34.7 C
Bhubaneswar
Saturday, August 1, 2026
-Advertisement-

ଚାପରେ ପାକିସ୍ତାନ: ମୁକ୍ତ ହେବେ ଭାରତୀୟ ପାଇଲଟ ଅଭିନନ୍ଦନ

ପାକିସ୍ତାନ ଘୋଷଣା କରିଛି ବଡ଼ ଖବର । ପାକିସ୍ତାନ  ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂସଦରେ ଘୋଷଣା କରି କହିଛନ୍ତି ଯେ, ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଆସନ୍ତାକାଲି ମୁକ୍ତ କରିବୁ । ଆମେ କୌଣସି ଲଢେଇ କରିବାକୁ ଚାହୁଁନାହୁଁ...

ଅଭିନନ୍ଦନଙ୍କ ଅଦମ୍ୟ ସାହାସ

ବୁଧବାର ସମୟ ୯.୪୫ । ପାକିସ୍ତାନର ଏଫ-୧୬ ଭାରତ ସିମା ଭିତରକୁ ପଶିବା କ୍ଷଣି ଭାରତର ମିଗ-୨୧ ଏହାର କଡା ଜବାବ ଦେଇଥିଲା । ପାକିସ୍ତାନର ଏଫ- ୧୬କୁ ଅନୁକରଣ କରୁ କରୁ ମିଗ-୨୧ଟି କ୍ରାଶ୍ ହୋଇଯାଇଥିଲା । ଭାରତର...

ପରୀକ୍ଷା କେନ୍ଦ୍ରକୁ ହାତଘଣ୍ଟା ମନା

ଆଉ କିଛି ଦିନ ପରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ଗୁରୁବାର ସଚିବାଳୟରେ ବୈଠକ ବସିଥିଲା । ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିବା ପାଇଁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଓ ହାତ ଘଣ୍ଟା ନେବାକୁ...

କଂଗ୍ରେସରେ ଯୋଗଦାନ

କଂଗ୍ରେସରେ ଯୋଗ ଦେଇଛନ୍ତି ଅଖିଳ ଭାରତ ହିନ୍ଦୁୁ ମହାସଂଘର ରାଜ୍ୟ ସମ୍ପାଦକ ସୁମନ୍ତ କୁମାର ସ୍ୱାଇଁ, ଓଡିଶା ରାଜ୍ୟ ଗାଡି ଚାଳକ ଶ୍ରମିକ ମହାସଂଘର କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା ଏବଂ ଢେଙ୍କାନାଳ ପର୍ଜଙ୍ଗର ବିଜେପି ନେତା ନିରାକାର ପ୍ରଧାନ...

କେଡେ ମିଛୁଆ ପାକିସ୍ତାନ

ପାକିସ୍ତାନ ଦାବି କରୁଥିଲା ଯେ ଭାରତୀୟ ସେନା ଆମର କୌଣସି ବିମାନ ନଷ୍ଟ କରି ନାହାନ୍ତି । ପିଓକରେ ଖସି ପଡ଼ିଥିବା ଭଗ୍ନ ବିମାନକୁ ପାକିସ୍ତାନୀ ସେନା ଭାରତର ମିଗ ବୋଲି ଦାବି କରୁଥିଲା । ମାତ୍ର ଏହି ଖଣ୍ଡ...

ୟୁଏନଏସସିକୁ ଆମେରିକା, ବ୍ରିଟେନ ଓ ଫ୍ରାନ୍ସର ପ୍ରସ୍ତାବ : ମାସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା କର

ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଜାତିସଂଘ ସୁରକ୍ଷା ପରିଷଦର ତିନି ପ୍ରମୁଖ ସଦସ୍ୟ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ ଫ୍ରାନ୍ସ ଜୈଶ ଇ ମହମ୍ମଦ ସଂଗଠନର ମୁଖ୍ୟ ତଥା ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ମାସୁଦ ଆଝାରକୁ...
video

ଛଅ ଲେନ୍ ଏନ୍ଏଚ୍ ପାଇଁ ଭୂମିପୂଜନ

ଭୁବନେଶ୍ୱରର ଖଣ୍ଡଗିରିରେ ଛଅ ଲାଇନ ବିଷିଷ୍ଟ ଏନଏଚ ପାଇଁ ଭୂମିପୂଜନ ହୋଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରକଳ୍ପର ଭୂମିପୂଜା କରିଛନ୍ତି । ଭଦ୍ରକ- ବାଲେଶ୍ୱର, ଟାଙ୍ଗି-ଭୁବନେଶ୍ୱର, ଚଣ୍ଡିଖୋଲ-ଭୁବନେଶ୍ୱରକୁ ରାସ୍ତା ଓ ବାଲିକୁଦା ଶିଖରପୁର, ବଡ଼ଚଣାରେ...
video

ବାଇକ ଆରୋହୀ ମୃତ

ମାଲକାନଗିରି ଜିଲ୍ଲା କତାମେଟା ନିକଟରେ ମଟର ସାଇକେଲ ଓ ବସ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ।ନୀଳକଣ୍ଠେଶ୍ୱେର ନାମକ ଏକ ଘରୋଇ ବସ ମାଲକାନାଗିରି ଅଭିମୁଖେ ଆସୁଥିବା ବେଳେ କତାମେଟା ନିକଟରେ ଏକ ମଟର...
video

୭କେଜି ୫ଶହ ଗ୍ରାମ ଗଞ୍ଜେଇ ଜବତ

ଅଭିନବ ଢଙ୍ଗରେ ଗଞ୍ଜେଇ ଚାଲାଣ । ବ୍ୟାଗରୁ ଜବତ ହେଲା ୭ କେଜି ୫ ଶହ ଗ୍ରାମ ଗଞ୍ଜେଇ । ରାୟଗଡା ଜିଆରପି ଓ ଆରପିଏଫଙ୍କ ଦ୍ୱାରା ପାଟ୍ରୋଲିଂ ଚାଲୁଥିବା ସମୟରେ କଳା ବ୍ୟାଗ ଧରି ବସିଥିବା ଜଣେ ଯୁବକଙ୍କୁ...
video

ଆରସିଇଏମର ରୌପ୍ୟ ଜୟନ୍ତୀ ସମାରୋହ

ଆରସିଇଏମର ରୌପ୍ୟ ଜୟନ୍ତୀ ସମାରୋହକ୍ଷୁଦ୍ର କ୍ଷୁଦ୍ର ଜଳବିନ୍ଦୁ ବି ଟାଇଟାନିକ ଜାହଜକୁ ଡୁବାଇ ଦିଏ, ସୁକ୍ଷ୍ମ ବୁଦ୍ଧି ଦ୍ୱାରା ବ୍ରହ୍ମାସ୍ତ୍ର ତିଆରି ହୁଏ । ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଆରସିଇଏମର ରୌପ୍ୟ ଜୟନ୍ତି ସମାରୋହରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ...
- Advertisement -

Latest article

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...