ଶସ୍ତା ହେବ ସିମେଣ୍ଟ, କଂପ୍ୟୁଟର, ଭିଡିଓ ଗେମ୍ … ଖସିଲା ଜିଏସଟି ସ୍ଲାବ୍
ଶେଷରେ ସରକାର ଚଢା ଟିକସରେ ଟିକେ କୋହଳ କରିବାକୁ ନିଷ୍ପତ୍ତି ନେଲେ. ଶନିବାର ବସିଥିବା ଜିଏସଟି କାଉନସିଲ ବୈଠକରେ 33ଟି ସାମଗ୍ରୀ ଉପରେ ଦର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି. ଯେଉଁ ସବୁ ଦ୍ରବ୍ୟ ଉପରେ ପୂର୍ବରୁ 28, 18...
ରାଜ୍ୟ କ୍ୟାବିନେଟରେ ବଡ ନିଷ୍ପତ୍ତି
ଚାଷୀଙ୍କ ପାଇଁ ନୂଆ ଯୋଜନା ଆରମ୍ଭ କରିବେ ରାଜ୍ୟ ସରକାର. ଯୋଜନାର ନାଁ ଦିଆଯାଇଛି ‘କାଳିଆ’. ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି. ଚାଷୀଙ୍କ ପାଇଁ ‘କାଳିଆ’ (କୃଷକ ଆସିଷ୍ଟାଣ୍ଟ୍ସ ଫର୍...
ବଢୁଛି ଆତ୍ମବିଶ୍ୱାସ !
ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ଚୌକୀରେ ବସିବା ପାଇଁ ସଜ ହେଲେଣି. ଗତ ଅଠରବର୍ଷ ଧରି ଯାହା ହୋଇପାରିନଥିଲା, ଏଥର ନିରଞ୍ଜନ କରି ଦେଖେଇବେ ବୋଲି ସାହସ କୁଳେଇଲେଣି. ପଡୋଶୀ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ କ୍ଷମତାସୀନ...
ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ
ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି । ରାଷ୍ଟ୍ରାୟତ ବ୍ୟାଙ୍କ ଅଫିସର ସଂଘ ଏହି ବନ୍ଦ ଡାକରା ଦେଇଛି । ବେତନ ସଂଶୋଧନ ଓ ସରକାରୀ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଧର୍ମଘଟ କରାଯାଉଛି । କେବଳ ସୋମବାରକୁ...
ଆରମ୍ଭ ହେଲା ଅପରାଜିତାଙ୍କ ରାଜ୍..
ଆଇଏଏସ ଚାକିରି ଛାଡି ଅପରାଜିତା ବିଜେପିରେ ଯୋଗଦେବା ପରେ ଦଳ ଭିତରେ ଚାପା ଗୁଞ୍ଜରଣ ଆରମ୍ଭ ହେଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରିୟ ସଭାପତି ଅମିତ ଶାହଙ୍କ ଠାରୁ ବର ପାଇ ଆସିଥିବାରୁ ଅପରାଜିତାଙ୍କ ପ୍ରଭାବ...
ଚାଷୀ ପାଇଁ କାନ୍ଦିବେ ସମସ୍ତେ!
ତିନୋଟି ରାଜ୍ୟରେ କଂଗ୍ରେସ କ୍ଷମତାସୀନ ହେବା ପଛରେ କାମ କରିଛି ଚାଷୀ ପ୍ରସଙ୍ଗ । କଂଗ୍ରେସ କ୍ଷମତାକୁ ଆସିଲେ କୃଷିଋଣ ଛାଡ କରିବ ବୋଲି ପ୍ରତିଶ୍ରୁତି ଦେଇ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ସରକାରକୁ ଆସିଲା । ତେଣୁ ୨୦୧୯ରେ...
ଚାମ୍ପିଅନ ପଦ୍ମିନୀ
ଓଡିଆ ଚେସ୍ କୁଇନ ପଦ୍ମିନୀ ରାଉତଙ୍କୁ ମିଳିଛି ସଫଳତା । ଏସିଆନ ମହିଳା ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପଦ୍ମିନୀ । ଫିଲଫାଇନ୍ସରେ ଚାଲିଥିବା ଟୁର୍ଣ୍ଣାମେଣ୍ଟରେ ୯ଟି ରାଉଣ୍ଡରୁ ୭ ପଏଣ୍ଟ ପାଇଁ ଚାମ୍ପିୟନ ହୋଇଛନ୍ତି ସେ । ଏଥିସହ...
ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଉଛି ‘ପେଥାଇ’
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ ‘ପେଥାଇ’ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ସ୍ଥଳପଥ ଆଡକୁ ମାଡି ଆସୁଛି । ଗତକାଲି ଏହା ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇସାରିଥିବାବେଳେ ଆଗାମୀ ୨୪ ଘଂଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପନେବା...
ରାଫେଲକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍
ଯୁଦ୍ଧ ବିମାନ ରାଫେଲକୁ ନେଇ ଚାଲିଥିବା ରାଜନୈତିକ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ସୁପ୍ରିମକୋର୍ଟ. ରାଫେଲ କିଣାରେ ଲାଞ୍ଚ କାରବାର ତଥା ଅନିୟମିତତାକୁ ନେଇ ସନ୍ଦେହ କରିବାର କିଛି ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି . ଏଥିସହିତ ରାଫେଲ ଚୁକ୍ତିରେ...
ଓଡିଶାରେ କ୍ଷମତା ଦଖଲ ପାଇଁ କଂଗ୍ରେସ ଆଶାବାଦୀ
ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସର ସଫଳତା ପ୍ରଦେଶ କଂଗ୍ରେସରେ ଏବେ ନୂଆ ଆଶା ସଂଚାର କରିଛି । ପିସିସି ସଭାପତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚାଷୀ ଏବଂ ଚାଷର ସମସ୍ୟାକୁ ନେଇ ସମ୍ବେଦନହୀନ ରାଜନୈତିକ...















