ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ: ୪ମୃତ
ଛତିଶଗଡ଼ ଦାନ୍ତେଓ୍ଵାଡ଼ା ଜିଲ୍ଲା ଅର୍ନ୍ତଗତ ବାଚିଲିରେ ନକ୍ସଲମାନେ ପୁଣି ଏକ ବଡ ଧରଣର ହାମ୍ଲା ଘଟାଇଛନ୍ତି। ଏକ ବସ୍ ଉପରେ ଆଇଇଡି ବିସ୍ଫୋରଣ ଘଟାଇଥିବା ଜାଣିବାକୁ ମିଳିଛି । ଏଥିରେ ୩ ଜଣ ସାଧାରଣ ନାଗରିକ ଓ ଅନ୍ୟଜଣେ ସେଣ୍ଟ୍ରାଲ...
ସୁନ୍ଦରୀ ପରେ ଯଶୋଦା ମାରିଲା ମଣିଷ
ଅନୁଗୁଳର ସାତକୋଶିଆ ଜଙ୍ଗଲରେ ପହଞ୍ଚିବାର କିଛି ଦିନ ପରେ ବଦନାମ ହେଲା ଜଙ୍ଗଲରାଣୀ ‘ସୁନ୍ଦରୀ’ । ତେବେ ଯେଉଁ ମଣିଷମରା ସୁନ୍ଦରୀକୁ ଧରିବା ପାଇଁ ବନବିଭାଗ କୁମ୍କୀ ହାତୀ ‘ଯଶୋଦା’କୁ ବ୍ୟବହାର କରିଥିଲେ, ସେହି ଯଶୋଦା ଏବେ ମଣିଷ ମାରିଛି...
ନଭେମ୍ବର ୧୬ରୁ +୨ ଫର୍ମ ଫିଲଅପ୍
୨୦୧୮-୧୯ ଶିକ୍ଷାବର୍ଷ ଯୁକ୍ତ ୨ ପରୀକ୍ଷା ପାଇଁ ଗୁରୁବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫର୍ମ ଫିଲଅପ୍ ତାରିଖ ଘୋଷଣା କରାଯାଇଛି। ନଭେମ୍ବର ୧୬ରୁ ଯୁକ୍ତ ଦୁଇ ଫର୍ମ ଫିଲ୍ ଅପ୍ ପ୍ରକ୍ରିୟା ଆରମ୍ଭ । ତେଣୁ ଛାତ୍ରଛାତ୍ରୀମାନେ...
ବିମୁଦ୍ରାକରଣକୁ ୨ ବର୍ଷ: ଫେରିଲାନି କଳାଟଙ୍କା
ବିମୁଦ୍ରାକରଣକୁ ପୁରିଗଲା ଦୁଇବର୍ଷ. ହେଲେ ଫେରିଲାନି କଳାଟଙ୍କା. ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା କରିଥିଲେ । ଦୁର୍ନୀତି ଓ କଳାଟଙ୍କା ବିରୋଧରେ ଏହା ଏକ ଲଢେଇ ବୋଲି ମୋଦୀ କହିଲେ । ସେହିଦିନ ମଧ୍ୟ...
ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ବିବାହିତା ମହିଳା
କେନ୍ଦୁଝର ଜିଲ୍ଲା ବଡନୂଆଗାଁରେ ଅଭାବନୀୟ ଘଟଣା । ଜଣେ ବିବାହିତା ମହିଳା ଯୁବକଙ୍କର ଗୁପ୍ତାଙ୍ଗକୁ କାଟି ଦେଇଛନ୍ତି । ଗୁରୁତର ଯୁବକ ରାଜେନ୍ଦ୍ର ନାଏକଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୁଚନାଅନୁସାରେ ପଣ୍ଡାପଡ଼ା ଥାନା ଅନ୍ତର୍ଗତ...
ପୁଣି ମାଓ ବର୍ବରତା: ଘରୁ ଡାକିନେଇ ମାରିଦେଲେ
ପୋଲିସର ଏନକାଉଣ୍ଟର ପରେ ବି ହିଂସାତ୍ମକ କାଣ୍ଡ ଜାରି ରଖିଛି ମାଓବାଦୀ ସଙ୍ଗଠନ । ପୁଣି ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ମାଓ ବର୍ବରତା ଦଖିବାକୁ ମିଳିଛି । ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଘରୁ ଡାକି ନେଇ ନିର୍ମମ...
ଦାମ ଗଢିବେ ନୂଆ ଦଳ
ଦାମ ଗଢିବେ ନୂଆ ଦଳ । ବିଜେଡିରୁ ବହିଷ୍କାର ହୋଇଥିବା ପାରାଦ୍ୱୀପ ବିଧାୟକ ଦାମ ନୂଆ ରାଜନୈତିକ ଦଳ ଗଢିବା ନେଇ ଆଭାସ ଦେଇଛନ୍ତି । ଏହାସହ ଦୀପାବଳୀରେ ରାଜ୍ୟ ସରକାରଙ୍କୁ ବାଣ ମଧ୍ୟ ମାରିଛନ୍ତି ଦାମ ।
ଶ୍ରୀ ରାଉତ...
ନଭେମ୍ବର ୧୯ରେ ଇସ୍ତଫା ଦେଇପାରନ୍ତି ଆରବିଆଇ ଗଭର୍ନର
ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ନଭେମ୍ବର ୧୯ରେ ଆରବିଆଇ ଗଭର୍ନର ଉର୍ଜିତ ପଟେଲ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ବୋଲି ବୁଧବାର ଦିନ ଏକ ଗଣମାଧ୍ୟମ ସୂତ୍ରରୁ ଖବର...
ପୟା ଶ୍ରାଦ୍ଧରେ ଶ୍ରୀମନ୍ଦିର ଭିତରେ ପ୍ରବଳ ଭିଡ: ଶ୍ରଦ୍ଧାଳୁ ଅସୁସ୍ଥ
ପବିତ୍ର ଦୀପାବଳି ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏହି ଗହଳି ଭିତରେ ଚାପି ହୋଇ ଜଣେ ବୃଦ୍ଧା ହବିଷ୍ୟାଳି ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ପୁରୀ ଜିଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ,...
ବାଣ ବ୍ୟବସାୟ ପାଇଁ ନିୟମ କଡାକଡି, ହେଲେ ସୁରକ୍ଷା ଶୂନ
ଦୀପାବଳୀ ପାଇଁ ସାରା ଦେଶ ଉତ୍ସବ ମୁଖର. ବିଭିନ୍ନ ସ୍ଥାନରେ ବାଣ ବଜାରରେ ଲୋକଙ୍କ ଭିଡ. କାଳେ କିଛି ଅଘଟଣ ଘଟିବ ସେଥିପାଇଁ ବହୁ ପୂର୍ବରୁ ସୁପ୍ରିମକୋର୍ଟ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି. ଅଧିକ ଶବ୍ଦ ପ୍ରଦୂଷଣକାରି ବାଣ ବିକ୍ରି କରିବା...













