ଅଳ୍ପକେ ବର୍ତ୍ତିଲେ ବିଧାୟକ
ଅଳ୍ପକେ ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଛନ୍ତି ସୁନ୍ଦରଗଡ ପୂର୍ବତନ ବିଧାୟକ ଯୋଗେଶ ସିଂହ. ଠିକ ସମୟରେ ତାଙ୍କୁ ଉଦ୍ଧାର କରାଯାଇନଥିଲେ ହୁଏତ ଏକ ବଡ ଅଘଟଣ ଘଟିଥାନ୍ତା. ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ 3ଟାରେ ଅନୁଗୁଳ ଜିଲ୍ଲା...
ନିଶା ବେପାରୀଙ୍କୁ ସାବାଡ୍ କଲେ ମହିଳା
ମହିଳା ଦିବସରେ ତାତିଲେ ମହିଳା . ସାଲିଆ ସାହିରେ ଚାଲିଥିବା ଧଳା ଜହର ବେପାରର କଲେ ପର୍ଦ୍ଦାଫାଶ୍ . ଯାହା ପୋଲିସ କି ଅବକାରୀ ବିଭାଗ କରିପାରିଲା ନାହିଁ, ମହିଳାମାନେ ତାହା ସମ୍ଭବ କରି ଦେଖାଇ ଦେଲେ. ଖାଲି ସେତିକି...
ବିଜେପିର ବୈଜୟନ୍ତ କାର୍ଡ
ବିଜେପିର ରାଷ୍ଟ୍ରୀୟ ଉପସଭାପତି ଏବଂ ଜାତୀୟ ମୁଖପାତ୍ର ହେଲେ ବୈଜୟନ୍ତ ପଣ୍ଡା. ଚାରିଦିନ ତଳେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦଙ୍କୁ ବିଜେପି ଗୁରୁଦାୟିତ୍ବ ଦେଇଛି. ନିର୍ବାଚନ ପାଖେଇ ଆସୁଥିବା ବେଳେ ବୈଜୟନ୍ତଙ୍କୁ ବିଜେପି ଗୁରୁଦାୟିତ୍ବ ଦେଇ ନିର୍ବାଚନ ମୁକାବିଲା...
କ୍ୟାପିଟାଲ ହସ୍ପିଟାଲରେ ଉଦଘାଟିତ ହେଲା କର୍କଟ ବିଭାଗ
ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଉଦଘାଟିତ ହୋଇଛି କର୍କଟ ବିଭାଗ । ଏହାସହ ଏକ ନୂଆ ଚକ୍ଷୁ ଅପରେସନ ଥିଏଟରକୁ ମଧ୍ୟ ଉଦଘାଟନ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ ହସ୍ପିଟାଲ ହୋଇଥିଲେ...
ମିଳିଲା ଟିଫିନ ବୋମା
ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅର୍ନ୍ତଗତ ଡଙ୍ଗରବାଙ୍କ ନିକଟରୁ ଦୁଇଟି ଟିଫିନ ବୋମା ଠାବ କରିଛି ସିଆରପିଏଫ । ପ୍ରାୟ ୪୦ ଜଣ ଯବାନ ବଣ୍ଡେଇଗୁଡାଜଙ୍ଗଲ ଅଭିମୁଖେ କମ୍ବିଂ ଅପରେସନ ପାଇଁ ଯାଉଥିବା ବେଳେ ଜାତୀୟ ରାଜପଥକୁ ଲାଗିଥିବା...
ବାଙ୍ଗିରିପୋଷି ଘାଟିରେ ହୁ ହୁ ହୋଇ ଜଳିଗଲା
ଜଳିଗଲା ଚଳନ୍ତା ବସ୍ । ‘କଲ୍ୟାଣି ବସ ‘ଯାତ୍ରୀନେଇ ଯାଉଥିବାବେଳେ ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଜଳିଯାଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସର୍ଟସର୍କିଟରୁ ନିଆଁଲାଗି ଜଳିଯାଇଥିବା ସୁଚନା ମିଳିଛି । ବସଟି କରଞ୍ଜିଆ ବ୍ଲକ ସିଙ୍ଗଡାରୁ ରିଜର୍ଭରେ ୫୦ରୁ ଉର୍ଦ୍ଧ...
ଶଙ୍ଖ ଧରିଲେ ନଳିନୀ
ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଶଙ୍ଖ ଧରିଛନ୍ତି ନଳିନୀ । ଗତ ୨୮ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ନଳିନୀକାନ୍ତ...
ଶେଷ ଦିନରେ ବି ଭାଇରାଲ!
ଶୁକ୍ରବାର ମାଟ୍ରିକ ପରୀକ୍ଷାର ଶେଷ ଦିନ । ପରୀକ୍ଷାର ପ୍ରଥମ ଦିନରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଏଥରୁ ବାଦ୍ ପଡିନି ଶେଷ ଦିନ । ବଲାଙ୍ଗିରରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ମିଳିଛି । କିନ୍ତୁ...
ଜୟପୁର ମହିଳା ଓ ଚାଷୀ ସମାବେଶରେ ରାହୁଲ
ଦିନିକିଆ ଓଡିଶା ଗସ୍ତରେ ଆସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ଦୁଇଟି ସଭାକୁ ସମ୍ବୋଧିତ କରିଛନ୍ତି. କୋରାପୁଟ ଜିଲ୍ଲା ଜୟପୁରରେ ପ୍ରଥମେ ମହିଳା ସମାବେଶରେ ଏବଂ ପରେ ଚାଷୀ ସମାବେଶରେ ଉଦବୋଧନ ଦେଇଛନ୍ତି ରାହୁଲ. ଉଭୟ କେନ୍ଦ୍ରର ବିଜେପି...
ଏସସିବିରେ ନିଆଁ
କଟକ ଏସସିବି ବଡ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ । ପାଥୋଲଜି ବିଭାଗରେ ଅଗ୍ନିକାଣ୍ଡ ଘଟିଛି । ପାଥୋଲୋଜି ବିଭାଗର ୨ଟି ରୁମରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ଫଳରେ ଲାବ୍ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି...



















