ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ଗଣଦୁଷ୍କର୍ମ . ଜଣେ ଆଦିବାସୀ ଯୁବତୀଙ୍କୁ ଚାରିଜଣ ଯୁବକ ଦୁଷ୍କର୍ମ କରିବା ପରେ ରାସ୍ତାକଡରେ ଫିଙ୍ଗିଦେଇ ଚାଲି ଯାଇଥିଲେ. ଗୁରୁତ ପୀଡିତାଙ୍କୁ ହସପିଟାଲରେ ଭର୍ତ୍ତି କାରଯାଇଥିବା ବେଳେ ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି. ମାମଲାକୁ ରେଡ୍ ଫ୍ଲାଗ ଭାବେ ଗ୍ରହଣ କରି ପୋଲିସ ଘଟଣାର ଦତନ୍ତ ଭାର ଜଣେ ମହିଳା ଡିଏସପିଙ୍କ ଉପରେ ନ୍ୟସ୍ତ କରିଛି. କୋଡିଏ ଦିନ ଭିତରେ ଚାର୍ଜସିଟ୍ ପ୍ରସ୍ତୁତ କରାଯିବ ବୋଲି ଏସପି କନଓାର କହିଛନ୍ତି.

LEAVE A REPLY

Please enter your comment!
Please enter your name here