ଉଦ୍ଧାର ହେଲା ସବୁଠୁ ଲମ୍ବା ଅହିରାଜ
ଉଦ୍ଧାର ହୋଇଛି ବିରାଟକାୟ ଅହିରାଜ । ରାୟଗଡା ବ୍ଲକ୍ ହାଟର ସେସଖାଲ ସ୍ଥିତ ଉଷା ଦାସ ଅଙ୍ଗନବାଡି କର୍ମୀଙ୍କ ଘରୁ ୧୮ ଫୁଟର ଅହିରାଜ ଉଦ୍ଧାର ହୋଇଛି । ସାପଟି ଅଙ୍ଗନବାଡି କର୍ମୀଙ୍କ ଘର ଭିତରେ ପଶି ରହିଥିଲା ।...
ଲାଇଟ୍ ରେ ଶୋଇଲେ ମହିଳାଙ୍କ ଉପରେ କି ପ୍ରଭାବ ପଡେ
ସାଧାରଣ ଲୋକମାନେ ରାତିରେ ଶୋଇଲାବେଳେ ନିଜ ଘରର ଟେଲିଭିଜନ କିମ୍ବା ଘରର ଲାଇଟ୍ ଚଲେଇ ଶୋଇ ପଡିଥାନ୍ତି । ତେବେ ଏହା ଫିଟନେସ୍ ପ୍ରତି କ୍ଷତିକାରକ ହୋଇଥାଏ । ଏକ ଅନୁଧ୍ୟାନରୁ ଜଣା ପଡିଛିଯେ ରାତିରେ କୃତ୍ରିମ କିରଣରେ ଶୋଇବା...
ଆସନ୍ତାକାଲି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଲଢେଇ
ଦ୍ୱାଦଶ ବିଶ୍ୱକପ୍ର ୧୮ ତମ ମ୍ୟାଚରେ ଆସନ୍ତାକାଲି ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଭାରତ । ଭାରତୀୟ ସମୟ ଅପରାହ୍ନ ୩ ଟାରେ ମ୍ୟାଚ ଆରମ୍ଭ ହେବ । ଚଳିତ ବିଶ୍ୱକପରେ ଦୁଇ ଟିମ ଜବରଦସ୍ତ ଫର୍ମରେ ଅଛନ୍ତି । ଭାରତ ଚଳିତ ବିଶ୍ୱକପ୍ରେ...
ପାକିସ୍ତାନ ରୁଟ୍ ଦେଇ ଯିବନାହିଁ ମୋଦିଙ୍କ ବିମାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନ ରାସ୍ତାରୁ କିର୍ଗିଜ୍ସ୍ତାନ ଯିବ ନାହିଁ। ଭିଭିଆଇପି ବିମାନ ଓମାନ, ଇରାନ ଓ ମଧ୍ୟ ଏସିଆ ଦେଶ ଦେଇ କିର୍ଗିଜ୍ସ୍ତାନର ବିଶକେକ ଯିବ ବୋଲି ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି। ଜୁନ୍ ୧୩ ଓ...
ମୋଦିଙ୍କୁ ମିଳିଲାନି ବେଲ୍
ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ମିଳିଲାନି ଜାମିନ । ବ୍ରିଟେନ କୋର୍ଟରେ ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଚତୁର୍ଥ ଥର ପାଇଁ ନିରବଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଅନ୍ୟପଟେ କିଙ୍ଗଫିସର କମ୍ପାନିର...
ରୋଜଗାରରେ କୋହଲି ନମ୍ବର ୱାନ
ସଦ୍ୟ ପ୍ରକାଶିତ ଫୋବର୍ସ ତାଲିକାରେ ବିଶ୍ୱର ସବୁଠୁ ଅଧିକ ଆୟ କରୁଥିବା କ୍ରିଡାବିତ୍ ମାନଙ୍କ ମଧ୍ୟରେ ଏକ ମାତ୍ର ଭାରତୀୟ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ଭାରତର କ୍ୟାପଟେନ୍ ବିରାଟ କୋହଲି । ସବୁଠୁ ବଡ କଥା ହେଉଛି, ଏହି...
ରଜ ପରେ ଯୁକ୍ତଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ
ଯୁକ୍ତଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ଋକ୍ସ ପରେ ଅର୍ଥାତ୍ ୧୭ କିମ୍ବା ୧୮ ସୁଦ୍ଧା ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ୍ ସୂଚନା ଦେଇଛନ୍ତି । ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ ଜୁନ ୩...
ବିଛାଇ ଥିବା ଜାଲରେ ନିଜେ ପଡିଲେ
ମାଇକ୍ରୋ ଫାଇନାନ୍ସ ଅର୍ଥ ଲୁଟ୍ ହୋଇଥିବା ମିଛ ଅଭିଯୋଗ କରି ନିଜ ଜାଲରେ ନିଜେ ଫସିଛନ୍ତି ମ୍ୟାନେଜର । ଲୋକଙ୍କ ଠାରୁ ସଞ୍ଚୟ କରି କମ୍ପାନି ଟଙ୍କାକୁ ଲୁଚାଇ ତାହା ଲୁଟ ହୋଇଛି ବୋଲି ପୁଲିସ ଆଗରେ ଅଭିଯୋଗ କରିଥିଲେ...
ଧାୱନ୍ଙ୍କ ସ୍ଥାନରେ ଖେଳିବେ ଋିଷଭ ପନ୍ତ
ଟିମ ଇଣ୍ଡିଆର ଯୁବ ଉଇକେଟ କିପର ,ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଇଂଲଣ୍ଡ ଡାକରା । ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ଦୁଇଟି ବିଜୟ ସହ ମଜଭୁତ ସ୍ଥିତିରେ ଥିବା ସମୟରେ ଟିମ୍ କୁ ଏକ ଶକ୍ତ ଝଟକା ଲାଗିଥିଲା ।...
ବାପା ମାଙ୍କୁ ହତାଦର କଲେ ମିଳିବ ଦଣ୍ଡ
ଏଣିକି ବାପା ମାଙ୍କୁ ହତାଦର କଲେ ମିଳିବ ଦଣ୍ଡ । ଏପରିକି ଜେଲ ମଧ୍ୟ ହୋଇପାରେ । ସେ ପୁଅ ହୁଅନ୍ତୁ କିମ୍ବା ଝିଅ ସମସ୍ତଙ୍କୁ ମିଳିବ ଦଣ୍ଡ । ବାପା-ମା’ଙ୍କ ସୁରକ୍ଷା ପାଇଁ ଏଭଳି ଆଇନ ଆଣିବାକୁ ଯାଉଛନ୍ତି...



















