ବହୁଜନ ସମାଜ ପାଟିଁରେ ମିଶିଲେ ସଗରିଆ
ରବିବାର ବହୁଜନ ସମାଜ ପାଟିଁରେ ମିଶିଛନ୍ତି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ଭୁବନେଶ୍ୱରରେ ଲୋୟର ପିଏମଜିରେ ଦଳର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସେ ବିଧିବଧ ଭାବେ ବିଏସପିରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ବିଏସପିର ରାଜ୍ୟ...
ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଓ ମୟୁରଭଞ୍ଜ ଗସ୍ତ
ରବିବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦୁଝର ଓ ମୟୁରଭଞ୍ଜ ଗସ୍ତ କରୁଛନ୍ତି. ଏ ନେଇ କେନ୍ଦୁଝର ଓ ମୟୁରଭଞ୍ଜରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି. ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ...
ସରକାରୀ ଯୋଜନାର ପ୍ରଚାର କରିବ କାଳିଆ
କାଳିଆ ଯୋଜନାର ପ୍ରଚାର ପ୍ରସାର ପାଇଁ ବାହାରିଲା କାଳିଆ ରଥ । ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏଭଳି ଏକ ଅଭିଯାନ ଆରମ୍ଭ...
କରଦାତାଙ୍କ ଟଙ୍କାରେ ରାଜନୀତି: ପଞ୍ଚାନନ
ଅନ୍ତରୀଣ ବଜେଟ୍କୁ ନେଇ ବିଜେପି ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ମଧ୍ୟବିତ୍ତ ଓ ଯୁବପିଢ଼ୀଙ୍କୁ ଧୋକା ଦିଆଯାଇଛି ବୋଲି ସେ କହିଛନ୍ତି । ଏହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି...
ଶୁକ୍ଳା ହେଲେ ସିବିଆଇ ମୁଖ୍ୟ
ମଧ୍ୟପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ରିଷି କୁମାର ଶୁକ୍ଳା ହେବେ ସିବିଆଇ ମୁଖ୍ୟ । ୧୯୮୩ ବ୍ୟାଚର ଏହି ଆଇପିଏସ ଅଫିସରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ମନୋନୀତ କରିଛି । ସିବିଆଇ ମୁଖ୍ୟ ପଦବୀରେ ଅବସ୍ଥାପିତ ପାଇଁ ୩୦...
ଶେଷ ଦିନିକିଆରେ ବଦଲା ନେବ ଭାରତ
ହାମିଲଟନରେ ପରାସ୍ତ ହେବାପରେ ୱେଷ୍ଟପାକରେ ହେବାକୁ ଥିବା ପଞ୍ଚମ ତଥା ଶେଷ ଦିନିକିଆରେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇବା ଲକ୍ଷ୍ୟରେ ରହିଛି. ତେବେ ପୂର୍ବ ମ୍ୟାଚରେ ଉଭୟ ଟିମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ଓ ଶେଷରେ...
ଧାରଣାରେ ବସିଲେ ସିମରନ ପରିବାର
ବହୁ ଚର୍ଚ୍ଚିତ ସମ୍ବଲପୁରୀ ଅଭିନେତ୍ରୀ ସିମରନ ସିଂ ହତ୍ୟା ମାମଲାରେ ସିମରନଙ୍କ ପରିବାର ଏବେ ଧାରଣାରେ ବସିଛନ୍ତି. ସିମରନଙ୍କ ମୃତ୍ୟୁକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଦୋଷୀକୁ ଏ ଯାଏଁ ଦଣ୍ଡ ମିଳିନାହିଁ ବୋଲି କହିଛନ୍ତି ପରିବାର ଲୋକେ. ଶନିବାର ସିମରନଙ୍କ...
ହତ୍ୟା ନା ଆତ୍ମହତ୍ୟା
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି 114 ଗାଁରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି. ସୂଚନା ଅନୁସାରେ, 2 ଦିନ ହେବ ଯୁବତୀ ଜଣକ ନିଖୋଜ ଥିଲେ. ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ....
ଆମେରିକାରେ 129 ଭାରତୀୟ ଛାତ୍ର ଗିରଫ
ଆମେରିକାରେ ଗିରଫ ହୋଇଛନ୍ତି 129 ଜଣ ଭାରତୀୟ ଛାତ୍ର . ଜାଲି ଭିସା ଅଭିଯୋଗରେ ଗିରଫ ହୋଇଥିବା 130 ଜଣ ବିଦେଶୀ ଛାତ୍ରଙ୍କ ମଧ୍ୟରେ 129 ଜଣ ଭାରତୀୟ ଛାତ୍ର ଅଛନ୍ତି. ଏକ ଜାଲ୍ ୟୁନିଭରିସିଟିରେ ଆଡମିସନ କରି ‘ପେ...
ରୋଗୀଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତର
ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି. ମିଳିଥିବା ସୂଚନା ଅନୁସାରେ, ଆପୋଲୋ ହସ୍ପିଟାଲର ପଞ୍ଚମ ମହଲାରେ ନିଆଁ ଲାଗିଛି. ସେହି ମହଲାର ଆଇସିୟୁରେ ଥିବା ରୋଗୀଙ୍କୁ ତୁରନ୍ତ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯାଇଛି ବୋଲି ଆପୋଲୋର...



















