ଜେରକ୍ସ ଫର୍ମରେ ବି କାଳିଆ
କାଳିଆ ଯୋଜନା ପାଇଁ ଜେରକ୍ସ ଫର୍ମରେ ମଧ୍ୟ ଆବେଦନ କରାଯାଇପାରିବ । ପର୍ଯ୍ୟାୟ କ୍ରମେ ଆବେଦନ ପାଇଁ ରହିଛି ସୁଯୋଗ । ଏନେଇ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡା ନିର୍ଦ୍ଦେଶ । ଆଜି ଏହା କହିଛନ୍ତି କୃଷି ଏବଂ...
ମିଲରଙ୍କ ମନମାନି ବିରୋଧରେ ପ୍ରତିବାଦ
ମାଲକାନଗିରି କୋରୁକଣ୍ଡା ବ୍ଲକରେ ଥିବା 7ଟି ଧାନମଣ୍ଡିର ଧାନବିକ୍ରିକୁ ନେଇ ସମସ୍ୟା. ଚାଷୀମାନେ ମଣ୍ଡିରେ ଧାନ ବିକ୍ରି ପାଇଁ ଧାନ ନେଇ ପହଞ୍ଚିବା ପରେ ମିଲର ଧାନ ଉଠାଉ ନାହାନ୍ତି . ଫଳରେ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି....
ସବୁଠୁ ଲମ୍ବା ଭାଷଣ ଦେଇ ରେକର୍ଡ କଲେ ଏହି ବ୍ୟକ୍ତି
ଏ ପର୍ଯ୍ୟନ୍ତ ସବୁଠୁ ଲମ୍ବା ଭାଷଣର ରେକର୍ଡ ନେପାଳର କେସି ଅନନ୍ତାଙ୍କ ନାମରେ ଥିଲା. ମାତ୍ର ଏହି ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି ଭାରତର ଯତୀଶ ଚନ୍ଦ୍ର ଶୁକ୍ଳା. ପୂର୍ବ ରେକର୍ଡ 90 ଘଣ୍ଟା 2 ମିନିଟ ଥିଲା. ମାତ୍ର...
ଶଙ୍ଖ ଫୁଙ୍କିବେ ଦାଦା
ରାଜ୍ୟ ରାଜନୀତିରେ ଅରୁଣ ଦେ ଗୋଟେ ଅଲଗା ନାଁ. ସବୁ ନେତାଙ୍କଠୁ ତାଙ୍କୁ ସମସ୍ତେ ଅଲଗା ଭାବନ୍ତି. ସ୍ପଷ୍ଟ ଓ ଶାଣିତ ଅଭିବ୍ୟକ୍ତି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅରୁଣ ଦେ ବାଲେଶ୍ବରରୁ ପାଞ୍ଚଥର ବିଧାୟକ ମଧ୍ୟ...
ବ୍ୟବସାୟୀଙ୍କୁ ଜିଏସଟି ଆଶ୍ୱସ୍ତି
ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା 32ତମ ଜିଏସଟି କାଉନସିଲ ବୈଠକ ଶେଷ ହୋଇଛି. ତେବେ ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯାହା କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ନିହାତି ରୂପେ ଲାଭଦାୟକ ହେବ. ତେବେ ବ୍ୟବସାୟ...
ଅଭିନେତ୍ରୀ ସିମରନ ମୃତ୍ୟୁ ଘଟଣା, ବୁର୍ଲା ଥାନାରେ ମାମଲା ରୁଜୁ
ଗତ 3 ତାରିଖରେ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସମ୍ବଲପୁରୀ ଅଭିନେତ୍ରୀ ସିମରନ ସିଂ ମୃତ୍ୟୁ ମାମଲାରେ ଗୁରୁବାର ବୁର୍ଲା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି. ତେବେ ଏହି ହତ୍ୟା ମାମଲା ରୁଜୁକୁ ପୋଲିସ, ସିମରନଙ୍କ ବାପାଙ୍କ ଅଭିଯୋଗ...
ହ୍ରିତିକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଶାନେ
ବଲିଉଡର ଟପ୍ ଓ ମୋଷ୍ଟ ଆକ୍ଟରରେ ଗଣାଯାଉଥିବା ଷ୍ଟାର ହ୍ରିତିକଙ୍କ ରୋଶନଙ୍କ ଗୁରୁବାର ହେଉଛି 45ତମ ଜନ୍ମଦିନ. ହ୍ରିତିକଙ୍କ ଜନ୍ମଦିନରେ ତାଙ୍କୁ ନିଜ ଫ୍ୟାନମାନଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି. ତେବେ ହ୍ରିତିକ ନିଜ ଫିଲ୍ମ ପାଇଁ ଯେତିକି ବ୍ୟସ୍ତ...
୧୫ରେ ଆସିବେ ମୋଦୀ
ପ୍ରଥମେ ଭୁବନେଶ୍ୱର, ପରେ ବାରିପଦା । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ପଶ୍ଚିମ ଓଡିଶା । ଆସନ୍ତା ୧୫ ତାରିଖରେ ସେ ବଲାଙ୍ଗିର ଓ ଝାରସୁଗୁଡା ଗସ୍ତରେ ଆସୁଛନ୍ତି ।
ମୋଦି ୧୫ ତାରିଖ ସକାଳ ସାଢ଼େ ୬ଟାରେ ବାୟୁସେନାର...
ଜାତୀୟ ମହିଳା କମିଶନ ପକ୍ଷରୁ ନୋଟିସ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଜାତୀୟ ମହିଳା କମିଶନ ନୋଟିସ ଜାରି କରିଛି । ଜଣେ ମହିଳା ମନ୍ତ୍ରୀଙ୍କ ପ୍ରତି ମନ୍ତବ୍ୟ ନେଇ କମିଶନ ପକ୍ଷରୁ ନୋଟିସ ଜାରି କରାଯାଇଛି । ବୁଧବାର ଦିନ ରାଜସ୍ଥାନରେ ଏକ ରାଲି ସମୟରେ...
ଏଣିକି ବଦଳାଇ ହେବନି ଗାଡିର ଡିଜାଇନ
ଯଦି ଆପଣ ଦୁଇ ଚକିଆ ଗାଡି କିମ୍ବା କାରକୁ ମରାମତି କରୁଛନ୍ତି ଏବଂ ତାକୁ ଲଗଜୁରୀ ଲୁକ୍ ଦେବା ସହ ସ୍ପୋର୍ଟସ କାର୍ ବନେଇବା ପାଇଁ ଚାହୁଁଛନ୍ତି, ତାହେଲେ ହୋଇଯାଆନ୍ତୁ ସାବଧାନ. ବର୍ତ୍ତମାନ ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ଗାଡିର...


















