ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଜେଡି ବିଧାନସଭା ପ୍ରାର୍ଥୀ ଭାବେ ସନ୍ତୋଷ କୁମାର ଖଟୁଆ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜଗନ୍ନାଥ ମନ୍ଦିରରୁ ପୂଜା ଅର୍ଚ୍ଚନା କରି ବିରାଟ ପଟୁଆରରେ କୋଡିଏ ହଜାରରୁ ଉର୍ଦ୍ଧ ସମର୍ଥକଙ୍କ ଗହଣରେ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସନ୍ତୋଷ ।

LEAVE A REPLY

Please enter your comment!
Please enter your name here