ଶତ୍ରୁର ମୁଣ୍ଡ କାଟିବା ପରେ…
ପ୍ରଥମେ ଗଣ୍ଡିରୁ ମୁଣ୍ଡକୁ ଅଲଗା କଲା । ପରେ କଟାମୁଣ୍ଡକୁ ବ୍ୟାଗରେ ଧରି ଥାନା ଆଡେ ମୁହାଁଇଲା ହତ୍ୟାକାରୀ । ମାତ୍ର ଥାନାରେ ଆତ୍ମସର୍ମପଣ ପୋଲିସ ହାତରେ ଧରାପଡିଲା ଅଭିଯୁକ୍ତ । ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଶାସନ ଥାନା...
ନିଖୋଜର ୯ ଦିନ ପରେ ମିଳିଲା ଭଗ୍ନାବଶେଷ
ନିଖୋଜର ୯ ଦିନ ପରେ ମିଳିଲା ଏଏନ-୩୨ ବିମାନର ଭଗ୍ନାବଶେଷ । ଅରୁଣାଚଳ ପ୍ରଦେଶର ସିଆଙ୍ଗୋ ଜିଲ୍ଲାର ଲିପୋରୁ ବିମାନର ଭଗ୍ନାଂଶ ମିଳିଛି । ଭାରତୀୟ ବାୟୂସେନାର ହେଲିକାପ୍ଟର ଏମଆଇ -୧୭ ଦ୍ୱାରା ଏହି ବିମାନର ସନ୍ଧାନ ମିଳିଛି ।...
ବିଶ୍ୱକପରେ ଭାରତକୁ ଝଟକା
ବିଶ୍ୱକପ ପାଇଁ ଇଂଲଣ୍ଡ ଗ୍ରସ୍ତରେ ଥିବା ଟିମ୍ ଇଣ୍ଡିଆକୁ ଲାଗିଛି ଶକ୍ତ ଝଟକା । ଟିମ୍ ଇଣ୍ଡିଆର ଓପନର ଶିଖର ଧାୱନ ଆହାତ । ତିିନି ସପ୍ତାହ ପାଇଁ କ୍ରିକେଟ ଖେଳିବେନି ଟିମ୍ ଇଣ୍ଡିଆର ଏହି ଦୁର୍ଦ୍ଧଶ ବ୍ୟାଟ୍ସମ୍ୟାନ ।...
ସମସ୍ତେ କରିପାରିବେ ସିଧା ପ୍ରସାରଣ
କୌଣସି ଚ୍ୟାନେଲ ରଥଯାତ୍ରା ସିଧାପ୍ରସାରଣରୁ ବାଦ ପଡିବେନି । ରଥଯାତ୍ରାର ସିଧା ପ୍ରସାରଣକୁ ନେଇ ଏଥର ହୋଇଥିବା ନିଲାମ ବ୍ୟବସ୍ଥାକୁ ବିରୋଧ ହେବା ପରେ ନିଷ୍ପତ୍ତି ବଦଳାଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥର ଗୋଟିଏ ନୁହେଁ ସମସ୍ତ ଚ୍ୟାନେଲକୁ ମିଳିବ ରଥଯାତ୍ରା...
ଖୋଲିଲା ମଝିଘରିଆଣୀଙ୍କ ହୁଣ୍ଡି
କଡା ସୁରକ୍ଷା ମଧ୍ୟରେ ଆଜି ଖୋଲା ହୋଇଛି ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀଙ୍କ ଦାନ ହୁଣ୍ଡି । ୪ମାସ ବ୍ୟବଧାନରେ ଆଜି ବିଭିନ୍ନ ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ ଗଣତି କାର୍ଯ୍ୟ ଜାରି ରହିଛି । ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି...
ରଥଯାତ୍ରା ସିଧା ପ୍ରସାରଣ ନିଲାମ ଡାକରା
ଶ୍ରୀମନ୍ଦିରରେ ରଥଯାତ୍ରା ସିଧା ପ୍ରସାରଣର ନିଲାମ । ସୋମବାର ସଂଧ୍ୟାରେ ଖୋଲାଯାଇଥିବା ନିଲାମ ପତ୍ରରେ ଓଟିଭି ସର୍ବାଧିକ ୫୪ ଲକ୍ଷ ଟଙ୍କା ପକାଇଥିବା ବେଳେ ଏମବିସି ଟିଭି ଦ୍ୱିତୀୟ ସ୍ଥାନରେ ରହିଛି । ଏମବିସି ଟିଭି ୩୬ଲକ୍ଷ ଓ ନ୍ୟୁଜ...
ମୋଦିଙ୍କୁ ୫ ହଜାର କୋଟି ଟଙ୍କା ମାଗିଲେ ନବୀନ
ରବିବାର ଦିନ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଆଜି ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ସରକାରୀ ବାସଭବନରେ ନବୀନ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି।...
ଶୋଇଥିବାବେଳେ ମୁଣ୍ଡ କାଟିନେଲେ ଦୁର୍ବୃତ୍ତ
ସୀମା ଟପିଲା ନୃଶଂସତା । ଘର ବାହାରେ ଶୋଇଥିବା ବେଳେ ମୁଣ୍ଡ କାଟିନେଲେ ଦୁର୍ବୃତ୍ତ । ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ତିଲେଇମାଳ ଗାଁରେ ଘଟିଯାଇଛି ଏହି ଅମାନବୀୟ ହତ୍ୟାକାଣ୍ଡ । ମୃତକ ଜଣକ ହେଲେ, ସେହି ଗାଁର ସତ୍ୟନାରାୟଣ...
ବିଗ୍ ବିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ
ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ । ସେଠାରେ ବିଗ୍ ବିଙ୍କ ଫଟୋ ସ୍ଥାନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଦେଖିବାକୁ ମିଳିଥିଲା । ଆକଉଣ୍ଟରେ ଲଭ୍ ପାକିସ୍ତାନ ଲେଖା ଯାଇଥିଲା । ଏହି ଘଟଣା...
ପୋଖରୀରେ ବୁଡି ଶିଶୁ ମୃତ
ପୋଖରୀରେ ବୁଡି ୮ ବର୍ଷର ଶିଶୁ ମୃତୁ୍ୟ ହୋଇଛି । ମାଲକାନଗିରି ଜିଲ୍ଲା ଏମଭି-୯ ଗ୍ରାମରେ ଘଟିଛି ଅଘଟଣ । ଶିଶୁଟି ପୋଖରିକୁ ଗାଧେଇବା ପାଇଁ ଯାଇ ମୃତୁ୍ୟ ବରଣ କରିଛି । ସୂଚନା ଅନୁଯାଇ ମୃତ ଶିଶୁ ଜଣକ...



















