ସୁନ୍ଦରୀ ସନ୍ଧାନରେ ଯଶୋଦା
ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ନୟାନ୍ତ ବନ ବିଭାଗ । ପ୍ରଥମରୁ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ କରୁଥିଲା ବନବିଭାଗ । ସବୁଥିରେ ଫେଲ୍ ମାରିବା ପରେ ଚନ୍ଦକା ଅଭୟାରଣ୍ୟରେ ଥିବା ତାଲିମପ୍ରାପ୍ତ ହାତୀ ‘ଯଶୋଦା’କୁ ଆଜି...
ବିଧାନସଭା ଗୃହ କମିଟି ନିକଟରେ ସତ୍ୟପାଠ ଦାଖଲ କଲେ ଅଭିଜିତ
ଶନିବାର ତୃତୀୟ ଥର ପାଇଁ ବିଧାନସଭା ପରିସରରେ ଗୃହକମିଟି ସମ୍ମୁଖରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି ଅଭିଜିତ ଆୟାର ମିତ୍ର । ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ...
୭ ହାତୀ ମୃତ୍ୟୁ ଘଟଣାରେ ୩ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀ ମୃତ୍ୟୁ ଘଟଣାରେ ୩ଜଣଙ୍କୁ ଗିରଫ କଲା କ୍ରାଇମ୍ବ୍ରାଞ୍ଚ । ନିଜ ଦାୟିତ୍ୱରେ ଅବହେଳା କରିଥିବାରୁ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ହାତୀଙ୍କ ମୃତ୍ୟୁ ପଛରେ ସେମାନେ ହିଁ ଦାୟୀ ବୋଲି...
ପୋଲସରା ଦୁଷ୍କର୍ମ ପୀଡିତାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ସମାଲୋଚନା
ରାଜ୍ୟରେ ନାବାଳିକା ସଂପୂର୍ଣ୍ଣ ଭାବେ ଅସୁରକ୍ଷିତ । ମୁଖ୍ୟମନ୍ତ୍ରୀ କିମ୍ବା ମହିଳା ଏବଂ ଶିଶୁ ବିକାଶ ମନ୍ତୀ ପୀଡିତାଙ୍କୁ ନଭେଟିବା ନିନ୍ଦନୀୟ । ଆଜି ଏଭଳି ଭାବେ ପୋଲସରା ନାବାଳିକା ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ...
୩ ଆଇନଜୀବୀ ବହିଷ୍କୃତ: ୯ ଯାଏଁ ଜାରି ରହିବ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ହାଇକୋର୍ଟ ବାର ସାଧାରଣ ପରିଷଦରୁ ୩ ଓକିଲ ବହିଷ୍କୃତ । ଅଇନଜୀବୀ ଅସୀମ ଅମିତାଭ ଦାସ, ମିଲନ କାନଗୋ ବହିଷ୍କୃତ ହୋଇଥିବା ବେଳେ ଆଇନଜୀବୀ ବଂଶୀଧର ଶତପଥୀଙ୍କୁ ମଧ୍ୟ ବହିଷ୍କୃତ କରାଯାଇଛି । ଏଥି ସହିତ ଆଇନଜୀବୀ ଟହଲି ଚରଣ...
ସୁପ୍ରିମକୋର୍ଟରେ ନୂଅା ବିଚାରପତିଙ୍କ ନିଯୁକ୍ତି
4ଟି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଛି । ଗୁରୁବାର ରାଷ୍ଟ୍ରପତି ଭବନରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମଧ୍ୟପ୍ରଦେଶ, ଗୁଜରାଟ, ପାଟନା ଓ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଯଥାକ୍ରମେ ଜଷ୍ଟିସ ହେମନ୍ତ ଗୁପ୍ତା,...
ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଗିରଫ
ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ । ଗିରଫ ପରେ ସେମାନଙ୍କ ନିକଟରୁ ନଗଦ 44 ହଜାର ଟଙ୍କା, 3ଟି ଖଣ୍ଡା, ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ଲୁହାରଡ଼, 7ଟି ମୁଖା ଓ 11ଟି ମୋବାଇଲ ଜବତ ହୋଇଛି...
ପୁଣି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ
ପୁଣି ଉଠିଛି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି। ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ଦୋହରାଇଛନ୍ତି। ଭୁବନେଶ୍ୱରରେ ଜନସମ୍ପର୍କ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମେଣ୍ଟ ସରକାର ସମୟରେ ଓଡିଶାକୁ...
ଏକାମ୍ର ସ୍ପୋର୍ଟସ ଲିଟେରାରି ଫେଷ୍ଟିଭାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଆରମ୍ଭ ହେଲା ଏକାମ୍ର ସ୍ପୋର୍ଟ୍ସ ଲିଟେରାରି ଫେଷ୍ଟିଭାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଫେଷ୍ଟିଭାଲକୁ ଉଦଘାଟନ କରି କହିଛନ୍ତି କି ଏହା ଲୋକଙ୍କ ମନରେ ଖେଳ ପ୍ରତି ସ୍ୱତନ୍ତ୍ର ଉତ୍ସାହ ସୃଷ୍ଟି...
‘ସାମ୍ବାଦିକ ଆମର ଶତ୍ରୁ ନୁହେଁ ବରଂ ମିତ୍ର’: ମାଓବାଦୀଙ୍କ ସ୍ପଷ୍ଟୀକରଣ
ଛତିଶଗଡ ଦନ୍ତେୱାଡାରେ ମାଓବାଦୀଙ୍କ ଗୁଳିରେ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ ସହିଦ ହୋଇଥିବା ଘଟଣାରେ ଶୁକ୍ରବାର ମାଓ ସଂଗଠନ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି । କ୍ୟାମେରାମ୍ୟାନ ମୃତ୍ୟୁ ଘଟଣାକୁ ନେଇ ସିପିଆଇ ମାଓ ସଙ୍ଗଠନ ଦୁଃଖ ପ୍ରକାଶ କରିବା ସହ...
















