ଶିକ୍ଷକଙ୍କ ବାଚଳାମି,ପତ୍ନୀ ଓ ତିନି ଛୁଆଙ୍କୁ ମାରି ଦୋଷ ସ୍ୱିକାର କଲା
ପତ୍ନୀକୁ ଛୁରୀ ଏବଂ ତିନି ଛୁଆଙ୍କ ତଣ୍ଟି ଚିପି ହତ୍ୟା କଲା ଶିକ୍ଷିତ ସ୍ୱାମୀ । ଏମିିତି ଏକ ନୃଶଂସ,ଲୋମ ଟାଙ୍କୁରା ଘଟଣା ଘଟିଛି ଭାରତର ରାଜଧାନୀ ଦିଲ୍ଲୀର ମହରୌଲୀ ଅଚଂଳରେ । ଘରୋଇ ଭାବେ ପିଲାଙ୍କୁ ଟୁ୍ୟସନ୍ କରୁଥିବା...
ବ୍ୟାଟିଂ କରିବ ଭାରତ, ଭୁବନେଶ୍ୱରଙ୍କ ସ୍ଥାନରେ ମହମ୍ମଦ ସାମିଲ
ଦ୍ୱାଦଶ ବିଶ୍ୱକପରେ ଭାରତ ଆଜି ପଞ୍ଚ ମୁକାବିଲା ଖେଳୁଛି ଆଫଗାନିସ୍ତାନ ବିପକ୍ଷରେ । ଟସ୍ ଜିତି ଭାରତ ବ୍ୟାଟିଂ କରିବାର ନିଷ୍ପତି ନେଇଛି । ଟିମ୍ ଇଣ୍ଡିଆ ଆଜିର ମ୍ୟାଚରେ ଆହତ ଭୁବନେଶ୍ୱର କୁମାରଙ୍କ ବଦଳରେ ମହମ୍ମଦ ଶାମିଙ୍କୁ ଦଳରେ...
ବିଜେପିରେ ବୈଷ୍ଣବ
ବିଜେପିରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ବିଜେପିରେ ଯୋଗଦେଲେ ଅଶ୍ୱିନୀ । ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି । ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀଙ୍କୁ...
ସ୍କୁଲ ଯିବାକୁ ମିଳିବ ଯାତାୟତ ଖର୍ଚ୍ଚ
ଛାତ୍ରଛାତ୍ରୀ ସଂଖ୍ୟା କମ ଥିବା ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି. ୧୦ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତି.ରାଜ୍ୟରେ ଏଭଳି ୯୬୬ଟି ସ୍କୁଲ ଚିହ୍ନଟ କରାଯାଇଛି.ବନ୍ଦ ହେଉଥିବା ସ୍କୁଲର ପିଲା ନିକଟ ସ୍କୁଲରେ ପାଠ ପଢିବେ. ୧ କିମିରୁ...
ଆଜି ଆଫଗାନିସ୍ତାନ ଟିମ୍ ଇଣ୍ଡିଆ ମୁହାଁମୁହିଁ
ଇଂଲଣ୍ଡରେ ଚାଲିଥିବା ଦ୍ୱାଦଶ ବିଶ୍ୱକପରେ ଟିମ୍ ଇଣ୍ଡିଆ ଆଜି ଖେଳିବ ପଚଂମ ମ୍ୟାଚ୍ । ଆଜିର ମୁକାବିଲାରେ ବିରାଟ ବାହିନୀ ଭେଟିବ ଗୁଲବଦିନ ନୈବଙ୍କ ଆଫଗାନିସ୍ତାନକୁ । ଚଳିତ ବିଶ୍ୱକପରେ ଅପରାଜୟ ଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚ ବିଜୟୀ...
ବିଜେଡି ରାଜ୍ୟସଭାପ୍ରାର୍ଥୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ଅଶ୍ୱିନୀ ବୈଷ୍ଣବ ବିଜେଡି ପ୍ରାର୍ଥୀ । ବିଜେଡି ଆଇଟି ସେଲ ମୁଖ୍ୟ ଅଛନ୍ତି ଅମର ପଟ୍ଟନାୟକ । ବିଜୁ ଜନତା ଦଳ ମୁଖପାତ୍ର ଅଛନ୍ତି ସସ୍ମିତ ପାତ୍ର ।ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ...
କୋଣାର୍କ ପରିସରରେ ଯୋଗ ଦିବସ
ଜୁନ ୨୧ ଅନ୍ତର୍ଜାତୀୟ ଯୋଗ ଦିବସ ରୁପେ ପାଳନ କରାଯାଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନିମାପଡା ଏବଂ କାକଟପୁରର ଶିକ୍ଷା ବିକାଶ ଅଧିନରେ ଥିବା ୧୨ଟି ଶରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନେ ଯୋଗ ଦିବସ...
ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ
ଗୋଲମୁଣ୍ଡା ଥାନା ଅନ୍ତର୍ଗତ ଖଲିଆକାନି ଠାରେ ଦୁର୍ଘଟଣା । ଗୁରୁବାର ରାତିରେ ଏକ ବୋଲେରୋ ୫ ଜଣଙ୍କୁ ନେଇ ଆସୁଥିବାବେଳେ ଭାରସ୍ୟାମ ହରାଇ ଏକ ଗଛରେ ପିଟି ହୋଇଥିଲା । ଘଟଣା ସ୍ଥଳରେ ଡ୍ରାଇଭରର ମୃତୁ୍ୟ ଘଟିଥିଲା । ତେବେ...
ଗୁଣି ଗାରେଡିକୁ ନେଇ ମର୍ଡର
ଗୁଣି ଗାରେଡିକୁ ନେଇ ଡବଲ ମର୍ଡର । ଗଡିଗଲା ଦୁଇ ଦୁଇଟା ମୁଣ୍ଡ । ଠେଙ୍ଗା ଓ ପଥରରେ ମୁଣ୍ଡକୁ ଛେଚି ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟାଇଛି ହତ୍ୟାକାରୀ । ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ରାୟଗଡା ଜିଲ୍ଲା...
ଦେଢଘଣ୍ଟା ବିଳମ୍ବରେ ମିଳିଲା ପ୍ରଶ୍ନପତ୍ର
ମାଲକାନଗିରି ଡିଗ୍ରୀ କଲେଜରେ ଯୁକ୍ତ ୩ ପରୀକ୍ଷାବେଳେ ଅବ୍ୟବସ୍ଥା । ଆନ୍ଧ୍ର କଲେଜ ବିଭାଗର ପ୍ରଥମ ସେମିଷ୍ଟାର ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦେଢଘଣ୍ଟା ବିଳମ୍ବରେ ପ୍ରଶ୍ନପତ୍ର ମିଳିଥିବା ଅଭିଯୋଗ ହୋଇଛି । ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପ୍ରଶ୍ନପତ୍ର...


















