ଖୋର୍ଦ୍ଧାରେ ଫୁଟିଲା ବୋମା
ଖୋର୍ଦ୍ଧାରେ ଫୁଟିଲା ବୋମା. ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲାର ଆଦର୍ଶ ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ ଘଟିଛି ଏହି ଘଟଣା. ସୂଚନା ଅନୁସାରେ ଶ୍ରୀରାମ ନଗରର ମଧୁସୂଦନ ପାତାଳସିଂହଙ୍କ ଘର ସାମ୍ନାକୁ ଦୁଇ ଜଣ ଦୁର୍ବୃତ୍ତ ବୋମାମାଡ କରିଥିଲେ....
ଭାରତ ପାଇଁ ‘କର ବା ମର’
ବୁଧବାର ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ତଥା ଶେଷ ଦିନିକିଆ ମ୍ୟାଚ. ଏହି ମ୍ୟାଚଟି ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ବିଶେଷ କରି ଭାରତ ପାଇଁ ଏହା ‘କର...
ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ
ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ. ଏଭଳି ଏକ ଦୃଶ୍ୟ ପୁଣି ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା କୋରୁକଣ୍ଡା ବ୍ଲକ ପାଡାଲପୁଟ ଗାଁରେ. ସୂଚନା ଅନୁସାରେ, ସେହି ଗାଁର ପଦ୍ମା ରୁଙ୍ଗୁଡା ଗର୍ଭବତୀ ଥିଲେ. ଗତକାଲି ତାଙ୍କର ଗର୍ଭ ଯନ୍ତ୍ରଣା...
ବୋଇଂ ବିମାନ ଉଡାଣ ଉପରେ ରୋକ ଲଗାଇଲା ଭାରତ
ଶେଷରେ ବୋଇଂ ବିମାନ 737 ମାକ୍ସ-8ର ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ. 6 ମାସ ଭିତରେ 737 ମାକ୍ସ-8ର ଦୁଇଟି ବିମାନ ଦୁର୍ଘଟଣା ପରେ ଏବେ ସାରା ଭାରତରେ ଏହା ଚିନ୍ତାର ବିଷୟ ପାଲଟିଛି. ଇଥୋପିଆରେ 737 ମାକ୍ସର...
ଭୋଟ ବର୍ଜନ ପାଇଁ ମାଓବାଦୀଙ୍କ ଆହ୍ୱାନ
ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ମାଓବାଦୀଙ୍କ ଚକ୍ରାନ୍ତ ଏବେ ଆରମ୍ଭ ହୋଇସାରିଛି. କନ୍ଧମାଳ ଜିଲ୍ଲା ପରମପାଙ୍ଗୀ ସୁକୁଙ୍ଗିଆ ଛକରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର. ବିଭିନ୍ନ ପ୍ରକାର ପୋଷ୍ଟର ଓ ବ୍ୟାନର ଲଗାଇ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର...
ପୋଲିସକୁ ଦେଖି ବର ଚମ୍ପଟ
ବାହା ହେବାକୁ ଯାଉଥିବା ବର ପୋଲିସକୁ ଦେଖି ଛୁ. ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ. ଏହା ଶୁଣି ଆପଣ ଭାବୁଥିବେ ଯେ, ପୋଲିସକୁ ଦେଖି ବର କଣ ପାଇଁ ଚମ୍ପଟ ମାରିଲା. ଏହା...
ପଦ୍ମ ପୋଖରୀକୁ ଡେଇଁଲେ ବାବୁ
ଦୁଇଦିନ ତଳେ ବିଜେଡି ଛାଡିଥିବା ଯୁବନେତା ବାବୁ ସିଂଙ୍କୁ ବିଜେପି ଭବ୍ୟ ସ୍ବାଗତ କରିଛି. ବାବୁଙ୍କୁ ସ୍ବାଗତ କରିବା ପାଇଁ ଦଳର ରାଜ୍ୟ କାର୍ଯ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା. ଶତାଧିକ ସମର୍ଥକଙ୍କ ସହ ଆସି ବାବୁ ଦଳର ଛାମୁଆ...
ଦୁବାଇରେ ଓଡିଆ ଶ୍ରମିକଙ୍କୁ ନିର୍ଯାତନା
ଦୁବାଇରେ ଫସି ରହିଛନ୍ତି ୪୦ ଜଣ ଓଡିଆ ଶ୍ରମିକ । ରୋଜଗାର ଆଶାରେ ବିଦେଶ ଯାଇଥିବା ଗଞ୍ଜାମ ଖଲ୍ଲିକୋଟ ଅଚଂଳର ଶ୍ରମିକମାନଙ୍କୁ କାମ ନଦେଇ ନିର୍ଯାତନା ଦେଉଛି ଠିକାଦାର । ଖବର ପାଇ ସହାୟତା ପାଇଁ ହାତ ବଢାଇଛି ୟୁଏଇରେ...
କେଉଁ ଦିଗ ପ୍ରତି ସଚେତନ ରହିବେ ପ୍ରାର୍ଥୀ
ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ କେଉଁ ଦିଗ ପ୍ରତି ସଚେତନ ରହିବେ, କଣ କରିବା ଉଚିତ ଏବଂ କେଉଁ ଦିଗଠୁ ଦୂରେଇ ରହିବା ଉଚିତ, ଏମିତି ଅନେକ ବିଷୟରେ ଅବଗତ କରାଇବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ...
ଟିକେଟ ନେଇ ଆଶଙ୍କାରେ କ୍ୟାପଟେନ ?
ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା. କିଏ ଟିକଟ ପାଇବ, କିଏ ବାଦ ପଡିବ, ତାକୁ ନେଇ ଚାଲିଛି ଚର୍ଚ୍ଚା. ଜୁନାଗଡ ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଟିକେଟ କଟିବା ଆଶଙ୍କାରେ ତାଙ୍କ ସମର୍ଥକମାନେ ଏବେ ଏକଜୁଟ ହୋଇଛନ୍ତି. ନିର୍ବାଚନ...

















