ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଗାଡି ନାଁରେ କଟିଛି ଚାଲାଣ I ବିଏମସି ଗାଡିକୁ 32ହଜାରର ଫାଇନ କରାଯାଇଛି I 2ଟି ଅଳିଆ ବୁହା ଡମ୍ପରକୁ 32ହଜାର 500ଟଙ୍କା ଜରିମାନା କଟାଯାଇଛି I ଗୋଟିଏ ଗାଡିକୁ 22ହଜାର ଓ ଅନ୍ୟଟିକୁ 10ହଜାର 500ଟଙ୍କା ଫାଇନ ହୋଇଛି I ପରମିଟ, ପଲ୍ୟୁସନ, ବୀମା ଓ ସାଧାରଣ ଅପରାଧ ପାଇଁ ହୋଇଛି ଫାଇନ I ରଘୁନାଥପୁର ପୋଲ ଉପରେ ଉଭୟ ଗାଡି RTO ସ୍କ୍ୱାଡ ଦ୍ୱାରା ଧରାପଡିଛନ୍ତିI

LEAVE A REPLY

Please enter your comment!
Please enter your name here