ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ରଙ୍କୁ ୟୁଏନ ସାସାକାୱା ଆୱାର୍ଡ । ଜାତିସଂଘର ପ୍ରତିଷ୍ଠିତ ସାସାକାୱା ଆୱାର୍ଡ ଜେନେଭାରେ ତାଙ୍କୁ ସମ୍ମାନିତ କରାଯାଇଛି । ବିପର୍ଯ୍ୟୟ ବିପଦ ପ୍ରଶମନ କାର୍ଯ୍ୟ ପାଇଁ ଜେନେଭାରେ ଡ.ମିଶ୍ରଙ୍କୁ ପୁରସ୍କୃତ କରାଯାଇଛି ।

LEAVE A REPLY

Please enter your comment!
Please enter your name here