24.1 C
Bhubaneswar
Tuesday, March 10, 2026
-Advertisement-

ତାଜିକିସ୍ତାନ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଅକ୍ଟୋବର 7 ତାରିଖରେ ତାଜିକିସ୍ତାନ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହା ତାଙ୍କର ପ୍ରଥମ କେନ୍ଦ୍ର ଏସିଆ ଗସ୍ତ। ତାଜିକ୍‌ ରାଷ୍ଟ୍ରପତି ଇମାମୋଲି ରହମୋନ୍‌ଙ୍କ ସହ କୋବିନ୍ଦ ଏକ ଦ୍ୱିପାକ୍ଷିକ ବୈଠକରେ ବସିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଜାରି...

ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହେଲେ ମହିଳା,ମୋବାଇଲ୍ ଲାଇଟରେ ହେଲା ଚିକିତ୍ସା

ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କୁ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି । ମହିଳାଙ୍କୁ କେହି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ହେଲେ ଅପରାଧ ଭିଆଇଥିବା ଅଭିଯୁକ୍ତର ପତ୍ତା ପାଇନି ପୋଲିସ ।  ଘଟଣାଟି ଘଟିଛି କେନ୍ଦୁଝର...

ନିର୍ବାଚନୀ ବିଗୁଲ: ୫ଟି ରାଜ୍ୟର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ମଧ୍ୟପ୍ରଦେଶ, ରାଜସ୍ଥାନ , ତେଲେଙ୍ଗାନା, ମିଜୋରାମ ଓ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଶନ ପାଂଚଟି ରାଜ୍ୟର ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା...

ଟେଷ୍ଟରେ ଭାରତର ସବୁଠୁ ବଡ ବିଜୟ

ଘରୋଇ ମାଟିରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଦୁର୍ବଳ ଓ୍ଵେଷ୍ଟଇଣ୍ଡିଜକୁ ଇନିଂସ ଓ 272 ରନରେ ପରାସ୍ତ କରିଛି. ଏଥିସହିତ ଭାରତ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ 1-0 ରେ ଆଗୁଆ ରହିଛି. 468 ରନ ପଛରେ...

କାହାଣୀ ହେଉଛି ସମ୍ବଲପୁରରୁ ଜର୍ମାନୀ

ସମ୍ବଲପୁର ଜିଲ୍ଲାର ଏକ ଛୋଟିଆ ଗାଁ ରେ ଜନ୍ମ ଗ୍ରହଣ କରିଥିବା ଶେଷ ଦେବ ନିଜର କଠିନ ପରିଶ୍ରମ ଓ ଦୃଢ ସଂକଳ୍ପ ବଳରେ ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି. ବର୍ତ୍ତମାନ ସେ ଜର୍ମାନୀର ଗଟିଂଗେନ୍ ବିଶ୍ୱବିଦ୍ୟାଳୟରେ...

‘ମେକ୍ ଇନ୍ ଓଡିଶା’ କନକ୍ଲେଭ୍ ରେ ଯୋଗ ଦେବେ ବିଦେଶୀ ପ୍ରତିନିଧି

ଭୁବନେଶ୍ୱରଠାରେ ନଭେମ୍ବର 11 ଠାରୁ 5 ଦିନ ଧରି ଆରମ୍ଭ ହେବାକୁ ଯାଉଛି ମେକ୍ ଇନ୍ ଓଡିଶା କନକ୍ଲେଭ୍. ଏହି କନକ୍ଲେଭ୍ ରେ ଯୋଗ ଦେବେ ବିଭିନ୍ନ ଦେଶର 60 ଜଣ ପ୍ରତିନିଧି. ଯାହା ମଧ୍ୟରେ ସାମିଲ ରହିଛି ଚାଇନା,...

ବରିଷ୍ଠ ନାଗରିକଙ୍କୁ ନେଇ ଗଡିଲା ତୀର୍ଥଯାତ୍ରୀ ଟ୍ରେନ

ବାଲେଶ୍ୱରରୁ ଉଦଘାଟିତ ହେଲା ସପ୍ତମ ତୀର୍ଥଯାତ୍ରୀ ଟ୍ରେନ । ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରାଇବ ଏହି ଟ୍ରେନ । ଭିଡିଓ କନଫରେନ୍ସିଂ ଜରିଆରେ ସଚ୍ଚିବାଳୟରୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଟ୍ରେନ...
video

ନିର୍ମାଣ ଶ୍ରମିକଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧିନରେ ଥିବା ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ‘ନିର୍ମାଣ କୁସୁମ’ ଯୋଜନାର ରାଜ୍ୟସ୍ତରୀୟ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜୟଦେବଭବନ ଠାରେ...

ବିଜେପିର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ

ରାଜ୍ୟ ବିଜେପି ପକ୍ଷରୁ ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶନିବାର ଠାରୁ ଆରମ୍ଭ ହେବ । ଆଜି ଅପରାହ୍ନରେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ...

ଡେନିସ ମୁକେଓ୍ଵଜ ଓ ନାଦିଆ ମୁରାଦ ପାଇବେ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର

ଚଳିତ ବର୍ଷ ଶାନ୍ତି ପଇଁ ନୋବେଲ ପୁରସ୍କାର ପାଇବେ ଆଫ୍ରିକାସ୍ଥିତ କଙ୍ଗୋର ଡାକ୍ତର ଡେନିସ ମୁକେଓ୍ଵଜ ଓ  ଇରାକର ସାମାଜିକ କର୍ମୀ ନାଦିଆ ମୁରାଦ. ନୋବେଲ ପୁରସ୍କାର ଟୟନ କମିଟି ଏହି ଘୋଷଣା କରିଛି. ଏଠାରେ ଉଲ୍ଲେଖଯାଗ୍ୟ ଯେ, 2014...
- Advertisement -

Latest article

Dexscreener: The Ultimate DEX Scanner for Crypto Traders

Dexscreener: The Ultimate DEX Scanner for Crypto Traders Содержание Introduction to Dexscreener Key Features of Dexscreener How to Download Dexscreener Comparing Dexscreener with Other DEX Tools Conclusion and Future Insights Dexscreener...

Boost Your Trading Game with Dexscreener’s Advanced Features

Boost Your Trading Game with Dexscreener's Advanced Features Содержание Introduction to Dexscreener Key Features of Dexscreener How to Download and Install Dexscreener User Experience and Reviews Comparing Dexscreener with Other...

Your Go-To Guide for Mastering Dexscreener and DEX Scanning

Your Go-To Guide for Mastering Dexscreener and DEX Scanning Содержание What is Dexscreener? Key Features of Dexscreener How to Utilize Dexscreener Benefits of Using a DEX Scanner Conclusion: Why Choose...