ବଢୁଛି ଆହତଙ୍କ ସଂଖ୍ୟା
ଜମ୍ମୁରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଭୟାନକ ବୋମା ବିସ୍ଫୋରଣ ହୋଇଛି । ଏହା ଏକ ଗ୍ରେନେଡ୍ ଆକ୍ରମଣ ବୋଲି କୁହାଯାଉଛି । ବିସ୍ଫୋରଣରେ ୨୮ରୁ ଅଧିକ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆଖପାଖରେ ଥିବା ପ୍ରାୟ...
ଟ୍ରକ-ହାଇୱା ମୁହାମୁହିଁ, ଜଣେ ଗୁରୁତର
ମାଲକାନଗିରି ଜିଲ୍ଲା ବନ୍ଧଗୁଡା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା. ଯେଉଁଥିରେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି. ସୂଚନା ଅନୁସାରେ, ମାଲକାନଗିରିରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଜୟପୁର ଅଭିମୁଖେ ଯାଉଥିଲା. ମାତ୍ର ପରେ ଭାରସାମ୍ୟ ହରାଇ ଅପର ପାର୍ଶ୍ୱରୁ...
ନିର୍ବାଚନ ପାଇଁ ସଚେତନ ରଥ
ଆଗକୁ ସାଧାରଣ ନିର୍ବାଚନ. ଚଳିତ ଥର ନିର୍ବାଚନରେ ଭୋଟରମାନେ ଇଭିଏମ ଓ ଭିଭିପାଟ ମେସିନ ମାଧ୍ୟମରେ ଭୋଟ ଦେବେ. ନୂଆ ମେସିନରେ ଭୋଟରମାନେ କିପରି ଭୋଟ ଦେବେ ତାକୁ ନେଇ ରାୟଗଡାରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି. ସେଥିପାଇଁ ଆଜି...
ଗଞ୍ଜେଇ ବେପାରୀ ଗିରଫ
ଗଞ୍ଜେଇ ଚୋରା ଚାଲାଣ ବେଳେ ରାୟଗଡା ରେଳବାଇ ପୋଲିସ ଜଣଙ୍କୁ ଗିରଫ କରିଛି. ଗିରଫ ଅଭିଯୁକ୍ତ ଜଣଙ୍କ ମହମ୍ମଦ ମୁଜାହୁଦିନ କୁରେସି ବୋଲି ଜଣାପଡିଛି. ତା ଠାରୁ 21 କିଲୋ 9 ଶହ ଗ୍ରାମର ଗଞ୍ଜେଇ ଜବତ ହୋଇଛି ଏବଂ...
‘ଭାବା’ ଆଣବିକ ଗବେଷଣା କେନ୍ଦ୍ରର ନୂଆ ନିର୍ଦ୍ଦେଶକ
‘ଭାବା’ ଆଣବିକ ଗବେଷଣା କେନ୍ଦ୍ର(ବାର୍କ)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଓଡିଆ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତି. ଏହି ଗବେଷଣା କେନ୍ଦ୍ରରେ ଅଜିତଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି. ବାର୍କର ପଦାର୍ଥ ବିଜ୍ଞାନରେ ଅଜିତ ଏବେ...
ଏମିତି ବି ମୃତ୍ୟୁ ଆସେ !
ମୃତ୍ୟୁ କେତେବେଳେ କେମିତି ଆସି ପହଞ୍ଚିଯାଏ, ତାହା କେହି କହିପାରନ୍ତି ନାହିଁ. ଠିକ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରସ୍ଥିତ ଭିଏସଏସ ନଗର ଅଞ୍ଚଳରେ. ଜଣେ ମିସ୍ତ୍ରି ପାଇପ ଲାଇନ ଚାମ୍ବରରେ କାମ କରୁଥିବା ବେଳେ ହଠାତ ପାଣି...
ଅଳ୍ପକେ ବର୍ତ୍ତିଲେ ଯୁବକ
କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ. ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜପୁର ଗାଁରେ. ସୂଚନା ଅନୁସାରେ, ଭାଗବତ ରାଉତ ନାମକ ଜଣେ ଯୁବକ ରାଜପୁର ଗାଁ ନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ. ମାତ୍ର ଗାଧୋଇବା...
ଉପକୃତ ହେବେ ତଳିଆ ଅଞ୍ଚଳ
ମହାକାଳପଡାରେ ଲୋକାର୍ପଣ ହେଲା ପ୍ରଥମ ବୋଟ୍ ଆମ୍ବୁଲାନ୍ସ । ପାଣି ଘେରିରେ ଥିବା ଗାଁ ଲୋକଙ୍କ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବା ନିମନ୍ତେ ଓଡିଶା ସରକାର ପ୍ରଥମଥର ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ବୋଟ ଆମ୍ବୁଲାନସ ସେବା ଆରମ୍ଭ କରିଛନ୍ତି । ଜିଲ୍ଲାର...
ବିଜେପି, ବୈଜୟନ୍ତ ନୂଆ ଫର୍ମୁଲା
କୋଉଠୁ ଲଢିବେ ବୈଜୟନ୍ତ ପଣ୍ଡା. କେଉଁ ଲୋକସଭା ଆସନ ତାଙ୍କ ପାଇଁ ସୁରକ୍ଷିତ ରହିବ. ଯଦିଓ ବିଜେଡି ଟିକେଟରେ ସେ 2009ରୁ 2018 ଯାଏଁ କେନ୍ଦ୍ରାପଡା ଲୋକସଭା ଆସନରୁ ଜିତି ଆସିଛନ୍ତି, କିନ୍ତୁ ଏଥର କେନ୍ଦ୍ରାପଡା ଲୋକସଭା ଆସନ ତାଙ୍କ...
ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ସହରାଞ୍ଚଳର ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ବୁଧବାର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ 10 ହଜାର ଗରିବ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିଛନ୍ତି. ‘ଆବାସ ଯୋଜନା’ରେ ଗରିବ ଲୋକମାନେ ସରକାରଙ୍କଠାରୁ ସ୍ଥାୟୀ ଘର...



















