ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ
ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ. ଟିକେଟ ପାଇବା ପାଇଁ ନେତାଙ୍କ ପାଖରେ ଚାଲିଛି ଜୋରଦାର ଲବି. ଅନ୍ୟଦଳ ଅପେକ୍ଷା କ୍ଷମତାସୀନ ବିଜୁ ଜନତା ଦଳରେ ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ. ସେଥିପାଇଁ ଷ୍ଟ୍ରାଟେଜୀ ତିଆରି...
କାନନ ବିହାରରେ ଲୁଟେରାଙ୍କ ଲୁଟପାଟ୍
ରାତି ପ୍ରାୟ ୨ଟା ୪୫ ମିନିଟ୍ । ଘର ଭିତରେ ପଶିଲେ ୧୨ରୁ ୧୫ଜଣ ଲୁଟେରା । ହାତରେ ଥିଲା ଖଣ୍ଡା ଓ ଭୁଜାଲି । ଘରେ ଥିବା ଛୋଟ ପିଲାର ବେକରେ ଛୁରି ଲଗାଇ ପରିବାରର ଅନ୍ୟ ସମସ୍ତଙ୍କ...
ରାଜନୀତି କରିବେ କର୍ମଚାରୀ ନେତା ପ୍ରଭାତ ମହାନ୍ତି !
ନିର୍ବାଚନ ମଇଦାନକୁ ଓହ୍ଲାଇବେ କର୍ମଚାରୀ ନେତା ପ୍ରଭାତ ମହାନ୍ତି I ଦୀର୍ଘବର୍ଷ ଧରି ବନ ବିଭାଗରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପ୍ରଭାତଙ୍କର କର୍ମଚାରୀ ନେତା ଭାବେ ଲୋକପ୍ରିୟତା ରହିଛି I ଓଡିଶା କର୍ମଚାରୀ ମହାମଞ୍ଚର ଆବାହକ ଥିବା...
ସୀମା ଉଲ୍ଲଂଘନ : ଗୁଳି କରି ଭାରତୀୟ ବାୟୁସେନା ଖସାଇଲା ପାକ୍ ଜେଟ୍
ଭାରତୀୟ ସୀମାରେ ପ୍ରବେଶ କଲା ପାକିସ୍ତାନ ବାୟୁସେନାର ଏଫ୍-୧୬ ବିମାନ । ଜାମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନୀ ବିମାନ ପ୍ରବେଶ କରିଥିବା ସୂଚନା ମିଳିବା ପରେ ଭାରତୀୟ ସେନା ଗୁଳି କରି ଖସାଇ ଦେଇଥିବା ଜଣାପଡିଛି. ଅନ୍ୟପଟରେ ପୁଞ୍ଚ ଓ...
ଜମ୍ମୁ କଶ୍ମୀର ଓ ପଞ୍ଜାବରେ ହାଇଆଲର୍ଟ
ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ପକ୍ଷରୁ ସୀମାରେ ବାରମ୍ବାର ସିଜଫାୟାର ଉଲ୍ଲଘଂନ ହେଉଛି. ହାମଲା ପରେ ପାକିସ୍ତାନର ଲଢୁଆ ବିମାନ ସୀମା ଉଲ୍ଲଘଂନ କରିଛନ୍ତି. ପାକିସ୍ତାନର 2ଟି ବିମାନ ସୀମା ଭିତରେ ପ୍ରବେଶ କରିଥିବା ସୂଚନା ମିଳିଛି. ଏନେଇ...
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ ସହିଦ
ଜମ୍ମୁ କଶ୍ମୀର ବୁଡଗାମରେ ବାୟୁସେନାର ଏକ ଲଢୁଆ ବିମାନ ମିଗ-21 ଦୁର୍ଘଟଣାଗ୍ରସ୍ତ ହୋଇଛି. ବଡଗାମରୁ 7 କି.ମି ଦୂରରେ ଥିବା ଗାରେନ୍ଦ ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି. ଫଳରେ ଏଥିରେ ଥିବା 2 ପାଇଲଟଙ୍କ ମୃତ୍ୟୁ...
ଷ୍ଟେଟ୍-ୱିନିଂ ରେକର୍ଡ ଭାଙ୍ଗିଲେ ରବି କୁମାର
ଆନ୍ଧ୍ରପ୍ରଦେଶ ବିଶାଖାପାଟଣାମରେ ଆୟୋଜିତ ୱେଟଲିଫ୍ଟର ଚାମ୍ପିୟନସିପରେ ସଫଳତା ହାସଲ କରିଛନ୍ତି ଓଡିଆ ପୁଅ କାତୁଲୁ ରବି କୁମାର. ଜାତୀୟ ସ୍ତରୀୟ ସିନିୟର ୱେଟଲିଫ୍ଟିଂ ଚାମ୍ପିୟନସିପରେ ସେ ଷ୍ଟେଟ-ୱିନିଂ ରେକର୍ଡ ଭାଙ୍ଗି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି. ଯାହା ଓଡିଶା ପାଇଁ ଗୌରବ...
ଥମୁନି ପ୍ରଶ୍ନପତ୍ର ଭାଇରାଲ
ପ୍ରଥମେ ସାହିତ୍ୟ, ପରେ ଇଂରାଜୀ ଆଉ ଏବେ ଭାଇରାଲ ହେଉଛି ତୃତୀୟ ଭାଷା ହିନ୍ଦୀ ପ୍ରଶ୍ନପତ୍ର . ମାଟ୍ରିକ ପରୀକ୍ଷା ଆରମ୍ଭରୁ ଥମୁନି ପ୍ରଶ୍ନପତ୍ର ଭାଇରାଲ. ଏହାକୁ ନେଇ ବିଭିନ୍ନ ଜିଲ୍ଲାରୁ ଅଭିଯୋଗ ଆସୁଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ...
ରାୟଗଡାରେ ମହିଳା ସମାବେଶକୁ ଉଦବୋଧନ ଦେଲେ ନବୀନ
ରାୟଗଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ମହିଳା ସଶକ୍ତିକରଣ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମହିଳାଙ୍କ ବିକାଶକୁ ତାଙ୍କ ସରକାର ପ୍ରାଧାନ୍ୟ ଦେଉଛି ବୋଲି କହିଛନ୍ତି. ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ୫୩୨ କୋଟି ୫୮ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳରେ ୪୮...
ବିଦେଶରେ ଓଡିଆ ଝିଅକୁ ସ୍ୱର୍ଣ୍ଣ
ମସ୍କୋରେ ଆୟୋଜିତ Moscow Wushu Stars-2019 Championship ରେ ବାଜି ମାରିଲେ ଓଡିଆ ଝିଅ ମଞ୍ଜୁ ମୁଣ୍ଡା. ମଞ୍ଜୁଙ୍କ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ସିଆଳିଯୋଡାର...












