ପୋଲିଂ ଗାଡି ଜାଳିଦେଲେ ଦୁର୍ବୃତ୍ତ
ପୋଲିଂ ପାର୍ଟି ଗାଡି ଉପରକୁ ଆକ୍ରମଣ ଅଭିଯୋଗ । ଅଜଣା ଦୁର୍ବୃତ୍ତମାନେ ଗାଡି ଉପରକୁ ଆକ୍ରମଣ କରିଛନ୍ତି । ସମସ୍ତ କର୍ମଚାରୀଙ୍କୁ ବାହାରକୁ କାଢି ଦେଇ ଗାଡିକୁ ଜାଳିଦେଇଛନ୍ତି ଦୁର୍ବୃତ୍ତ । ଫିରିଙ୍ଗିଆ ଥାନା ଅଧୀନ ମୁଙ୍ଗୁନିପଦର ବୁଥକୁ ଯିବା...
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କିଏ କେଉଁଠୁ ଲଢିବେ
ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଭୋଟ ଗ୍ରହଣ ହେବ । ଗୁରୁବାର ସକାଳ ୫ଟା୩୦ ମକ ପୋଲ ପରେ ୭ଟାରୁ ଭୋଟ୍ ଗ୍ରହଣ ହେବ । ଦ୍ୱିତୀୟ...
ବୁଡିଗଲେ ୩ ଛାତ୍ର
ନିମାପଡା କୁଶଭଦ୍ରା ନଦୀରେ ବୁଡିଯାଇଥିବା ୩ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଧୀରପୁରର ବାଲିଘାଟ ନିକଟରେ ଗାଧୋଉଥିବାବେଳେ ବୁଡି ଯାଇଥିଲେ ୩ ଛାତ୍ର । ସ୍ଥାନୀୟ ଲୋକ ଏବଂ ନିମାପଡା ଅଗ୍ନିଶମ ବିଭାଗର କର୍ମଚାରୀ ମୃତଦେହ ଉଦ୍ଧାର...
ଭାରତରେ ବ୍ୟାନ ହେଲା ଟିକ୍ ଟକ୍
ପ୍ଲେ ଷ୍ଟୋରରୁ ଆଉ ଡାଉନଲୋଡ ହେବନାହିଁ ଟିକ୍ ଟକ୍ ଆପ୍ । ଗୁଗୁଲ୍ ପକ୍ଷରୁ ଟିକ୍ଟକ୍ ଭିଡିଓ ଆପ୍କୁ ଭାରତରେ ବ୍ଲକ କରାଯାଇଛି । ଏହି ଆପ୍ ଦ୍ୱାରା ଅଶ୍ଳୀଳ ଏବଂ ଅରୁଚିକର ବାର୍ତ୍ତା ଭାଇରାଲ ହେବା ଅଭିଯୋଗପରେ ଏପ୍ରିଲ...
କଟକରେ ହେଭିୱେଟଙ୍କ ରୋଡ ଶୋ
ଖରାର ତାତି ଯେତିକି ବଢୁଛି ସେତିକି ଉଷ୍ମ ହେଉଛି ରାଜ୍ୟ ରାଜନୀତି । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ସରିଥିବାବେଳେ ଆସନ୍ତାକାଲି ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ହେବ । ସେଥିପାଇଁ ପ୍ରଚାର ଶେଷ ହୋଇ ସାରିଛି । ସେପଟେ ତୃତୀୟ ପର୍ୟ୍ୟାୟ...
ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର
ପ୍ରଚଣ୍ଡ ରୌଦ୍ର ତାପରେ ଜଳିଲା ଭୁବନେଶ୍ୱର । ଚଳିତ ଗ୍ରୀଷ୍ମରେ ଭୁବନେଶ୍ୱର ପାଲଟିଲା ସର୍ବାଧିକ ଉତ୍ତପ୍ତ ସହର । ଆଜି ରାଜ୍ୟରେ ୮ଟି ସହରର ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଥିବାବେଳେ ଭୁବନେଶ୍ୱରର ତାପମାତ୍ରା ୪୩.୭ ଡିଗ୍ରୀ ସେଲସିୟସ ରହିଥିଲା...
ମାଲକାନଗିରି, ବ୍ରହ୍ମପୁରରେ ପୁନଃ ମତଦାନ
ରାଜ୍ୟର ୨ଟି ବୁଥ୍ରେ ପୁନଃ ମତଦାନ ହେବ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଏଥିରେ ମାଲକାନଗିରିର ଗୋଟିଏ ଓ ବ୍ରହ୍ମପୁରର ଗୋଟିଏ ବୁଥ୍ରେ ପୁଣି ଥରେ ନିର୍ବାଚନ ହେବ। ଆସନ୍ତା ୧୮ ତାରିଖରେ ବ୍ରହ୍ମପୁର ସିଟି...
ଧର୍ମେନ୍ଦ୍ରଙ୍କ ନାଲି ଆଖି
ନିର୍ବାଚନ ମଇଦାନରେ ସାଧାରଣ ଜନତାଙ୍କୁ ଦେଉଛନ୍ତି ପୁଳାପୁଳା ପ୍ରତିଶ୍ରୁତି । ହେଲେ ଟିକେ ଦେଖନ୍ତୁ ଏ ଭିଡିଓ । ବିଚ୍ ରାସ୍ତାରେ ପୋଲିସକୁ ନାଲି ଆଖି ଦେଖାଉଛନ୍ତି ଧର୍ମେନ୍ଦ୍ର ବାବୁ । ଏ ଦୃଶ୍ୟ ଗତକାଲି ସମ୍ବଲପୁର ସହରର ।...
ରାଜଧାନୀରେ ରୋଡ ଶୋ
ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ଵତନ୍ତ୍ର ବିମାନଯୋଗେ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ ମୋଦି । ବିମାନ ବନ୍ଦରରେ ଦଳର ବରିଷ୍ଠ ନେତାମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦେଇ ମୋଦିଙ୍କୁ ସ୍ୱାଗତ କରିଥିଲେ । ଏହା...
ଏପ୍ରିଲ ୧୮ରୁ ଖରାଛୁଟି
ଏପ୍ରିଲ ୧୮ରୁ ଖରାଛୁଟି ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ପ୍ରଚଣ୍ଡ ଗ୍ରୀଷ୍କ ପ୍ରବାହ ପାଇଁ ଆଗୁଆ ଖରା ଛୁଟି ଘୋଷଣା କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କ ସୁଚନା । ତେବେ ରାଜ୍ୟର ଅନେକ ଜିଲ୍ଲାରେ...


















