25.1 C
Bhubaneswar
Thursday, October 29, 2026
-Advertisement-
video

ଜେଲରୁ କଏଦୀ ଫେରାର

ମାଲକାନଗିରି ଜିଲ୍ଲା ମୁଖ୍ୟ ଜେଲରୁ କଏଦୀ ଫେରାର. ଜେଲ କାନ୍ଥରେ ଥିବା ଏକ ଫାଟ ଦେଇ କଏଦୀ ଫେରାର ହୋଇଯାଇଥିବା ସୂଚନା ମିଳିଛି. ଫେରାର କଏଦୀର ନାମ ଅଜିତ ଡାକୁଆ ବୋଲି ଜଣାପଡିଛି. ସୂଚନାଯୋଗ୍ୟ ଯେ, ଫେରାର ଅଜିତ ଗଞ୍ଜେଇ...
video

ସାଧାରଣ ନିର୍ବାଚନ ପାଇଁ ସଚେତନତା କାର୍ଯ୍ୟକ୍ରମ

ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ଭୁବନେଶ୍ୱରରେ ଏହାର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି. ଏହାକୁ ଉଦଘାଟନ କରିଛନ୍ତି ଏଡିଏମ ନିର୍ମଳ ମିଶ୍ର. ଏହି ସଚେତନତା ଅଭିଯାନ ମାଧ୍ୟମରେ ଲୋକଙ୍କୁ  ଭୋଟ ସଂପର୍କିତ ବାର୍ତ୍ତା ପ୍ରଦାନ କରାଯିବ...

ଓଏମଆର ସିଟ ଗାଏବ ଘଟଣା: 3 ଶିକ୍ଷକ ଗିରଫ

ମାଲକାନଗିରି ଜିଲ୍ଲାର ପଡିଆ ଏସ ଏସ ଡି ହାଇସ୍କୁଲରେ ଓଏମଆର ସିଟ ଗାଏବ ଘଟଣାରେ ପୋଲିସ ତିନି ଜଣ ଶିକ୍ଷକଙ୍କୁ ଗିରଫ କରିଛି. ଓଏମଆର ସିଟ ଗାଏବ ହେବା ପରେ ପୋଲିସ ଏହାର ତଦନ୍ତ କରିଥିଲା. ପରେ ପରୀକ୍ଷା ପରିଚାଳନା...
video

ପୁଣି ଦିଲ୍ଲୀରେ ଏକ ବଡ ଧରଣର ଅଗ୍ନିକାଣ୍ଡ

ପୁଣି ଦିଲ୍ଲୀରେ ଘଟିଛି ଏକ ବଡ ଧରଣର ଅଗ୍ନିକାଣ୍ଡ. ଗୋଟିଏ ପରେ ଗୋଟିଏ ଅଗ୍ନିକାଣ୍ଡ ଘଟି ଚାଲିଛି ଦିଲ୍ଲୀରେ. ଯାହା ଥମିବାର ନାଁ ନେଉନାହିଁ.  ଏବେ ପୁଣି ଏକ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି. ବୁଧବାର ସକାଳ ସମୟରେ ଦିଲ୍ଲୀ...

ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର ପଥରଚେପାରେ ଆୟୋଜିତ ମିଶନ ଶକ୍ତି ମହାସମାବେଶରେ ଏସ୍‌ଏଚ୍‌ଜିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଧଟଙ୍କା ଫେରସ୍ତ କରିଛନ୍ତି.ଏସ୍‌ଏଚ୍‌ଜି ମହିଳାଙ୍କୁ ବିନାସୁଧରେ ଋଣ ଦେବାକୁ ପୂର୍ବରୁ ଘୋଷଣା ହୋଇଥିଲା . ସେହି ଅନୁସାରେ ଟଙ୍କା ଫେରସ୍ତ ହୋଇଛି. ଏହା ସହିତ ମୁଖ୍ୟମନ୍ତ୍ରୀ...

କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର

କିଛି ଦିନର ବ୍ୟବଧାନ ପରେ ପୁଣି କେନ୍ଦ୍ରାପଡାରେ ପୋଲିସ ଏନକାଉଣ୍ଟର କରିଛି. ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକ ଗୁରୁତର ହୋଇଛି. ବିଜୟର ବାମ ଗୋଡରେ ଗୁଳି ବାଜିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ...

ଚାପରେ ପାକିସ୍ତାନ, ୪୪ ଆତଙ୍କବାଦୀ ଅଟକ

ମଙ୍ଗଳବାର ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଅଝାରର ଭାଇ ଅବଦୁଲ ରାଉଫ୍‌ ଅସଗର ସମେତ ୪୪ଜଣ ଆତଙ୍କବାଦୀକୁ ପାକିସ୍ତାନ ପୁଲିସ ଅଟକ ରଖିଛି । ଚାପରେ ପଡ଼ି ପାକିସ୍ତାନ ପ୍ରତିବନ୍ଧକ ଥିବା ସଙ୍ଗଠନ ଦ୍ୱାରା ଜଡ଼ିତ...

‘କେଶରୀ’ର ନୂଆ ସଙ୍ଗ ରିଲିଜ

ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ନୂଆ ସଙ୍ଗ ‘ଅଜ ସିଙ୍ଗ୍ କରଜେଗା’ ରିଲିଜ ହୋଇଛି. ଯାହାକୁ ଦେଖିଲେ ଆଉ ଶୁଣିଲେ ସମସ୍ତଙ୍କ ମନରେ ଜୋସ ଆସିଯିବ. ଏମିତିରେ ବି ଦେଶଭକ୍ତି ଅନ୍ଦାଜରେ ଅକ୍ଷୟ ବେଶ ପରିଚିତ. ସାରାଗଡି ଉପରେ ଆଧାରିତ...
video

ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି

ଦିନ କେତୋଟି ପରେ ସାଧାରଣ ନିର୍ବାଚନ. ଆଉ ଏହାକୁ ଦୃଷ୍ଟିରେ ରଖି  ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି. ଚଳିତ ଥର ଭୋଟରମାନେ ଇଭିଏମ ଓ ଭିଭିପେଟ ମାଧ୍ୟମରେ ନିଜ ମନ ପସନ୍ଦର ପ୍ରାର୍ଥୀ ଚୟନ କରିବେ....

ସମୁଦ୍ରପଥରେ ମଧ୍ୟ ହୋଇପାରେ ଆକ୍ରମଣ: ନୌସେନା ମୁଖ୍ୟ

ସମୁଦ୍ରପଥରେ ମଧ୍ୟ ହୋଇପାରେ ଆକ୍ରମଣ. ପୁଲୱାମା ଆତଙ୍କୀ ହାମଲା ପରେ ନୌସେନା ମୁଖ୍ୟ ସୁନିଲ ଲାମ୍ବା ନିଜ ପ୍ରତିକ୍ରିୟା ଦେଇଛନ୍ତି. ଆଉ କହିଛନ୍ତି ସମୁଦ୍ରପଥରୁ ମଧ୍ୟ ଆତଙ୍କୀ ହାମଲା ହୋଇପାରେ. କାରଣ ସମୁଦ୍ରପଥ ମାଧ୍ୟମରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...