ପୁଣି ଫେଲ୍ ଜନନୀ ସୁରକ୍ଷା ଯୋଜନା
ମାଲକାନଗିରି ଜିଲ୍ଲାରେ ପୁଣି ଭାରାରେ ବୁହାହେଲେ ଗର୍ଭବତୀ ମହିଳା. ଫେଲ୍ ମାରିଲା ଜନନୀ ସୁରକ୍ଷା ଯୋଜନା. ଘଟଣା ଘଟିଛି ନିଲାକାମ୍ବୋ ପଂଚାୟତ ଅନ୍ତର୍ଗତ ପଡାଲପୁଟ ଗାଁରେ . ଏହି ଗାଁର ସମାରି ଖରା ନାମକ ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା...
ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ବୋର୍ଡ ସଜାଗ
ଶୁକ୍ରବାର ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା. ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି. ପ୍ରଶ୍ନପତ୍ର ନୋଡାଲ ସେଣ୍ଟରକୁ ପଠାସରିଥିବା ବେଳେ ଆସନ୍ତାକାଲି ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି. ପ୍ରଶ୍ନପତ୍ର ବିତରଣ ପାଇଁ...
ରକ୍ତଚାପ ସ୍ତର ଜାଣିବା ପାଇଁ ଆସିଲା ନୂଆ ସ୍ମାର୍ଟ ୱାଚ
ଷ୍ଟ୍ରେସ ଲେବଲ ଓ ରକ୍ତଚାପ ସ୍ତର ଜାଣିବା ପାଇଁ ସାମସଙ୍ଗ କମ୍ପାନୀ ଲଞ୍ଚ କରିଛି ନୂଆ ସ୍ମାର୍ଟ ୱାଚ. ଯାହାର ନାଁ ରହିଛି ଗାଲାକ୍ସି ୱାଚ ଆକ୍ଟିଭ. ଏହାର ବଜାର ମୂଲ୍ୟ ରହିଛି 14,200 ଟଙ୍କା. ଏହି ସ୍ମାର୍ଟ ୱାଚ...
ଓଡିଶା ବନ୍ଦକୁ ବିଜେପି କୃଷକ ମୋର୍ଚ୍ଚାର ସମର୍ଥନ
ଗୁରୁବାର ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି. ଏହି ବନ୍ଦକୁ ବିଜେଡି ଛଡା ବିଜେପି ଓ କଂଗ୍ରେସ ସମର୍ଥନ ଦେଇଥିବା ବେଳେ ବିଜେଡି ସରକାର ଚାଷୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡାଇ ନେଇପାରିବେ ନାହିଁ ବୋଲି...
16 ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା….
16 ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ଶିଶୁ. ପୁନେର ଥୋରାଣ୍ଡଲେ ଗାଁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି. ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ରବି ପଣ୍ଡିତ ଭିଲ ନାମକ ଜଣେ 6 ବର୍ଷର ଶିଶୁ ଖେଳୁଥିବା ସମୟରେ...
ବରଗଡରେ ମୁଖ୍ୟମନ୍ତ୍ରୀ : ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ବରଗଡ ସୋହେଲାରେ ବିଶାଳ ଚାଷୀ ମହାସମାବେଶକୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. କାଳିଆ ଯୋଜନାରେ ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବାଣ୍ଟିବା ସହ କାଳିଆ କେବଳ ଓଡିଶା ନୁହେଁ, ସମଗ୍ର ଦେଶର ଚାଷୀଙ୍କ ପାଇଁ ଏକ ଆଦର୍ଶ ଯୋଜନା...
ଆସିଲା ‘କେଶରୀ’ ଟ୍ରେଲର
ଖିଲାଡୀ ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ଟ୍ରେଲର ରିଲିଜ ହୋଇଯାଇଛି. ଏହି ଫିଲ୍ମରେ ଅକ୍ଷୟ ଯୋଦ୍ଧା ଭୂମିକାରେ ନଜର ଆସିଛନ୍ତି ଏବଂ ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ଅଭିନେତ୍ରୀ ପରିଣିତି ଚୋପ୍ରା. ଏହାର ନିର୍ଦ୍ଦେଶନା ଅନୁରାଗ ସିଂ ଦେଇଥିବା ବେଳେ...
ପୁଲୱାମାଠାରୁ ବଡ ଆକ୍ରମଣ ପାଇଁ ଚାଲିଛି ଷଡଯନ୍ତ୍ର
ପୁଲୱାମା ଆକ୍ରମଣ ଘଟଣା ଦେଶବାସୀଙ୍କ ମନରୁ ନଲିଭୁଣୁ ପୁଣି ଏକ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଛି ଜୈଶ-ଏ-ମହମ୍ମଦ । ଏଥିପାଇଁ ସଜାଗ ରହିବାକୁ ଭାରତୀୟ ଗୁଇନ୍ଦା ବିଭାଗ ସୁରକ୍ଷାବାହିନୀକୁ ସତର୍କ କରାଇ ଦେଇଛି । ଜୈଶ-ଏ-ମହମ୍ମଦ ସଂଗଠନ...
ଭୂତଳ ରାସ୍ତା ଦାବିରେ ରେଳ ରୋକ
ବିଷମ କଟକ ବ୍ଲକ କେରାଣ୍ଡିଗୁଡାରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକେ. କେରାଣ୍ଡିଗୁଡା-କଳିପଙ୍ଗା ରାସ୍ତାରେ ଯାଇଥିବା ରେଳ ଧାରଣାରେ ଭୂତଳ ରାସ୍ତା ନିର୍ମାଣ ଦାବି ନେଇ ରେଳରୋକ କରିଛନ୍ତି ଅଞ୍ଚଳବାସୀ. ଫଳରେ ଉଭୟ ପଟୁ ଆସୁଥିବା ମାଲବାହୀ ଟ୍ରେନ ଅଟକି ରହିଛି....
ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର
ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ମୁସୁରିପଦର ଗାଁ ନିକଟ ଟ୍ରେନ ଲାଇନରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି. ବୁଧବାର ଅପରାହ୍ନରେ ଯୁବତୀ ଜଣକ ଟ୍ରେନ ଲାଇନରେ ମରି ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ. ପରେ...



















