30.1 C
Bhubaneswar
Saturday, October 31, 2026
-Advertisement-
video

ସମାରୋହରେ ୮୦ଟି ସଗଂଠନ ସାମିଲ

ପୁରୀ ଜିଲ୍ଲା ନିମାପଡା ଓ କାକଟପୁର ନିର୍ବାଚନ ମଣ୍ଡଳୀର ଦୁଇ ଯୁବ ବିଧାୟକ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ନୂତନ ସ୍ଥାନ ପାଇଥିବାରୁ ସୋମବାର ସନ୍ଧ୍ୟାରେ କୋଣାର୍କ ନାଗରିକ ମଞ୍ଚ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଦୁଇ ଯୁବ...

ଏଏନ-୩୨ର ମିଳୁନି ପତ୍ତା

ଭାରତୀୟ ବାୟୁସେନାର ଗତକାଲିଠାରୁ ନିଖୋଜ ଏଏନ-୩୨ ବିମାନର ମିଳୁନି ପତା । ବିମାନକୁ ଖୋଜିବା ପାଇଁ ବାୟୁସେନା ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ । ସର୍ଚ୍ଚ ଅପରେସନ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନା ଉପମୁଖ୍ୟ ରାକେଶ ସିଂଙ୍କ...

ସଲିଲଙ୍କୁ ସଲାମ୍

ହସେଇ ହସେଇ ବେଦମ କରିଦିଅନ୍ତି । ସମସ୍ତଙ୍କ ମୁହଁରେ ସବୁବେଳେ ହସ ଫୁଟଉଥିବା ବ୍ୟକ୍ତି ଶେଷରେ ସମସ୍ତଙ୍କ ଆଖିରେ ଲୁହ ଓ ମନରେ କୋହ ଆଣି ଦେଇଛନ୍ତି । ଆଉ ନାହାଁନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ହାସ୍ୟ ଅଭିନେତା...
video

ନାଚଗୀତରେ ପୁରା ମସଗୁଲ୍

ଖୁସିରେ ନାଚୁଛନ୍ତି ଛାତ୍ରଛାତ୍ରୀ. ନାଚଗୀତରେ ପୁରା ମସଗୁଲ୍. ଏ ହେଉଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବାହାରିବା ପରର ଦୃଶ୍ୟ. ଭୁବନେଶ୍ବର ସ୍ଥିତ ରୟାଲ କଲେଜ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତାକୁ ନେଇ ଖୁସି ମନଉଛନ୍ତି. ପରସ୍ପରକୁ ମିଠା ଖୁଆଇ...

ରୋଗୀ ହୋଇ ଲୁଟିଲେ

ଦିନକୁ ଦିନ ଲୁଟେରା ମାନେ ଆପଣାଉଛନ୍ତି ନୂଆ ନୂଆ କୌଶଳ । ତେବେ ଗତ ରବିବାର ଦିନ ରାତିରେ ବର୍ଷା ପବନ ହୋଇଥିବାରୁ ଇଲେକ୍ଟ୍ରି ସଂଯୋଗ କଟି ଯାଇଥିଲା । ଡାକ୍ତରଖାନା ପରିସର ଅନ୍ଧାର ହୋଇଯାଇଥିଲା । ଏହି ସମୟରେ...
video

ପାରମ୍ପରିକ ରୀତିରେ ପାଳିଲେ ସାବିତ୍ରୀ

ସ୍ୱାମୀଙ୍କ ଶୁଭମନାସୀ ପୂଜାର୍ଚ୍ଚନା କରିବା ସହ ବ୍ରତ ଧାରଣ କରିଥାନ୍ତି ଓଡିଆ ଘରର ସଧବା ମହିଳାମାନେ । ଦେବାଦେବୀଙ୍କ ପାଖରେ ଶାଢୀ, ଶଙ୍ଖା ଓ ସିନ୍ଦୁର ସହ ବିଭିନ୍ନ ପ୍ରକାରର ଫଳ ପୂଜା କରି ଉପବାସ କରନ୍ତି । ଓଡିଆ...
video

ଦୁଇଜଣ ନିଖୋଜ

ମାଲକାନଗିରି ଜିଲ୍ଲା କୁରୁମାନୁର ପଞ୍ଚାୟତ ସିଲେରୁ ନଦୀରେ ଡଙ୍ଗା ବୁଡ଼ି ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ନିଖୋଜ ଥିବା ସୂଚନା ମିଳିଛି ।ସୁଚନାଅନୁସାରେ, ଉକ୍ତ ଡ଼ଙ୍ଗାରେ ଓଡ଼ିଶାର କୁର୍ମାନୁର ପଞ୍ଚାୟତର ବଙ୍ଗଳା କ୍ୟାମ୍ପରୁ ପାଂଚଜଣ ପାଙ୍ଗମପୋଡ଼ୁ ହାଟକୁ...

ବିଜ୍ଞାନରେ ଝିଅ ମାରିଲେ ବାଜି

ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ. ଛାତ୍ରଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ଛାତ୍ରୀ. ପରୀକ୍ଷା ଦେଇଥିବା ମୋଟ ୯୭ ହଜାର ୭୫୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚଳିତବର୍ଷ ୭୨.୩୩ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି. ପ୍ରଥମ ଶ୍ରେଣୀରେ...
video

ହାତ ଯୋଡି କ୍ଷମା ପ୍ରାର୍ଥନା

ଘରେ ଘରେ ବେଶ୍ ପରିଚିତ ଜିତୁ ଦାସ । ସକାଳ ହେଲେ ଟିଭି ଖୋଲି ତାଙ୍କ ପ୍ରବଚନ ଶୁଣିବାକୁ ବେଶ୍ ଉକôଣ୍ଠାର ସହ ଅପେକ୍ଷା କରିଥାନ୍ତି ଲୋକେ । ମୋବାଇଲକୁ ମୋବାଇଲ ଘୁରି ବୁଲେ ଜିତୁ ଦାସଙ୍କ ଆଜିର ଅନୁଚିନ୍ତା...
video

ଓଲଟିଲା ଯାତ୍ରୀବାହି ବସ୍

କଳାହାଣ୍ଡିରେ ଓଲଟିଲା ଯାତ୍ରୀବାହି ବସ୍ । ଏଥିରେ ୨୦ ଜଣ ଯାତ୍ରୀ ଥିଲେ । ଅଧିକାଂଶ ଯାତ୍ରୀ ଆହତ ହୋଇଥିବା ସୁଚନା ମିଳିଛି । ସମସ୍ତ ଆହତ ମାନଙ୍କୁ ଜୟପାଟଣା ଚିକିସôାଳୟରେ ଭର୍ତ୍ତି କରାଯାଇଛି । ସୁଚନାଅନୁସାରେ, ଜୟପାଟଣା ଥାନା...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...