ଦିନ ୧ଟା ସୁଦ୍ଧା ୪୧ପ୍ରତିଶତ ମତଦାନ
ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ସକାଳ ୭ରୁ ଭୋଟିଂ ଆରମ୍ଭ ହୋଇଯାଇଛି । ତେବେ ଦିନ ଗୋଟାଏ ସୁଦ୍ଧା ୪ଟି ଜାଗାରୁ ୪୧ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ତେବେ...
କଂଗ୍ରେସରୁ ସୋନାଲିଙ୍କ ଇସ୍ତଫା
ଟିକେଟ ବଣ୍ଟନ ପରଠାରୁ କଂଗ୍ରେସ ପାଇଁ ବଢିବାରେ ଲାଗିଛି ଅଡ଼ୁଆ ।ଆଜି କଂଗ୍ରେସ ମୁଖପାତ୍ର ତଥା ଟାଣୁଆ ନେତ୍ରୀ ସୋନାଲି ସାହୁ ଦଳରୁ ଇସ୍ତଫା ଦେଇଛନ୍ତି । ଟିକେଟ ବଣ୍ଟନରେ ଅସନ୍ତୁଷ୍ଟ ଥିବା ହେତୁ ସେ ଦଳରୁ ଇସ୍ତଫା ଦେଇଥିବା...
କାଲି ଆସିବେ ଶାହା
ଶୁକ୍ରବାର ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା । ଶାହା କାଲି କେନ୍ଦୁଝର ଜିଲ୍ଲା ଗସ୍ତ କରିବେ । ସେଠାରେ ସେ କର୍ମୀଙ୍କୁ ସମ୍ବୋଧନ କରିବେ । କେନ୍ଦୁଝର ମେଡିକାଲ କଲେଜ ପଡିଆରେ ଏହି ସଭାର...
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଆରମ୍ଭ
ସାଧାରଣ ନିର୍ବାଚନ ପାଇଁ ଆଜି ଦେଶର ୨୦ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ୪ଟି ଲୋକସଭା ସହ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ୪ଟି...
ହାତ ଟେକିଦେଲେ ନିରଞ୍ଜନ
ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସରେ ବିଦ୍ରୋହ ମୁଣ୍ଡ ଟେକିଥିବା ବେଳେ ହାତ ଟେକିଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସଫେଇ ଦେଇଛନ୍ତି, କାହା ଟିକେଟ କଟିବା ପାଇଁ ସେ ଦାୟୀ ନୁହଁନ୍ତି. କଂଗ୍ରେସରେ ତିନି ସେଣରେ ପ୍ରାର୍ଥୀ ଚୟନ...
‘ପିଏମ ନରେନ୍ଦ୍ର ମୋଦି’ ଉପରେ ଲାଗିଲା ରୋକ୍
ରିଲିଜ୍ ପାଇଁ ପୁରା ପ୍ରସ୍ତୁତ ଥିଲା ବହୁ ଚର୍ଚ୍ଚିତ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦୀ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନି ଉପରେ ଆଧାରିତ ହୋଇଥିଲା ଏହି ଫିଲ୍ମ । ସେନସର ବୋର୍ଡ ଗ୍ରୀନ ସିଗନାଲ ପରେ ମଧ୍ୟ ରିଲିଜ...
୨୭ ଲକ୍ଷ ଫୋପାଡି ଉଡିଗଲା ଅଡି
ନିର୍ବାଚନ ପୂର୍ବରୁ ଉଡୁଛି ପୁଳାପୁଳା ଟଙ୍କା । କେଉଁଠି ପ୍ରାର୍ଥୀଙ୍କ ଗାଡିରୁ ଟଙ୍କା ଜବତ ହେଲାଣି ତ ଆଉ କେଉଠୁଁ ନମ୍ବର ବିହୀନ ଗାଡିରୁ ଲକ୍ଷ ଳକ୍ଷ ଟଙ୍କା ଜବତ କରୁଛି ସ୍ପେଶାଲ ସ୍କ୍ୱାର୍ଡ । ସୁଚନାଅନୁସାରେ, ସୁନ୍ଦରଗଡର ବିଶ୍ରା...
ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ କାଉଣ୍ଟଡାଉନ
ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ରାତି ପାହିଲେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ । ସରକାରୀ କର୍ମଚାରୀ ବୁଥ ମୁହାଁ । ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ହେବ ମତଦାନ। ଭୋଟ ଦେବେ ୬୦ ଲକ୍ଷ ଭୋଟର ।...
ବଞ୍ଚିଥିବା ଯାଏଁ କାଳିଆ ଯୋଜନା ଚାଲୁ ରହିବ
କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି । କିନ୍ତୁ କେନ୍ଦ୍ର ସରକାର ଏ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ସୁନ୍ଦରଗଡର...
ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ସିପ୍ରା
ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ବିଜେଡିର କେନ୍ଦ୍ରାପଡା ବିଧାୟିକା ସିପ୍ରା ମଲ୍ଲିକ. ଦଳୀୟ ଟିକେଟ ନ ପାଇବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ସିପ୍ରା . ବିଜେଡି କେନ୍ଦ୍ରାପଡାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିଥିବାରୁ ଅସନ୍ତୁଷ୍ଟ ସିପ୍ରା...







