ବିବାହ ବନ୍ଧନରେ ବାନ୍ଧି ହେବେ କ୍ରିକେଟର କେ.ଏଲ ରାହୁଲ-ଆଥିୟା । ବଲିଉଡ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟୀଙ୍କ ଝିଅ ହେଉଛନ୍ତି ଆଥିୟା ସେଟ୍ଟୀ । ୨୧ ତାରିଖରୁ ଆରମ୍ଭ ହୋଇଯାଇଛି ବିବାହ ରୀତିନୀତି । ଗତକାଲି ମୁମ୍ବାଇରେ ଆଥିୟାଙ୍କ ଘରେ ମେହେନ୍ଦୀ ଉତ୍ସବ ହୋଇଥିଲା । ସୁନୀଲ ସେଟ୍ଟୀଙ୍କ ଖଣ୍ଡାଲା ସ୍ଥିତ ଫାର୍ମ ହାଉସରେ ବିବାହ ସମ୍ପନ୍ନ ହେବ । ବାହାଘରକୁ କେବଳ ନିକଟ ସମ୍ପର୍କୀୟ ଏବଂ ବନ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଛି । ଗତ ୪ ବର୍ଷ ଧରି ରିଲେସନସିପରେ ଥିଲେ ରାହୁଲ ଓ ଆଥିୟା ।

LEAVE A REPLY

Please enter your comment!
Please enter your name here