ପଢ଼ନ୍ତୁ କେଉଁ କ୍ଷେତ୍ରରେ କେତେ ବ୍ୟୟ ବରାଦ କରାଯାଇଛି
ଓଡ଼ିଶା ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି। ସେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ। ଏଥର ୨୦ ହଜାର ୭୧୪ କୋଟି ଟଙ୍କା କୃଷି ବଜେଟ୍ ଉପସ୍ଥାପନ...
ଖାଁ ଖାଁ ଲୋୟର ପିଏମଜି
ପ୍ରତିବର୍ଷ ବିଧାନସଭା ଆରମ୍ଭ ହେଲେ ଲୋୟର ପିଏମଜି ରେ ଲାଗେ ଭିଡ । ବିଭିନ୍ନ ଦାବି ନେଇ ଓଡିଶାର କୋଣ ଅନୁକୋଣରୁ ଧାଇଁ ଆସନ୍ତି ବିଭିନ୍ନ ସଂଗଠନ । ଯେତିକି ଦିନ ବିଧାନସଭା ଚାଲେ ସେତିକି ଦିନ ଲୋଏର ପିଏମଜି...
Jagannathe Ho.. Bhajan and Art competition
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ଓଡିଆ ଡିଜିଟାଲ ନ୍ୟୁଜ ଚ୍ୟାନେଲ ତକ୍ଷକ ଟିଭି ଓ ଅଗ୍ରଣୀ ସଂଗଠନ ସଂଭାବନା ଆୟୋଜନ କରୁଛନ୍ତି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜଗନ୍ନାଥେ ହୋ.
ଭୁବନେଶ୍ବରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ଓ...
ବହୁତ କଲବଲ ହେଲୁଣି
ଆଉ କିଛି ଦିନ ପରେ ପୁରୀରେ ଆରମ୍ଭ ହେବ ରଥଯାତ୍ରା । ମହାପ୍ରଭୁଙ୍କ ଦର୍ଶନ ପାଇଁ ସମସ୍ତେ ଆନନ୍ଦ ଉଲ୍ଲାସରେ ଥିବାବେଳେ ପୁରୀବାସୀଙ୍କ ମନ ଯେମିତି ମଉଳିଯାଇଛି । ସଞ୍ଜ ନଇଁଲେ ମାଡି ଆସୁଛି ଅନ୍ଧାର ଆଉ ଦିପହରରେ ଅସହ୍ୟ...
ଜଳିଗଲା ୧୦ରୁ ଅଧିକ ବାଇକ୍
ମାଲକାନଗିରି ଜିଲ୍ଲା ମୁ୍ୟନିସପାଲଟି ଅଫିସ ପରିସରରେ ଭୟାବହ ଅଗ୍ନିକାଣ୍ଡ । ନିଅାଁଲାଗି ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ପୋଡିଯାଇଛି । କାର୍ଯ୍ୟାଳୟ ପରିସରରେ ଥିବା...
କଟକ SCBରେ ଟିକ୍ ଟକ୍ ମସ୍ତି
ମାଲକାନଗିରି ପରେ ଏବେ ଭାଇରାଲ ହେଲା କଟକ ଏସସିବି ମେଡ଼ିକାଲର ଟିକଟକ ଭିଡ଼ିଓ । ସମସ୍ତଙ୍କୁ ଚଢିଛି ଟିକଟକ ନିଶା । ପିଲାଙ୍କ ଠାରୁ ବୟସ୍କ ଯାଏଁ ଟିକଟକ ଭିଡ଼ଓରେ ପାଗଳ । ଏବେ କଟକ ଏସସିବି ମେଡ଼ିକାଲରେ ଆଟେଣ୍ଡାଣ୍ଟଙ୍କ...
୪ମୃତ, ୧୦ ଗୁରୁତର
ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୧୮ ନମ୍ବର ଜାତୀୟ ରାଜପଥର ଆଗରିଆ ନିକଟରେ ଟ୍ରେଲର ଓ ବସ୍ ମଧ୍ୟରେ ମୁହଁମୁହିଁ ଧକ୍କା । ବସ୍ରେ ଥିବା ୪ଜଣ ଯାତ୍ରୀଙ୍କ ମୃତୁ୍ୟ ହୋଇଥିବାବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି ।...
ରଥରେ ଟୋଲ୍ ଗେଟ୍ ଫି
ଗୁଣ୍ଡିଚା , ବାହୁଡା, ସୁନାବେଶ ଦିନ ଟୋଲ ଗେଟ୍ ଫି ଛାଡ । କୌଣସି ଗାଡିକୁ ପିପିଲି ଟୋଲ୍ ଗେଟ୍ରେ ଟିକସ ପଡିବ ନାହିଁ । ଜାତୀୟ ରାଜପଥରେ ସୁରକ୍ଷା ଦୃଷ୍ଟିରୁ ୫ଟି ଆମ୍ବୁଲାନ୍ସ ରହିବ । ଆସନ୍ତା ୧ରୁ...
୨୦ ହଜାର ରନ୍ କ୍ଲବରେ ରନ୍ ମେସିନ
ଆଉ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି । ଅନ୍ତର୍ଜାତିକ କ୍ରିକେଟରେ ୨୦ ହଜାର ରନ୍ ପୂରଣ କରିଛନ୍ତି ରନ୍ ମେସିନ ବିରାଟ । ଗୁରୁବାର ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଏହି ରେକର୍ଡ...
ଟିକ୍ ଟକ୍ ପରେ ଛୁଟିରେ ଦିଦି
ମେଡିକାଲରେ ଟିକ୍ ଟକ୍ ଭିଡ଼ିଓ କରିବା ଘଟଣାରେ ୪ ଜଣ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ଯିବାକୁ ନିଦେ୍ର୍ଦଶ । ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଏହି ପଦକ୍ଷେପ ନିଆଯାଇଛି ଏବଂ ସ୍ୱତନ୍ତ୍ର କମିଟି ଗଠନ କରି ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ...












