ହାର୍ଦ୍ଦିକ ପଟେଲଙ୍କୁ ଚାପୁଡା
ଗୁଜରାଟ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଯୁବକଙ୍କ ଶକ୍ତ ଚାପୁଡା । ଆଜି ସକାଳେ ସୁରେନ୍ଦ୍ରନଗର ଜିଲ୍ଲାରେ ଏକ ସଭାରେ ଉଦବୋଧନ ଦେଉଥିବାବେଳେ ଜଣେ ଅଜଣା ଯୁବକ ସଭା ମଞ୍ଚ ଉପରେ ଚଢି ହାର୍ଦ୍ଦିକଙ୍କୁ ଚାପୁଡା ମାରିଥିଲେ । ତେବେ...
୬ ପୋଲିଂ କର୍ମଚାରୀ ସସପେଣ୍ଡ
ମହଙ୍ଗା ପଡିଲା ନିର୍ବାଚନ କାର୍ଯ୍ୟରେ ଅବହେଳା । ଛଅ ଜଣ ପୋଲିଂ କର୍ମଚାରୀଙ୍କୁ ସସପେଣ୍ଡ କଲେ ବରଗଡ ଜିଲ୍ଲାପାଳ । ନିର୍ବାଚନ କାର୍ଯ୍ୟରେ ଅବହେଳା ଯୋଗୁ ଏମାନଙ୍କୁ ସସପେଣ୍ଡ କରାଯାଇଛି । ନିଲମ୍ବିତ ହୋଇଥିବା ଅଧିକାରୀଙ୍କ ଭିତରେ ୩ଜଣ ପ୍ରିଜାଇଡିଂ...
ହାତ ଛାଡି ଶିବସେନାରେ ସାମିଲ ହେଲେ ପ୍ରିୟଙ୍କା
ଚାହୁଁ ଚାହୁଁ ଶେଷ ହୋଇଛି ୨୦୧୯ ମହାଯୁଦ୍ଧର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଏବେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ନେତାମାନଙ୍କର ଜୋରଦାର ପ୍ରଚାର ଦେଖିବାକୁ ମିଳୁଛି । କିନ୍ତୁ ଏହାଭିତରେ କଂଗ୍ରେସକୁ ଲାଗିଛି ବଡ ଝଟକା...
ବାଲେଶ୍ଵରରେ କଂଗ୍ରେସର ଜୋରଦାର ପ୍ରଚାର
ବାଲେଶ୍ଵରରେ କଂଗ୍ରେସର ଜୋରଦାର ପ୍ରଚାର. ବାଲେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ରାଣୀ ମନୋଜ ମଂଜରୀ ଦେବୀ ପ୍ରାର୍ଥୀ ହୋଇଛନ୍ତି. କଂଗ୍ରେସର ଉଭୟ ଲୋକସଭା...
ଗଣତନ୍ତ୍ରର ରିଅଲ ହିରୋ
ଗଣତନ୍ତ୍ରର ରିଅଲ ହିରୋ । ମାଓବାଦୀ ଯେମିତି ଟେର ନପାଇବେ ସେଥିପାଇଁ ବିନା ଲାଇଟ୍ ଏବଂ ବିନା ଗାଡିରେ ଦୁଇଟି ବୁଥର ପ୍ରାୟ ୧୪ଜଣ ଅଧିକାରୀ ୧୫ କିଲୋମିଟର ଜଙ୍ଗଲ ରାସ୍ତାରେ ଚାଲିଚାଲି ଆସିଛନ୍ତି । ଆଉ ଏମାନଙ୍କୁ ସୁରକ୍ଷା...
୫ଜଣଙ୍କୁ ଦଳିଦେଲା ଦନ୍ତା
ଏକାସାଙ୍ଗରେ ୫ଜଣଙ୍କୁ ଦଳିଦେଲା ଦନ୍ତା । ଅନୁଗୁଳ ଜିଲ୍ଲା ତାଳଚେରରେ ଏଭଳି ଅଘଟଣ ଘଟିଛି । ଷଣ୍ଢ ଓ ସନ୍ଥପଡ଼ା ଗାଁରେ ୫ ଜଣଙ୍କୁ ହାତୀ ଦଳି ମାରି ଦେଇଛି । ଏଥିରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ...
ଶେଷ ହେଲା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ସନ୍ଧ୍ୟା ୫ଟା ସୁଦ୍ଧା ୬୪% ମତଦାନ
ରାଜନୀତି ମଇଦାନରେ କିଏ ଉଡେଇବ ବିଜୟ ଧ୍ୱଜା । ବହୁ ହେଭିୱେଟଙ୍କର ଚାଲିଛି ଗୋଟି ଚାଳନା । ଏହାଭିତରେ ଆଜି ୧୯ ମହାଯୁଦ୍ଧର ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ । ଘମାଘୋଟ ପ୍ରଚାର ପରେ ଆଜି ଥିଲା ବହୁ...
ସାମ୍ବାଦିକ ସମ୍ମିଳନୀରେ ସାଂସଦଙ୍କୁ ଜୋତାମାଡ
ବିଜେପି ସାମ୍ବାଦିକ ସମ୍ମିଳନୀରେ ଜୋତାମାଡ । ଏ ଦୃଶ୍ୟ ଦିଲ୍ଲୀ ବିଜେପି ମୁଖ୍ୟାଳୟର । ବିଜେପି ଦଳର ମୁଖପାତ୍ର ଜେଭିଏଲ ନରସିମହାଙ୍କର ଚାଲିଥିଲା ସାମ୍ବାଦିକ ସମ୍ମିଳନୀ । ହଠାତ୍ ଆଗ ଧାଡିରେ ବସିଥିବା ଜଣେ ଯୁବକ ତାଙ୍କ ଉପରକୁ ଜୋତା...
ସିଇଓଙ୍କ ପାଖରେ ଫେରାଦ ହେଲେ ବିଜେଡି-ବିଜେପି
ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ପରସ୍ପର ବିରୋଧରେ ଫେରାଦ ହେଲେ ବିଜେଡି ଓ ବିଜେପି । ବ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଥିବାବେଳେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ ବିଜେଡି ଓ ବିଜେପି ପ୍ରତିନିଧି ଦଳ । ବିଜେପି...
୪ଟି ବୁଥରେ ସାନି ନିର୍ବାଚନ
୪ଟି ବୁଥରେ ସାନି ନିର୍ବାଚନ ହେବ । ଭିଭିପାଟ ମେସିନରେ ତ୍ରୁଟି ଥିବା ବୁଥ ଗୁଡିକରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସୁନ୍ଦରଗଡର ୧୨୯ ନଂ ବୁଥ ଓ ୨୧୩ନଂ...



















