22.3 C
Bhubaneswar
Tuesday, March 10, 2026
-Advertisement-

କୋଲକାତା ମେଡିକାଲ କଲେଜରେ ଅଗ୍ନିକାଣ୍ଡ

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ଏକ ହସ୍ପିଟାଲର ଫାର୍ମାସୀ ଡିପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଏଥିରେ କେହି ମୃତାହତ ହୋଇଥିବା ସୁଚନା ମିଳିନାହିଁ ।...

ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ରଞ୍ଜନ ଗୋଗୋଇ

ସୁପ୍ରିମକୋର୍ଟର ୪୬ତମ ପ୍ରଧାନ ବିଚାରପତି ରୂପେ ବୁଧବାର ପୂର୍ବାହ୍ନରେ ରାଷ୍ଟ୍ରପତି ଭବନର ଦରବାର ହଲରେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜଷ୍ଟିସ୍ ଗୋଗୋଇ ୨୦୧୯...
video

କେବେ ହେବ ସାମ୍ବାଦିକ ସୁରକ୍ଷା ଆଇନ?

କେତେ ସୁରକ୍ଷିତ ଜଣେ ସାମ୍ବାଦିକ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଦିନକୁ ଦିନ ଅସୁରକ୍ଷିତ ହୋଇପଡିଲାଣି । ଓଡିଶା ସମେତ ସମଗ୍ର ଦେଶରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ହେବା ଚତୁର୍ଥ ସ୍ତମ୍ଭକୁ ଦୁର୍ବଳ କରୁଛି...

ଦାମ ଆରମ୍ଭ କଲେ ଗୁମର ଖୋଲା ଅଭିଯାନ

ଯାହା କୁହାଯାଉଥିଲା, ସେଇଆ ହେଲା. ଦାମୋଦର ରାଉତ ତାଙ୍କର ଅଭିଯାନ ଆରମ୍ଭ କରିଦେଲେ. ସରକାରଙ୍କ ଗୁମର ଖୋଲିବା ଅଭିଯାନ. ଆଜି ମାହାଙ୍ଗା ନୃତ୍ତାଙ୍ଗ ଅଞ୍ଚଳରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ଖୁବ୍ ଗର୍ଜନ କରିଛନ୍ତି ଦାମ ବାବୁ. ମନ୍ତ୍ରୀମଣ୍ଡଳରେ ଥିବା...

ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ

ଓଡିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିଛନ୍ତି । ନବରଙ୍ଗପୁର, ବଲାଙ୍ଗିର, ସୁନ୍ଦରଗଡ, ବାଲେଶ୍ୱରରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରଯାଇଛି । ନିଜସ୍ୱ ଯୋଜନାରେ...

ସ୍କୁଲ ଓ କଲେଜ ଶିକ୍ଷକଙ୍କ ବାର ଘଣ୍ଟିଆ ଅନଶନ

ସାରାଦେଶ ଗାନ୍ଧୀଙ୍କ 150 ତମ ଜୟନ୍ତୀ ପାଳନ କରୁଥିବା ବେଳେ ବଲାଙ୍ଗୀର ସ୍କୁଲ ଓ କଲେଜର ଶିକ୍ଷକମାନେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାର ଘଣ୍ଟିଆ ଅନଶନ କରିଛନ୍ତି. ଏହି ମଞ୍ଚ ବ୍ଲକ ସ୍ତରରେ, ପଞ୍ଚାୟତ ସ୍ତରରେ ଓ ବିଧାନସଭା...

ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି  ନରସିଂହପୁର ନିଜିଗଡ ମା ପ୍ରଗଳା  ମହାସଂଘର କର୍ମକର୍ତ୍ତା । କର୍ମକର୍ତ୍ତାମାନେ କାର୍ଯ୍ୟାଳୟକୁ ଯାଇଥିବାବେଳେ ଅରୁଣ ସିଂ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି ।  ସୂଚନା ଅନୁସାରେ...

ଗାନ୍ଧିଙ୍କୁ ମିଳିବ ଆମେରିକୀୟ ସଂସଦର ସର୍ବୋଚ୍ଚ ନାଗରିକ ସମ୍ମାନ

ମହାତ୍ମା ଗାନ୍ଧିଙ୍କୁ ଆମେରିକା ସଂସଦର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯିବ । ମହାତ୍ମାକୁ ମରୋଣତ୍ତର କଂଗ୍ରେସନାଲ  ଗୋଲ୍ଡ ମେଡାଲ ପ୍ରଦାନ କରାଯିବ । ଏନେଇ ୪ଜଣ ଆମେରିକା ମୂଳ ଭାରତୀୟ ଏବଂ ୬ରୁ ଅଧିକ ପ୍ରଭାବଶାଳୀ ସଦସ୍ୟ ଏକ...

ଆଜିଠାରୁ ପଲିଥିନ ମନା, ବଜାରକୁ ଆସିଲା କାଗଜ ଠୁଙ୍ଗା

ଅକ୍ଟୋବର ୨ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତି ଅବସରରେ ଓଡିଶାରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି ।  ପ୍ଲାଷ୍ଟିକ୍ , ପଲିଥିନ ବ୍ୟାଗ୍  ଓ ଥର୍ମକୁଲ ବ୍ୟବହାର ଆଜିଠାରୁ ବନ୍ଦ ହେବ । ତେବେ ପ୍ରଥମ...
video

ରାଜଧାନୀରେ ଗାନ୍ଧୀ ଜୟନ୍ତୀ ପାଳିତ

ରାଜଧାନୀ ଭୁବନେଶ୍ୱରରେ ପାଳନ ହୋଇଛି ୧୫୦ତମ ଗାନ୍ଧୀ ଜୟନ୍ତୀ । ବିଭିନ୍ନ ବର୍ଗର ଲୋକ ଏକତ୍ର ହୋଇ ମହାତ୍ମା ଗାନ୍ଧୀଙ୍କ ପ୍ରତିମର୍ତ୍ତିରେ ଫୁଲ ମାଳ ପିନେ୍ଧଇବା ସହ ଶାନ୍ତି ପଦଯାତ୍ରା କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରୁ ଓଡିଶାର ୬ଟି...
- Advertisement -

Latest article

Dexscreener: The Ultimate DEX Scanner for Crypto Traders

Dexscreener: The Ultimate DEX Scanner for Crypto Traders Содержание Introduction to Dexscreener Key Features of Dexscreener How to Download Dexscreener Comparing Dexscreener with Other DEX Tools Conclusion and Future Insights Dexscreener...

Boost Your Trading Game with Dexscreener’s Advanced Features

Boost Your Trading Game with Dexscreener's Advanced Features Содержание Introduction to Dexscreener Key Features of Dexscreener How to Download and Install Dexscreener User Experience and Reviews Comparing Dexscreener with Other...

Your Go-To Guide for Mastering Dexscreener and DEX Scanning

Your Go-To Guide for Mastering Dexscreener and DEX Scanning Содержание What is Dexscreener? Key Features of Dexscreener How to Utilize Dexscreener Benefits of Using a DEX Scanner Conclusion: Why Choose...