ବ୍ରେକ୍ ଫେଲ ହୋଇ ଗଛରେ ପିଟିହେଲା କମାଣ୍ଡର: ୨ମୃତ
ବଣ୍ଡାଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ମୃତ ୪ ଗୁରୁତର । ମାଲକାନଗିରି ଜିଲ୍ଲାର ଖଇରପୁଟ ବଣ୍ଡାଘାଟିରେ କମାଣ୍ଡର ଦୁର୍ଘଟଣା ଗ୍ରସ୍ତ ହୋଇଛି । ସଂନ୍ଧ୍ୟା ପ୍ରାୟ ୫ଟାରେ ଏକ କମାଣ୍ଡର ଖଇରପୁଟରୁ ଯାତ୍ରୀଙ୍କୁ ନେଇ ବଣ୍ଡାଘାଟିର ମୁଦୁଲିପଡା...
‘ଦିଲବୋଲେ’ରେ ଅନସ୍କ୍ରିନ ରୋମାନ୍ସ
ଦେଖା ହେଲା ପ୍ରେମ ହେଲା । ଆଗକୁ ଦର୍ଶକଙ୍କ ନିକଟକୁ ଏମିତି ଏକ ଟ୍ୱିଷ୍ଟ ଲଭ ଷ୍ଟୋରୀ ନେଇଆସୁଛନ୍ତି ନିଦେ୍ର୍ଦଶକ ଟି.ଗଣେଶ । ହୋଟେଲ ସ୍ୱସ୍ତି ପ୍ରିମିୟମରେ ଫିଲ୍ମର ଶୁଭ ମହୁରତ ହୋଇଯାଇଛି । ଫିଲ୍ମରେ ଆକ୍ଟର ଅଭିଷକ ରଥ...
କିଏ କରିବ ରଥ ଲାଇଭ
ଆଜି ଖୋଲିବ ଟେଲିଭିଜନରେ ରଥଯାତ୍ରାର ସିଧାପ୍ରସାରଣର ବିଡିଂ । ଏହାପରେ ଜଣାପଡିବ କେଉଁ ଟେଲିଭିଜନ ଚ୍ୟାନେଲ କେତେ ଟଙ୍କାରେ ସିଧାପ୍ରସାରଣ ପାଇଁ ଆବେଦନ କରିଛନ୍ତି । ବିଡିଂ ଜରିଆରେ ଅନୁମତି ଦିଆଯିବା ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ ବୋଲି ଗତକାଲି...
ମହଙ୍ଗା ହେବ ଟଙ୍କା ଉଠା
ଏବେ ଟଙ୍କା କାଢିଲେ ମଧ୍ୟ ଦେବାକୁ ପଡିପାରେ ଟିକସ । ବର୍ଷକୁ ୧୦ ଲକ୍ଷ କିମ୍ବା ତାଠାରୁ ଅଧିକ ଟଙ୍କା ବ୍ୟାଙ୍କରୁ କାଢିଲେ ଟିକସ ଦେବାକୁ ପଡିବ । ଏପରି ନିୟମ କରିବାକୁ ଯାଉଛନ୍ତି ମୋଦି ସରକାର । କୌଣସି...
ଖୋର୍ଦ୍ଧାରେ ଓଲଟିଲା ବସ: ୧୫ ଆହତ
ଖୋର୍ଦ୍ଧାରେ ଓଲଟିଲା ଯାତ୍ରୀବାହି ବସ୍ । ବେବି ନାମକ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବାରୁ ୧୫ରୁଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଏହି ଯାତ୍ରୀବାହି ବସଟି ଭୁବନେଶ୍ୱରରୁ ନୟାଗଡ଼ ଯାଉଥିଲା । ବସର ସାମର୍ଥ୍ୟ ଅପେକ୍ଷା ଦୁଇଗୁଣା...
ମନ୍ତ୍ରୀ ହେବା ପରେ ବି..
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ବି ବଦଳିନି ବେଶଭୂଷା । ବଦଳିନି ନିଜ ଦୈନନ୍ଦିନ ଜୀବନର ଚାଲିଚଳଣ । ନିଜର ଦୈନନ୍ଦିନ ଜୀବନଚର୍ଯ୍ୟାକୁ ନେଇ ସାରା ଦେଶରେ ଚର୍ଚ୍ଚାରେ ଥିବା ଏମଏସଏମଇ ଏବଂ ମତ୍ସ୍୍ୟ ଓ...
ସନ୍ନ୍ୟାସ ନେଲେ ଯୁବରାଜ ସିଂ
ଟିମ୍ ଇଣ୍ଡିଆର ବିସ୍ଫୋରକ ଅଲରାଉଣ୍ଡର ଯୁବରାଜ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ମୁମ୍ବାଇର ସାଉଥ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଅବସର ଘୋଷଣା କରିଛନ୍ତି। ଯୁବରାଜ ୨୦୧୯ ବିଶ୍ୱକପ୍ ଖେଳିବାକୁ ଚାହୁଁଥିଲେ। ତେବେ ଖରାପ ଫର୍ମ ଓ...
ଜୁନ୍ ୨୮ରେ ରାଜ୍ୟ ବଜେଟ୍
ଆସନ୍ତା ଜୁନ ୨୫ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଷୋଡ଼ଶ ବିଧାନସଭାର ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ପ୍ରଥମ ଅଧିବେଶନ ବସିବ । ଆସନ୍ତା ୨୮ ତାରିଖ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ...
କଠୁଆ ଗଣଦୁଷ୍କର୍ମ ମାମଲା: ୬ ଦୋଷୀ ସାବ୍ୟସ୍ତ, ଆଜି ଦଣ୍ଡବିଧାନର ଶୁଣାଣୀ
୧୦ଜାନୁଆରୀ ୨୦୧୮ । ୮ବର୍ଷର ନାବାଳିକାଙ୍କୁ ଅପହରଣ କରି ଏକ ମନ୍ଦିରରେ ନେଇ ଗଣଦୁଷ୍କର୍ମ କରାଯାଇଥିଲା ଏବଂ ଏହାପରେ ତାକୁ ଠେଙ୍ଗାରେ ପଟିପିଟି ହତ୍ୟା କରାଯାଇଥିଲା । ଆପଣଙ୍କର ମନେଥିବ ନିଶ୍ଚିତ । ହଁ ଆଜ୍ଞା ଆମେ କହୁଛୁ ଗତ...
ପ୍ରଖ୍ୟାତ ଅଭିନେତା ଗିରିଶ କର୍ଣ୍ଣଡଙ୍କ ପରଲୋକ
ଆଉ ନାହାଁନ୍ତି ଅଭିନେତା ତଥା ନିଦେ୍ର୍ଦଶକ ଗିରିଶ କର୍ଣ୍ଣଡ । ସୋମବାର ତାଙ୍କର ପରଲୋକ ହୋଇଯାଇଛି । ସେ ଏକା ଧାରାରେ ଜଣେ ଅଭିନେତା, ଲେଖକ ତଥା ଫିଲ୍ମ ନିର୍ଦ୍ଦେଶକ ଥିଲେ । ମୃତ୍ୟୁ ବେଳକ ତାଙ୍କୁ ୮୧ ବର୍ଷ...



















