ଦ୍ୱିତୀୟ ଦିନରେ ବିରୋଧୀଙ୍କ ହୋ ହଲ୍ଲା
ବିଧାନସଭାରେ ପଶ୍ଚିମବଙ୍ଗ ଝଡ଼ । ବଜେଟ୍ ଅଧିବେଶନରେ ଦ୍ୱିତୀୟ ଦିନରେ ଚିଟ୍ଫଣ୍ଡ ଦୁର୍ନୀତି ଓ କୃଷି ଋଣ ଛାଡ଼କୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ ଦଳ । ଚିଟଫଣ୍ଡ ମାମଲା ନେଇ ଉଭୟ ମମତା ଓ ନବୀନଙ୍କୁ ଟାର୍ଗେଟ କରି...
ପରଲୋକରେ ପୂର୍ବତନ ମନ୍ତ୍ରୀ ହରିହର କରଣ
ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହରିହର କରଣଙ୍କ ଦେହାନ୍ତ ହୋଇଛି. ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି. ମୃତ୍ୟୁବେଳକୁ ହରିହରଙ୍କୁ 72 ବର୍ଷ ହୋଇଥିଲା. ତେବେ ସେପ୍ଟେସେମିଆ ରୋଗରେ ପୀଡିତ...
ଚାଷୀ ପରିବାର ପିଲାଙ୍କ ପାଇଁ କାଳିଆ ବୃତ୍ତି
ପୁଣି କାଳିଆ ନାଁରେ ଆଉ ଏକ ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. କେନ୍ଦୁଝରରେ ଚାଷୀ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ଦିଆଯାଉଥିବା ବେଳେ ଏବେ କାଳିଆ ଯୋଜନାର ହିତାଧିକାରୀଙ୍କ ପରିବାରର ପିଲାମାନଙ୍କୁ...
ସିରିଜ କବଜା କଲା ଭାରତ
ୱେଲିଂଟନରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ଭାରତ. ନ୍ୟୁଜିଲାଣ୍ଡକୁ ୩୫ରନରେ ହରାଇ ଭାରତ ଶେଷ ମ୍ୟାଚ ଜିତିବା ସହ ୪-୧ରେ ସିରିଜ କବଜା କରିଛି । ଗତ ୫୨ ବର୍ଷ ଭିତରେ ଭାରତ ନୁ୍ୟଜଲାଣ୍ଡରେ ଏକକାଳୀନ...
ନିଆରା ପିକନିକ
ବାଲେଶ୍ଵର ଜିଲ୍ଲା ନୀଳଗିରି ସତ୍ୟସାଇ ସେବା ସମିତି ପକ୍ଷରୁ ଆଧ୍ୟାତ୍ମିକ ବଣ ଭୋଜି 2019 ଅନୁଷ୍ଠିତ ହୋଇଯାଇଛି. ନୀଳଗିରି ପାଣିଗ୍ରାହୀ ମଠ ଠାରେ ଏହି ପିକନିକ୍ ଅନୁଷ୍ଠିତ ହୋଇଯାଇଛି. ଏହି ପିକନିକରେ ନୀଳଗିରି, ଅଯୋଧ୍ୟା, ସାଆନ୍ତା, ଭାଲୁକୁ ପୋଷି ପ୍ରଭୃତି...
ପୁଣି ଆଇଟମ୍ ନମ୍ବରରେ କରୀନା
ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ-2’ରେ ସ୍ପେଶାଲ ଡ୍ୟାନ୍ସରେ ଜଲୱା ଦେଖାଇଥିବା କରୀନା ‘ଦବଙ୍ଗ-3’ରେ ମଧ୍ୟ ନଜର ଆସିବେ. ଫିଲ୍ମର ଦ୍ୱିତୀୟ ଭାଗରେ କରୀନା ‘ଫେବିକୋଲ ସେ’ ଗୀତରେ ସମସ୍ତଙ୍କୁ ମତୁଆଲା କରିଥିଲେ. ସେହିଭଳି ଫିଲ୍ମର ତୃତୀୟ ଭାଗରେ ମଧ୍ୟ...
‘ଭାରତ କେ ମନ୍ କୀ ବାତ୍, ମୋଦି କେ ସାଥ୍’: ବିଜେପି ଆରମ୍ଭ କଲା ପ୍ରଚାର ଅଭିଯାନ
2019 ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଜୋରଦାର କରିଛି. ମାସେବ୍ୟାପୀ ବିଜେପି ଚାଲିବାକୁ ଥିବା ଏହି ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ. 'ଭାରତ କେ ମନ୍ କି ବାତ୍, ମୋଦି କେ...
ଓଡିଶାରେ ଅମିତ ଶାହା
ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଗସ୍ତରେ ଆସି ପୁରୀରେ ଚାଲିଥିବା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶ ବିକାଶ ମୁଖୀ ହୋଇଛି ଏବଂ ବିଜେପି...
ସୀମାଞ୍ଚଳ ଏକ୍ସପ୍ରେସ ଲାଇନଚ୍ୟୁତ ; 7 ମୃତ, 13 ଗୁରୁତର
ରବିବାର ଭୋର ପ୍ରାୟ 3.55 ସମୟରେ ସୀମାଞ୍ଚଳ ଏକ୍ସପ୍ରେସ ବିହାରର ବୈଶାଳୀ ଜିଲ୍ଲାରେ ଲାଇନଚ୍ୟୁତ ହୋଇଛି. ଫଳରେ ଏଥିରେ ଯାଉଥିବା ଯାତ୍ରୀମାନଙ୍କ ମଧ୍ୟରୁ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 13 ଜଣ ଗୁରୁତର ଆହତ ହୋଇଛନ୍ତି. ସୂଚନା ଅନୁସାରେ,...
ବହୁଜନ ସମାଜ ପାଟିଁରେ ମିଶିଲେ ସଗରିଆ
ରବିବାର ବହୁଜନ ସମାଜ ପାଟିଁରେ ମିଶିଛନ୍ତି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ଭୁବନେଶ୍ୱରରେ ଲୋୟର ପିଏମଜିରେ ଦଳର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସେ ବିଧିବଧ ଭାବେ ବିଏସପିରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ବିଏସପିର ରାଜ୍ୟ...


















