ଅଧାରେ ରହିଲା ଖୁଦୁରୁକୁଣୀ ଓଷା
ଅଧାରେ ରହିଲା ଖୁଦୁରୁକୁଣୀ ଓଷା । ଫୁଲ ତୋଳା ହେଲା କାଳ । କଟକ ବିଶମନଗର ଅଞ୍ଚଳରେ ନଦୀରେ ବୁଡିଯାଇ ଯବୁତୀଙ୍କ ସଲିଳ ସମାଧି । ଖୁଦୁରୁକୁଣୀ ଓଷା କରିବା ପାଇଁ ସକାଳୁ ନଦୀକୁ ଫୁଲ ତୋଳିବାକୁ...
ଆରପାରିରେ ରଣଜିତ ଗୁରୁ
ପରଲୋକରେ ରଣଜିତ ଗୁରୁ । ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ’ର ସମ୍ପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ ଗୁରୁଙ୍କ ଦେହାନ୍ତ ହୋଇଛି । କିମ୍ସରେ ଚିକିସôାଧିନ ଅବସ୍ଥାରେ ଶନିବାର ମଧ୍ୟ ରାତିରେ ତାଙ୍କର ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ...
ମୋ ପଛରେ କାହିଁକି ପଡିଛ:ପପୁ
ବିବାଦୀୟ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ମୁହଁ ଖୋଲିଛନ୍ତି ପପୁ ପମ୍ ପମ୍ । ପପୁ କହିଛନ୍ତି , ଚଳିତ ପୋଷ୍ଟର ମୋ କନସେପ୍ଟ ନୁହେଁ, ମୁଁ ଭୁଲ କରିନାହିଁ । ବାହାରେ କିଏ ପୋଷ୍ଟର କରିଛନ୍ତି, ମୁଁ...
୨୪ ଘଣ୍ଟା ବର୍ଷିବ
ଆସନ୍ତା ୨୪ ଘଣ୍ଟା ଧରି ରାଜ୍ୟରେ ଜାରି ରହିବ ବର୍ଷା । ବଜ୍ରପାତ ସହିତ ବର୍ଷା ନେଇ ୮ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବରଗଡ, ଝାରସୁଗୁଡା, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ,ଅନୁଗୋଳ, ସୋନପୁର ଏବଂ...
ଅଡୁଆରେ ସୁନ୍ଦରଗଡ ଏସପି
ସୁନ୍ଦରଗଡ ଏସପିଙ୍କ ନାଁରେ ମାମଲା । ଏସଡିଜିଏମଙ୍କ ନିଦେ୍ର୍ଦଶରେ ହେମଗିରି ଥାନାରେ ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୌମ୍ୟା ମିଶ୍ରଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ଜଣେ ମହିଳାଙ୍କୁ ମାଡ ମାରି...
ଶୀର୍ଷରେ ନବୀନ
ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଶୀର୍ଷରେ ଅଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିପି ଆସୋସିଏଟ ପକ୍ଷରୁ କରାଯାଇଥିବା ସର୍ଭେରେ ଏହି ତଥ୍ୟ ପ୍ରକାଶ ପାଇଛି । ୧୪ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅଗଷ୍ଟ ୯ରୁ ୧୪ ତାରିଖ ମଧ୍ୟରେ...
ଥାନାକୁ ଗଲା ପୋଷ୍ଟର ମାମଲା
ଥାନାକୁ ଗଲା ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟର ବିବାଦ । ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ । ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧିଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ । ଫିଲ୍ମରେ ମହିଳାମାନଙ୍କୁ ଅପମାନିତ କରାଯାଇଥିବା...
କଥା କଥାରେ ଉଠିଲା ବନ୍ଧୁକ
ରାଜଧାନୀର ବିଚ୍ ରାସ୍ତାରେ ଦାଦାଗିରି । ସାମାନ୍ୟ ଯୁକ୍ତିତର୍କ ପାଇଁ ଉଠିଲା ବନ୍ଧୁକ । ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପହରରେ ଘଟିଛି ଏଭଳି ଘଟଣା । ତେବେ ରସୁଲଗଡ ଛକରେ ଗାଡି ସାମ୍ନାରୁ ହଟାଇବା ପାଇଁ ଯୁବକଙ୍କୁ କହିଥିଲେ ଅନ୍ୟ...
ପିଛା ଛାଡୁନି ବିବାଦ
ଓଡିଆ ଫିଲ୍ମ ପୋଷ୍ଟରକୁ ନେଇ ପୁଣି ଥରେ ବିବାଦରେ ଆସିଛନ୍ତି ହାସ୍ୟ ଅଭିନେତା ପପୁ ପମ ପମ । ରିଲିଜ ହେବାକୁ ଥିବା ଓଡିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ଏଭଳି ବିବାଦ ଆସିଛି । ଏଥିରେ ମହିଳାଙ୍କୁ...
ସୋଲାର ସାଇକେଲ
ସାଧାରଣ ସାଇକେଲ ପରି ଲାଗୁଥିଲେ ମଧ୍ୟ ଏହା ପୁରାପୁରି ଡିଫରେଣ୍ଟ । ପେଡାଲ୍ ନୁହେଁ ବରଂ ଅଟୋ ଗିଅରରେ ଚାଲୁଛି ଏହି ସାଇକେଲ । ବୌଦ୍ଧ ଜିଲ୍ଲା ଗୋହିପିଟା ଗାଁର ଆକାଶ ମେହେର ଉଦଭାବନ କରିଛନ୍ତି ଏହି ସୋଲାର ଅଟୋ...















