ପୁଣି ଧନୀ ତାଲିକାର ଆଗରେ ରହିଲେ ମୁକେଶ
ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣି ଥରେ ଧନୀ ତାଲିକାର ଶୀର୍ଷରେ ରହିଛନ୍ତି । ୪୭.୩ ଅରବ ଡଲାର ସମ୍ପତ୍ତିସହ ମୁକେଶ ୧୧ ଥର ଲାଗି ଭାରତୀୟ ଧନୀ ତାଲିକାର ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି । ଫୋର୍ବସ...
ଆମେରିକା ନ୍ୟୁକ୍ଲିୟର ଏନର୍ଜି ବିଭାଗର ମୁଖ୍ୟ ହେଲେ ଓଡିଆ ଝିଅ
ଭାରତୀୟ ଝିଅ ରୀତା ବନରୱାଲ୍ ହେଲେ ଆମେରିକାର ନ୍ୟୁକ୍ଲିୟର ଏନର୍ଜି ବିଭାଗର ମୁଖ୍ୟ. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତୀୟ ଝିଅ ରୀତା ବନରୱାଲ୍ ଙ୍କୁ ଏହାର ମୁଖ୍ୟ ଭାବେ ଘୋଷଣା କରିଛନ୍ତି. ତେବେ ଏହା ପୂର୍ବରୁ ସେ ୱେଷ୍ଟିଂହାଉସ୍...
ଡେବ୍ୟୁ ଟେଷ୍ଟରେ ପୃଥ୍ୱୀ ସ’ଙ୍କ ଶତକ: କନିଷ୍ଠ ଖେଳାଳୀ ଭାବେ ରଚିଲେ ଇତିହାସ
ଶୁକ୍ରବାରଠାରୁ ସ୍ଥାନୀୟ ରାଜକୋଟ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତିନେଇଥିଲା ଭାରତ । ପୃଥ୍ୱୀ ସଙ୍କ ସହ ଲୋକେଶ ରାହୁଲ ପାଳି ଆରମ୍ଭ କରିଥିଲେ । ଟେଷ୍ଟ ମ୍ୟାଚରେ...
ଧ୍ୱଂସ ଆଡକୁ ଗତି କରୁଛି ପୃଥିବୀ
ପୃଥିବୀର ତାପମାତ୍ରା ବୃଦ୍ଧି ଯୋଗୁଁ ଏହା ଧିରେଧିରେ ଧ୍ୱଂସ ଆଡକୁ ଗତି କରୁଛି. ଏହାର ମୁଖ୍ୟ କାରଣ ହେଉଛି ପରିବେଶରୁ ଗଛକୁ କାଟି ସଂପୂର୍ଣ୍ଣଭାବେ ନଷ୍ଟ କରିଦେବା ଓ ଉଚ୍ଚ ଅଟାଳିକା ନିର୍ମାଣ କରିବା. ବର୍ତ୍ତମାନ ଜଳବାୟୁରେ ପରିବର୍ତ୍ତନ ଏଭଳି...
ନିର୍ବାଚନ ପୂର୍ବରୁ କସରତ, ବସରେ ବୁଲି ଜନସମ୍ପର୍କ ଯାତ୍ରା କରିବ କଂଗ୍ରେସ
ଆଗକୁ ଆସୁଛି ନିର୍ବାଚନ । ଏନେଇ ସବୁ ଦଳ ନିଜ ନିଜ ଫଣ୍ଡାରେ କ୍ୟାମ୍ପେନ ଆରମ୍ଭ କରିଦେଲେଣି । ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ନୂଆ ଫଣ୍ଡା ଆପଣେଇବାରେ ଲାଗିଛନ୍ତି ଦଳ । ବସ୍ ଯୋଗେ ବୁଲି ବୁଲି ଜନସଂପର୍କ...
ରଣକ୍ଷେତ୍ର ପରେ ସ୍ୱାଭାବିକ ହେଲା ଶ୍ରୀକ୍ଷେତ୍ର
ସ୍ୱାଭାବିକ ହେଉଛି ପୁରୀ ସହର । ବଡ ଦାଣ୍ଡରୁ ହଟିଛି ୧୪୪ ଧାରା । ଗୁରୁବାର ଦିନ ତମାମ ବଡଦାଣ୍ଡରେ ହିଂସାକାଣ୍ଡ ପରେ ସଂନ୍ଧ୍ୟାରେ ପରିସ୍ଥିତିର ସମାଧାନ ପାଇଁ ଶାନ୍ତି କମିଟି ବୈଠକ ବସିଥିଲା । ବୈଠକରେ ସମାଧାନର ବାଟ...
ବ୍ୟାରେଜ୍ ଗେଟ୍ ବନ୍ଦ କରିବ ଛତିଶଗଡ, ଶୁଖିଯିବ ମହାନଦୀ
ଛତିଶଗଡ ପୁଣିଥରେ ଓଡିଶାର ଲାଇଫଲାଇନ୍ କୁହାଯାଉଥିବା ମହାନଦୀ ଉପରେ ତାର ଏକଚାଟିଆ ଅଧିକାର ଜାହିର କରିଛି. ଯଦିଓ ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳକୁ ନେଇ ହୋଇଥିବା ବିବାଦ ଟ୍ରିବ୍ୟୁନାଲରେ ବିଚାରଧୀନ ଅଛି, ତଥାପି ଛତିଶଗଡ ସରକାର ମହାନଦୀ...
ପୋଲିସ ବିରୋଧରେ ଅସଦାଚରଣ ଅଭିଯୋଗ
ଶେଷରେ ଥାନାକୁ ଗଲେ ବିଜେପି ନାରୀ ନେତ୍ରୀମାନେ । ପୋଲିସ ବିରୋଧରେ ଆଣିଲେ ଅସଦାଚରଣ ଅଭିଯୋଗ । ମନ୍ତ୍ରୀ ମହାରଥୀଙ୍କ ବିରୋଧରେ ଫେରାଦ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଥିବା ବେଳେ ବାଟରେ ପୋଲିସ ଅଟକାଇ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା...
ସରଗରମ କଲେଜ କ୍ୟାମ୍ପସ,ଟାର୍ଗେଟ ଇଲେକ୍ସନ
ସରଗରମ ହୋଇଛି କଲେଜ କ୍ୟାମ୍ପସ । ପାରମ୍ପରିକ ବାଦ୍ୟ ଓ ଗୀତର ତାଳେ ତାଳେ ମସଗୁଲ ହୋଇଛନ୍ତି ଛାତ୍ରଛାତ୍ରୀ । କଲେଜର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ସମାଧାନ କରିବାର ପ୍ରତିଶୃତି ଦେଇ ନିଜ ସମର୍ଥକଙ୍କ ସହିତ ନାମାଙ୍କନ ଦାଖଲ...
ମୋଦିଙ୍କୁ ଚମ୍ପିୟନ ଅଫ ଦି ଆର୍ଥ ସମ୍ମାନ ପ୍ରଦାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତିସଂଘ ପକ୍ଷରୁ ବୁଧବାର ଚମ୍ପିୟନ ଅଫ ଦି ଆର୍ଥ ସମ୍ମାନ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ପ୍ରବାସୀ ଭାରତୀୟ କେନ୍ଦ୍ରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଜାତିସଂଘ ମହାସଚିବ...








