ପଦ୍ମ ଧରିଲେ ଦାମ
ସବୁ କଳ୍ପନା ଜଳ୍ପନାର ଅନ୍ତ । ବିଜେପିରେ ଯୋଗ ଦେଲେ ବରିଷ୍ଠ ନେତା ଦାମ ରାଉତ । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ଦାମ ରାଉତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା...
ପକେଇଥିବା ଛେପ ଢୋକେନି
ଗୁରୁବାର ସାଂସଦ ବଳଭଦ୍ର ମାଝୀ ବିଜୁ ଜନତା ଦଳ ଛାଡ଼ିଥିବା ବେଳେ ନବୀନଙ୍କ ଉପରେ ବିଷ ଓଗାଳିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ। ପୁଅ ନବୀନ ନିବାସରେ ଥିବା ବେଳେ ଦାମବାବୁ ବିଜେଡି ଦଳ ଏବଂ ଏହାର ମୁଖ୍ୟ ନବୀନଙ୍କ...
କଂଗ୍ରେସରେ ଯୋଗ ଦେଲେ ଯଜ୍ଞେଶ୍ୱର
ଶେଷରେ କଂଗ୍ରେସର ହାତ ଧରିଲେ ଓଡିଶା ଜନମୋର୍ଚ୍ଚାର ମହାସଚିବ ଯଜ୍ଞେଶ୍ୱର ବାବୁ. ସେ ଗୁରୁବାର କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି. ସବୁ ଦିଗକୁ ଦୃଷ୍ଟିରେ ରଖି ସେ କଂଗ୍ରେସରେ ଯୋଗ ଦେଇଛନ୍ତି....
ନିର୍ବାଚନ ଲଢିବେ ଅକ୍ଷୟ !
ନିର୍ବାଚନ ଲଢିବେ ଖିଲାଡୀ ଅକ୍ଷୟ କୁମାର ! ନିଜ କ୍ୟାରିୟର ଭିତରେ ସାମାଜିକ ତଥ୍ୟ ଉପରେ ଆଧାରିତ ଅନେକ ଫିଲ୍ମରେ କାମ କରିସାରିଛନ୍ତି ଅକ୍ଷୟ. ଆଉ ସେହି ଫିଲ୍ମଗୁଡିକ ବକ୍ସ ଅଫିସରେ ହିଟ୍ ମଧ୍ୟ ହୋଇଛି. ଆଉ କିଛି ଫିଲ୍ମରେ...
2019 ନିର୍ବାଚନ ସୁସ୍ଥ ସରକାର ଗଠନ କରିବ: ତୃଣମୂଳ କଗ୍ରେସ
ଆଗକୁ ଅଛି ସାଧାରଣ ନିର୍ବାଚନ. ଏନେଇ ଭୁବନେଶ୍ୱର, ଭଦ୍ରକ ଓ ବାଲେଶ୍ୱର ଲୋକସଭା ସହ 19ଟି ବିଧାନସଭା ଆସନରେ ତୃଣମୂଳ କଂଗ୍ରେସ ଦଳୀୟ ପ୍ରାର୍ଥୀ ଦେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ତୃଣମୂଳ କଂଗ୍ରେସର ସାଧାରଣ...
ରାୱତଙ୍କୁ ମିଳିଲା ପରମ ବିଶିଷ୍ଟ ସେବା ପଦକ
ସେନା ପ୍ରମୁଖ ଜେନେରାଲ ବିପିନ ରାୱତଙ୍କୁ ମିଳିଲା ପରମ ବିଶିଷ୍ଟ ସେବା ପଦକ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତାଙ୍କୁ ସମ୍ନାନିତ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ସେନାର ସିପାହୀ ବ୍ରହ୍ମପାଲ ସିଂ ଏବଂ ସିଆରପିଏଫର...
ବୈଜ୍ଞାନିକ ପରୀକ୍ଷାରେ ଓଡିଆ ପୁଅର ସଫଳତା
ଦେଶର ପ୍ରମୁଖ ଗବେଷଣା ସଂସ୍ଥା ଇସ୍ରୋର ବୈଜ୍ଞାନିକ ପରୀକ୍ଷାରେ ଶୀର୍ଷ ସ୍ଥାନରେ ରହିଛନ୍ତି ବାଲେଶ୍ୱର ଜିଲ୍ଲାର ଆଲୋକ ଭଞ୍ଜ. ଏଥିପାଇଁ ସାରାଦେଶରୁ 7 ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ. ସେମାନଙ୍କ ଭିତରୁ ଆଲୋକ ସବୁଠୁ ଶୀର୍ଷରେ ରହି ଓଡିଶା ପାଇଁ...
ପ୍ରତାପଙ୍କ ପ୍ରଲୋଭନ
ଭୋଟ୍ ଦେଲେ ମିଳିବ ଟଙ୍କା . ସର୍ବସାଧାରଣରେ ଭୋଟରଙ୍କୁ ଖୋଲାଖୋଲି ଅଫର୍. ପୁଣି ଭୋଟରଙ୍କୁ ଏମିତି ଅଫର ଦେଉଥିବା ନେତା ବି ଯାହିତାହି ନୁହଁନ୍ତି. ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏମିତି ଅଫର ଦେଇଛନ୍ତି ସାଲେପୁରରେ ଆୟୋଜିତ ଏକ...
ବିଜେଡିକୁ ବଳଭଦ୍ରଙ୍କ ବାଏ ବାଏ
ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି । ଦଳ ଅଣଦେଖା କରିବାରୁ ବଳଭଦ୍ର ବିଜେଡfରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ହେବାକୁ ସୁଯୋଗ ଦିଆଗଲାନି ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ...
ଘୋଷଣା କଲେ ମୁଖ୍ୟମନ୍ତ୍ରୀ
୨୦୧୯ ନିର୍ବାଚନ ପାଇଁ ବିଜେଡିର ଇସ୍ତାହାର କମିଟି ଘୋଷଣା କରାଯାଇଛି । ଇସ୍ତାହାର କମିଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୭ ଜଣିଆ ଇସ୍ତାହାର କମିଟି ଘୋଷଣା କରିଛନ୍ତି ନବୀନ । ବେଦପ୍ରକାଶ ଅଗ୍ରୱାଲ କମିଟି ଅଧ୍ୟକ୍ଷ...

















