ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଜଳେଶ୍ୱରରୁ ଦିଘା ମଧ୍ୟରେ ରେଳ ଲାଇନ ପ୍ରକଳ୍ପକୁ ନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ନିକଟକୁ ଚିଠି ଲେଖିଛନ୍ତି. ପଶ୍ଚିମବଙ୍ଗରେ ଭୂମି ଅଧିଗ୍ରହଣରେ ବାଧା ଉପୁଜିବା କାରଣରୁ ସାତ ବର୍ଷ ଧରି ଏହି ପ୍ରକଳ୍ପ...
ହାତ ମିଳାଇଲେ ବ୍ରଜ-ଖାରବେଳ
ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଉଷ୍ମତା ବଢିବାରେ ଲାଗିଛି. ବିଭିନ୍ନ ଦଳରେ ଯୋଗ ଓ ବିୟୋଗ ରାଜନୀତି ଚାଲିଥିବା ବେଳେ ଦୁଇ ପୁରୁଖା ନେତା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଏକାଠି ହୋଇ...
ଡେଲିଭରି ସମୟରେ ଅଟକି ଗଲା ଡାକ୍ତରଙ୍କ ହାତ
ଆମେରିକାର କାଲିଫର୍ଣ୍ଣିଆରେ ଜଣେ ମହିଳାଙ୍କର ଡେଲିଭରି ସମୟରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ. ଯାହାକୁ ଦେଖି ଡାକ୍ତରଙ୍କ ସମେତ ସବୁ ହସ୍ପିଟାଲ କର୍ମଚାରୀ ଅଟକି ଗଲେ. ଡାକ୍ତର ସିଜରିଆନ ଡେଲିଭରି କରୁଥିବା ସମୟରେ ହଠାତ ତାଙ୍କ ହାତ ଅଟକି...
ଦୁର୍ବଳ ହେଉଛି କଂଗ୍ରେସ
କଂଗ୍ରେସରୁ ଇସ୍ତଫା ଦେଲେ ବିଜେପୁର କଂଗ୍ରେସ ନେତା ପ୍ରଣୟ ସାହୁ । ଗତବର୍ଷ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ-ନିର୍ବାଚନରେ ସେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିଲେ। । ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇ...
9 ମାସର ଶିଶୁକୁ 24 ଘଣ୍ଟାରେ 25 ଥର ହାର୍ଟଆଟାକ
9 ମାସର ଶିଶୁକୁ 24 ଘଣ୍ଟାରେ 25 ଥର ହାର୍ଟଆଟାକ. ଏହା ଶୁଣି ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ହେଉଥିବେ. ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସଂପୂର୍ଣ୍ଣରୂପେ ସତ୍ୟ. ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ. 24 ଘଣ୍ଟାରେ...
ଦୁନିଆର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ
ଦୁନିଆର ସବୁଠୁ ବୟସ୍କ ବ୍ୟକ୍ତି ଜାପାନର ମସାଜୋ ନୋନାକାଙ୍କର 113 ବର୍ଷ ବୟସରେ ମୃତ୍ୟୁ ହୋଇଛି. ଉତ୍ତରୀ ମୁଖ୍ୟ ଦ୍ୱୀପ ହୋକାଇଦୋର ଅଶୋରୋସ୍ଥିତ ନିଜ ବାସଭବନରେ ରବିବାର ଶୋଇଥିବା ସମୟରେ ମୃତ୍ୟୁ ହୋଇଛି. ତାଙ୍କର ସ୍ୱାସ୍ଥଗତ ସମସ୍ୟା କିଛି ନଥିବା...
ନିର୍ବାଚନ ଲଢିବେ କରୀନା !
ସେ ଓଲିଉଡ ହେଉ ଅବା ବଲିଉଡ, ବର୍ତ୍ତମାନ ଫିଲ୍ମ ଷ୍ଟାରମାନେ ଅଭିନୟ ଛଡା ରାଜନୀତିରେ ମଧ୍ୟ ପାଦ ଦେବାକୁ ପସନ୍ଦ କରୁଛନ୍ତି. ଆଉ ବର୍ତ୍ତମାନ ବଲିଉଡ ବେବୋ କରୀନା କପୁର ମଧ୍ୟ ନିର୍ବାଚନ ଲଢିବେ ବୋଲି ଖବର ପ୍ରକାଶ ପାଇଛି....
ଚାରିବର୍ଷ ହେଲାଣି କୋଉଠି ଥିଲେ ଶ୍ରୀକାନ୍ତ
ବିଜେଡି ଦୁଇଦଳ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ଅବଲମ୍ବନ କରିଆସୁଛି ଏବଂ ଦଳର ସୁପ୍ରିମୋ ଏକଥା ବାରମ୍ବାର କହିସାରିଛନ୍ତି. ତେଣୁ କଂଗ୍ରେସରୁ ବହିଷ୍କୃତ ନେତା ଶ୍ରୀକାନ୍ତ ଜେନାଙ୍କ ଅଭିଯ଼ୋଗର କୌଣସି ଆଧାର ନାହିଁ ବୋଲି ବିଜେଡି ସାଂସଦ ତଥା...
‘ନିମକି’ ପ୍ରିମିୟର ସୋ’ ରେ ଯୋଗ ଦେବେ ଜୟା
ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅଭିନୀତ ଫିଲ୍ମ ‘ନିମକି, ନିମପୁରରୁ ନବୀନ ନିବାସ’ ଫିଲ୍ମର ପ୍ରିମିୟର ସୋ’ ରେ ଯୋଗ ଦେବେ ଭେଟେରାନ ଅଭିନେତ୍ରୀ ଜୟା ବଚ୍ଚନ. ଏ ନେଇ ବର୍ଷା ନିଜେ ଇନଷ୍ଟ୍ରାଗ୍ରାମ ମାଧ୍ୟମରେ ସୂଚନା ଦେଇଛନ୍ତି. ବର୍ଷାଙ୍କ...
କୁମ୍ଭମେଳାରେ ଆଶୀର୍ବାଦ ଦେଉଛନ୍ତି ମୀରା କିନ୍ନର
ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭମେଳା ଆରମ୍ଭ ହୋଇସାରିଛି. ଜାନୁୟାରୀ 15 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା 45 ଦିନ ଧରି ଚାଲିବ. ଦୀର୍ଘ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସାଧୁସନ୍ଥମାନଙ୍କ ଭିଡ...















