୟାଳୟରେ ବହୁଭାଶୀ ଶିକ୍ଷା ସ୍ୱେଚ୍ଛାସେବୀ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସମ୍ପାଦକ ପୁରନ୍ଦିର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସାତୋଟି ଜିଲ୍ଲାରୁ ବହୁଭାଶୀ ଶିକ୍ଷକ ମାନେ ଯୋଗ ଦେଇଥିଲେ ।...
ଅଜବ ପରମ୍ପରା
ଶୁଣିଲେ ତ । ନିଜେ ଗାଈ ରଖନ୍ତି , ଗାଇର ସମସ୍ତ ସେବାଯତ୍ନ ମଧ୍ୟ ନିଅନ୍ତି କିନ୍ତୁ କ୍ଷୀର ଛୁଇଁବା କିମ୍ବା କ୍ଷୀର ପିଇବା ଏମାନଙ୍କ ପାଇଁ ମନା । ସ୍ୱାଭିମାନ ଅଞ୍ଚଳରେ କ୍ଷୀରକୁ ନେଇ ଏମିତି ...
ଉପବାସରେ ପ୍ରଭୁ ଲିଙ୍ଗରାଜ
ନିଯୋଗ ବିବାଦ ପାଇଁ ଉପାସରେ ପ୍ରଭୁ ଶ୍ରୀ ଲିଙ୍ଗରାଜ । କ୍ରମାଗତ ଦିତୀୟ ଦିନ ପାଇଁ ନୀତିକାନ୍ତି ହୋଇପାରିନି । ଗଙ୍ଗୁଆ ନଦୀନୂଳ ଜମିରେ ବଡୁ ନିଯୋଗ ନିର୍ମାଣକ୍ୁ ବିରୋଧ କରି ଉପୁଜିଛି ଏହି ବିବାଦ । ବ୍ରାହ୍ମଣ ନିଯୋଗ...
ଇଲେକ୍ଟ୍ରି ତାର ଛିଡି ଜଣେ ମୃତ, ଜଣେ ଆହତ
ଇଲେକ୍ଟ୍ରି ତାର ଛିଡି ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଦୁଃଖଦ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଉର୍ଲାଯୋଡି ଗାଁରେ । ମୃତକ ହେଲେ ଶୁଙ୍କପାଡି...
ବଜ୍ରାଘାତରେ ପରିବାରର ୫ ଗୁରୁତର
ବଜ୍ରାଘାତରେ ଗୋଟିଏ ପରିବାରର ୫ ଗୁରୁତର । ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ମୁଣ୍ଡୁରୀବେଡା ଗାଁର ଘଟଣା । ବଜ୍ରାଘାତରେ ଗୋଟିଏ ପରିବାରର ମା ସମେତ ୪ ଛୁଆ ଗୁରୁତର ହୋଇଛନ୍ତି । ସମସ୍ତେ ଘରେ ଥିବାବେଳେ...
ଚାକିରୀ ଦେବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ
ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଭୁବନେଶ୍ୱର ଲକ୍ଷ୍ମୀ ସାଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ପରେ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଜଣେ ବ୍ୟକ୍ତି ଛତିଶଗଡ଼ର ଜଣେ ଯୁବତୀଙ୍କୁ ଏକ...
ବାଇକ୍ ସହ ପାଣିରେ ଭାସିଗଲେ ୩ ଯୁବକ
କାଲି ରାତିରେ ରାଜଧାନୀରେ ଜାରି ରହିଥିଲା ବର୍ଷା । ରାସ୍ତା ଉପରେ ପ୍ରଚୁର ବର୍ଷା ଜଳରେ ବୁଡି ଯାଇଥିଲା ଡ୍ରେନ୍ । ଆଜି ସକାଳେ ଡ୍ରେନରେ ୩ଜଣ ଯୁବକ ଭାସିଯାଇଥିବା ଜଣାପଡ଼ିଛି । ରାସ୍ତା ଉପରେ ପ୍ରବଳ ପାଣି ଥିବାରୁ...
ବାୟୁସେନା ଶକ୍ତି ବଢାଇବ ‘ଆପାଚି’
ଆଜିଠାରୁ ବାୟୁସେନାରେ ସାମିଲ ହେବ ଅତ୍ୟାଧୁନିକ ‘ଆପାଚି’ ହେଲିକପ୍ଟର । ଦୁନିଆର ସବୁଠାରୁ ଲଢୁଆ ଏଏଚ ୬୪-ଇ ଏହି ହେଲିକପ୍ଟରକୁ କୁହାଯାଇଛି । ଆମେରିକା ସେନା ଏହି ‘ଆପାଚି’ ହେଲିକପ୍ଟର ବ୍ୟବହାର କରିଥାନ୍ତି । ଆଠଟି ‘ଆପାଚି’ହେଲିକପ୍ଟର ଆଜି ଭାରତୀୟ...

















