24.1 C
Bhubaneswar
Monday, March 16, 2026
-Advertisement-
video

୨୦୧୪ର ପ୍ରତିଶ୍ରୁତି କୁଆଡେ ଗଲା ?

ବିଜେପିର ପ୍ରତିଶ୍ରୁତି ସମାବେଶକୁ ବିଜେଡି ପ୍ରତାରଣା ସମାବେଶର ଆଖ୍ୟା ଦେଇଛି. ଶନିବାର ଦିନ ବିଜେପି ପ୍ରତିଶ୍ରୁତି ସମାବେଶ କରି କ୍ଷମତାକୁ ଆସିଲେ ବେକାରଙ୍କୁ ନିଯୁକ୍ତି, ଭୂମିହୀନ ଗରିବ ଲୋକଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର, ସମସ୍ତଙ୍କୁ ପାନୀୟ ଜଳ,...
video

ଚିଠି ଲେଖି ଜବାବ ମାଗିବ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବିଜେପି ଯୁବ ମୋର୍ଚ୍ଚାର କର୍ମୀମାନେ. ଗତ 19 ବର୍ଷରେ ରାଜ୍ୟ ସରକାର କେତେ ନିଯୁକ୍ତି ଦେଇଛନ୍ତି ସେ ସଂପର୍କରେ ଚିଠି ଲେଖି ଜବାବ ମାଗିବେ.  ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଠିକଣାରେ ଚିଠି ଲେଖିବ ବିଜେପି ଯୁବମୋର୍ଚ୍ଚା ।...
video

କୁମ୍ଭମେଳାରେ ଶ୍ରୀପଞ୍ଚମୀ ବୁଡ

ରବିବାର ବସନ୍ତ ପଞ୍ଚମୀରେ ପ୍ରୟାଗରାଜରେ ଆରମ୍ଭ ହୋଇଛି ତୃତୀୟ ସାହି ସ୍ନାନ. ପ୍ରୟାଗରାଜ ଦିବ୍ୟ କୁମ୍ଭମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତୃତୀୟ ସାହି ସ୍ନାନ କରିଛନ୍ତି. ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ପବିତ୍ର ସଙ୍ଗମ ସ୍ଥଳରେ ବସନ୍ତ ପଞ୍ଚମୀରେ...

ମଦ ପିଇ ମୃତ୍ୟୁ ସଂଖ୍ୟା ଟପିଲା 100

ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା 100 ଟପିଛି. ବର୍ତ୍ତମାନ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା 106 ରେ ପହଞ୍ଚିଲାଣି. ଏମାନଙ୍କ ମଧ୍ୟରେ 74 ଜଣ ସାହାରାଣପୁର ଜିଲ୍ଲାର ହୋଇଥିବା ବେଳେ 32 ଜଣ ହରିଦ୍ୱାର...
video

ତେଲେଙ୍ଗାନାରୁ ଉଦ୍ଧାର ହେଲେ ଓଡିଆ ଶ୍ରମିକ

ରବିବାର ତେଲେଙ୍ଗାନାରୁ 15 ଜଣ ଓଡିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି. ସୂଚନା ଅନୁସାରେ, ତେଲଙ୍ଗାନା ରାଜ୍ୟର ପେଡାପଲ୍ଲୀ ଜିଲ୍ଲା କାର୍ଲାଚିଲା ଇଟାଭାଟିରୁ ଏହି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି. ତେଲେଙ୍ଗାନାରେ ଏହି ଓଡିଆ ଶ୍ରମିକମାନେ ଦାଦନ ଖଟୁଥିବା ଖବର ମିଳିଥିଲା...
video

କନ୍ଧମାଳ ଯୁବ ସମାବେଶରେ ନବୀନ

ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ବିଜୁ ଯୁବ ବାହିନୀ ସମାବେଶରେ ଯୋଗ ଦେଇଛନ୍ତି. ସମାବେଶକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ସବୁବେଳେ ଯୁବବର୍ଗଙ୍କ ବିକାଶ ଉପରେ ଅଗ୍ରାଧିକାର ଦେଇଆସୁଛି. ଲୋକଙ୍କ ସେବା...

ଆସିଲା ‘ମାଇଁ ନେମ୍ ଇଜ୍ ରାଗା’ର ଟିଜର

ଲୋକସଭା ନିର୍ବାଚନ ପୂର୍ବରୁ ବିଶିଷ୍ଟ ନେତାମାନଙ୍କୁ ନେଇ ବାୟୋପିକ ସିନେମା ନିର୍ମାଣ ଜାରି ରହିଛି. ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପରେ ନରେନ୍ଦ୍ର ମୋଦି ଆଉ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବାୟୋପିକ ନିର୍ମାଣ...

ମହାନଦୀ ଜଳ ବିବାଦ ମାମଲା, ମାର୍ଚ୍ଚ 9ରେ ଚୂଡାନ୍ତ ଶୁଣାଣି

ଉଭୟ ଓଡିଶା ଓ ଛତିଶଗଡ ଦାଖଲ କରିଥିବା ସତ୍ୟପାଠକୁ ପୂରା ତଥ୍ୟ ପ୍ରମାଣ ସହ ଦାଖଲ କରିବା ପାଇଁ ମହାନଦୀ  ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି. ଏଥିପାଇଁ ଉଭୟ ସରକାରଙ୍କୁ ଟ୍ରିବ୍ୟୁନାଲ ଦୁଇ ସପ୍ତାହ ସମୟ ଦେଇଛନ୍ତି. ଦୁଇ ସପ୍ତାହ ମଧ୍ୟରେ...

ଦିନ ମଜୁରିଆ ପୁଅ ନାସାର ବୈଜ୍ଞାନିକ

ଦୁନିଆର ପ୍ରମୁଖ ଅନ୍ତରୀକ୍ଷ ଏଜେନ୍ସି ନାସାରେ ପାଦ ରଖିବା ହେଉଛି ଏକ ସ୍ୱପ୍ନ. ବ୍ରହ୍ମାଣ୍ଡର ଅଧ୍ୟୟନ ଓ ଗଭୀର ଜାଗାରେ ଅନୁସନ୍ଧାନ କରିବା ପାଇଁ ଇଚ୍ଛା ରଖିଥିବା ହଜାର ହଜାର ଲୋକଙ୍କ ପାଇଁ ଏହା ଏକ ଅଧୁରା ସ୍ୱପ୍ନ ହୋଇ...

ଟ୍ରେନଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଶନିବାର ଅପରାହ୍ନ ପ୍ରାୟ 3ଟା ସମୟରେ ବାପୁଜୀନଗରସ୍ଥିତ ଟ୍ରେନଲାଇନ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି. ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି. ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାର କାରଣ...
- Advertisement -

Latest article

Кракен: безопасное подключение и рабочие ссылки 2026

Кракен: безопасное подключение и рабочие ссылки 2026 Содержание Безопасный доступ к кракен Как использовать кракен онайон Свежие ссылки на кракен Преимущества кракен даркнет Часто задаваемые вопросы о кракен Доступ к даркнету...

Discover the Full Potential of Solscan for Traders

Discover the Full Potential of Solscan for Traders Table of Contents Understanding Solscan's Core Features Benefits of Using Solscan for Crypto Tracking How Solscan Assists in Real-Time Analysis Solscan...

Кракен: актуальные ссылки и безопасный доступ 2026

Кракен: актуальные ссылки и безопасный доступ 2026 Содержание Что такое Кракен даркнет? Как получить доступ к Кракен онион? Безопасность при использовании Кракен Является ли Кракен анонимным? Преимущества использования Кракен тор Кракен...