ଓଡିଆ ବିଶ୍ୱବିଦ୍ୟାଳୟ ଶିଳାନ୍ୟାସକୁ ନେଇ ରାଜନୀତି ଛୁଙ୍କ
ଓଡିଆ କହିବା ପାଇଁ ନବୀନ ସଂକଳ୍ପ ନିଅନ୍ତୁ:ବିଶ୍ୱଭୂଷଣ
ଓଡିଆ ଭାଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାଠଗଡାକୁ ଟାଣିଚି ବିଜେପି । ସାରା ଦେଶରେ ନବୀନ ପଟ୍ଟନାୟକ ଜଣେ ବ୍ୟତିକ୍ରମ । ଯିଏକି ଶାସକ ହୋଇ ଶାସିତର ଭାଷା ବୁଝିପାରିନାହାନ୍ତି ।...
ବକୁଳ ବନରେ ଓଡିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ
ଓଡିଆ ବିଶ୍ୱବିଦ୍ୟାଳୟ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତ୍ୟବାଦୀ ବକୁଳ ବନରେ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ସତ୍ୟବାଦୀରେ ମୁଖ୍ୟମନ୍ତ୍ରୀ ଓଡିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।...
ଉପକୂଳ ଆଡକୁ ମାଡି ଆସୁଛି ‘ତିତଲି’, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ସାମୁଦ୍ରୀକ ଝଡର ରୁପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାହର ପ୍ରଭାବରେ ଆସନ୍ତା ୩ଦିନ...
ଗିରଫ ହେଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁର
ଆନ୍ଧ୍ରପ୍ରଦେଶରୁ ଗିରଫ ହେଲେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁର । ଯୁବତୀଙ୍କୁ ଅସଦାଚରଣ ଓ ମାଡ଼ ମାରିବା ଅଭିଯୋଗରେ ସୋମବାର ବିଧାୟକଙ୍କୁ ଗିରଫ କରିଛି ପୋଲିସ ।
ସେପ୍ଟେମ୍ବର 4 ତାରିଖରେ ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ନେଇ ବିଧାୟକଙ୍କ ବିରୋଧରେ...
ଏସିଆନ୍ ପାରା ଗେମ୍ସରେ ଓଡ଼ିଆ ଝିଅର କମାଲ, ହାତେଇଲେ ବ୍ରୋଞ୍ଚ
ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ ପାରା ଗେମ୍ସ୍ 2018ରେ ବ୍ରୋଞ୍ଚ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡିଆ ଝିଅ ଜୟନ୍ତୀ ବେହେରା । 200 ମିଟର ମହିଳା ଦୌଡ଼ରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ଆଥଲେଟ୍...
ଆସୁଛି ତିତଲି : 9 ରୁ ପବନ 10 ରୁ ବର୍ଷା
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି. ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ଅବପାତ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ ବାତ୍ୟାର ନାଁ...
ପାରାଦୀପରେ ପହଁଞ୍ଚିଲା ମେମୋ ଟ୍ରେନ
ସୋମବାର ପ୍ରଥମ କରି ପାରାଦୀପକୁ ମେମୋ ଟ୍ରେନ ଚଳାଚଳ କରିଛି । ପୂର୍ବତଟ ରେଲୱେ ପକ୍ଷରୁ ଏହି ଟ୍ରେନ ଚଳାଚଳ କରିବ । ପୂର୍ବରୁ ଚାଲୁଥିବା ପାରାଦୀପ-ପଲାସା ଯାତ୍ରୀବାହୀ ଟ୍ରେନ ବଦଳରେ ଏହା ଚାଲିବ । ଦିନକୁ ଥରେ ଏହି...
ପିଣ୍ଡ ପରେ ଦଣ୍ଡ !
ବାବୁ ବାଇଶି ପାହାଚରେ ପିଣ୍ଡଦାନ କରି ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବାକୁ ଯାଇଥିଲେ । ମାତ୍ର ପିତୃ ପୁରୁଷ ସନ୍ତୁଷ୍ଟ ହେବେ କ’ଣ, ପିଣ୍ଡଦାନ ପରେ ବାବୁଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡିଲା । ଶ୍ରୀମନ୍ଦିର ପରିସରରେ ନିଜ କ୍ଷମତା ବଳରେ...
କାର୍ଯ୍ୟାଳୟରେ ଯୌନ ନିର୍ଯାତନାର ଶିକାର ହେଲେ ଆପଣ କ’ଣ କରିବେ ?
କିଛିଦିନ ପୂର୍ବରୁ ଫିଲ୍ମ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ସହ କଙ୍ଗନା ରଣାୱତ୍ ଓ ଅନ୍ୟ କଳାକାରମାନେ ଫିଲ୍ମ ନିର୍ଦ୍ଦେଶକ ନାନା ପାଟେକରଙ୍କ ଉପରେ ଯୌନ ଉତ୍ପୀଡନର ଆରୋପ ଲଗାଇବା ପ୍ରସଙ୍ଗ ଉପରେ ସୋସିଆଲ୍ ମିଡିଆରେ #MeToo ହାସଟ୍ୟାଗ୍ ଟ୍ରେଣ୍ଡ ହେବାରେ...
ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପି ଜନଜାଗରଣ କରିବ ବିଜେପି
ନବୀନଙ୍କୁ ଦୁର୍ନୀତିର ମୁଖ୍ୟ କାର୍ପଟଦାର କହି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏଥିପାଇଁ ବିଜେପି ରାଜ୍ୟବ୍ୟାପୀ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ସେ ଘୋଷଣା କରିଛନ୍ତି । ଏଥିସହ...








