ଶରୀର ପାଇଁ କ୍ଷତିକାରକ କ୍ୟାଲସିୟମ ଟାବଲେଟ୍
ଆମେ ସମସ୍ତେ ଜାଣିଛେ ଶରୀର ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାର ଭିଟାମିନ୍ସ ଦରକାର ହୋଇଥାଏ. ଯାହାମଧ୍ୟରେ କ୍ୟାଲସିୟମ, ପ୍ରୋଟିନ୍, ଭିଟାମିନ୍ସ ଓ ମିନେରାଲ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ. ମାତ୍ର ଏ କଥା ବି ଆମେ ଜାଣିଛେ,...
ମୋଦିଙ୍କ ଭୂମିକା ନିଭାଇବେ ଏହି ଆକ୍ଟର
ବର୍ତ୍ତମାନ ବଲିଉଡରେ ଚାଲିଛି ବାୟୋପିକ୍ ସିଜିନ୍ . ବାୟୋପିକ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ବିଜିନେସ କରୁଛି . ଏହି ପରିପ୍ରେକ୍ଷୀରେ ଖବର ମିଳିଛି ଯେ ବର୍ତ୍ତମାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି,...
୨୦୧୮ର ଶେଷ ମନ୍ କି ବାତ୍
ଦେଶ ଓ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସଭିଏଁ କାମ କରିବା ଆବଶ୍ୟକ । ଏନେଇ ନୂଆବର୍ଷଠାରୁ ସଂକଳ୍ପ ନେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲ୍ ଇଣ୍ଡିଆ ରେଡ଼ିଓର ୫୧ ତମ ମନ୍ କି ବାତ୍...
ସ୍ମାର୍ଟସିଟି ପରେ ସ୍ମାର୍ଟ ପୌରାଞ୍ଚଳ
ସ୍ମାର୍ଟସିଟି ପରେ ଏବେ ସ୍ମାର୍ଟ ହେବ ପୌରାଞ୍ଚଳ. ରାଜ୍ୟର ପ୍ରଗତୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ. ରାଜ୍ୟର ପ୍ରାୟ 113 ଟି ପୌରାଞ୍ଚଳକୁ ସ୍ମାର୍ଟ କରାଯିବ ବୋଲି ସୂଚନା ଦିଆଯାଇଛି. ଏହାଛଡା ରାଜ୍ୟର...
ନୂଆ ବର୍ଷରେ ନୂଆ ଅତିଥି
ଶନିବାର ନନ୍ଦନକାନନକୁ ପୂରିଛି 59 ବର୍ଷ. ଏଥିପାଇଁ ନନ୍ଦନକାନନ କତ୍ତୃପକ୍ଷଙ୍କ ତରଫରୁ ବିଶେଷ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା. ଏହି କାର୍ଯ୍ୟକ୍ରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଯୋଗ ଦେଇ ପ୍ରାଣୀ ଉଦ୍ୟାନ ସଂପର୍କରେ ଆଲୋକପାତ କରିଥିଲେ....
ଅସଦାଚରଣ ଅଭିଯୋଗରେ ଶ୍ରୀମନ୍ଦିର ପୋଲିସ ନିଲମ୍ବିତ
ନାବାଳିକାକୁ ଅସଦାଚରଣ କରିଥିବା ପୋଲିସ ବାବୁଙ୍କୁ ଶେଷରେ ଚିହ୍ନଟ କରାଯାଇଛି. ସେ ହେଉଛନ୍ତି ଆଇଆରବି 9ମ ବାଟାଲିୟନର କନେଷ୍ଟବଲ ଛୁକେଶ ମେହେର. ନୂଆବର୍ଷ ଛୁଟି ପାଇଁ ସେ କୋରାପୁଟରୁ ପୁରୀ ଆସିଥିବା ସୂଚନା ମିଳିଛି. ତେବେ ଚିହ୍ନଟ ପରେ ପୋଲିସ...
ଓଡିଆ ଲଭର୍ ପାଇଁ ଭୁବନେଶ୍ୱର ଆସିବ ଗହମଗୋରୀ
ପ୍ରେମର ଆକର୍ଷଣ ଅଦ୍ଭୁତ. ପ୍ରେମ କିଛି ମାନେ ନାହିଁ. ଯେତେ ଝଡଝଞ୍ଜା ଆସିଲେ ମଧ୍ୟ ଦୁଇଟି ମନ ଏକ୍ ହବା ପାଇଁ ବ୍ୟାକୁଳ ହୋଇଥାନ୍ତି. ଯେକୌଣସି ପ୍ରତିବନ୍ଧକୁ ମୁକାବିଲା କରିବା ପାଇଁ ପ୍ରେମୀ ପ୍ରସ୍ତୁତ ହୋଇଯାନ୍ତି. ସୀମା,ସରହଦ ଡେଇଁ ଏକାଠି...
ନୀତିକାନ୍ତି ବିଳମ୍ବ ନେଇ ପୁରୀ ଗଜପତିଙ୍କ ପ୍ରତିକ୍ରିୟା
ଶୁକ୍ରବାର ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ହେବା ନେଇ ଶନିବାର ପୁରୀ ଗଜପତି ଦିବ୍ୟସିଂହ ଦେବ ନିଜ ପ୍ରତିକ୍ରିୟା ରଖି କ୍ଷୋଭ ପ୍ରକାଶ କରିଛନ୍ତି. ଏହି ସମସ୍ୟା ପଛରେ ରାଜ୍ୟ ସରକାର ଦାୟୀ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି. ଅନ୍ୟପଟେ...
ସେବାୟତଙ୍କ ବିରୋଧରେ କି ଦଫା ଲାଗିବ ?
ଶ୍ରୀମନ୍ଦିର ଏବେ କାହା ନିୟନ୍ତ୍ରଣରେ ? ସରକାର ନା ସେବାୟତ ? ଗତକାଲିର ଘଟଣାରୁ ଯାହା ଜଣାପଡୁଛି, ଶ୍ରୀମନ୍ଦିର ଆଉ ସରକାରଙ୍କ ଆୟତ୍ତରେ ନାହିଁ ! ସେବାୟତ ଯେତେବେଳେ ଯାହା ଚାହିଁବେ, ତାହା କରିବେ. ସତେ ଯେମିତି ସେବାୟତମାନେ ସରକାର...
ପୁଲୱାମାରେ ଏନକାଉଣ୍ଟର, 4 ଆତଙ୍କବାଦୀ ନିହତ
ଶନିବାର ସକାଳେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ରାଜପୋରାରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଫଳରେ 4 ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ 16 ଜଣ ଆହତ ହୋଇଥିବା ସୂଚନା ମିଳିଛି. ମାତ୍ର...








