ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ସିବିଏସଇ ୱେବସାଇଟରେ ବର୍ତ୍ତମାନ ଏହି ରେଜଲ୍ଟ ଉପଲବ୍ଧ ହେଉଛି । ଚଳିତ ବର୍ଷ ୩୧ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୮.୧ଲକ୍ଷ ପୁଅ ଏବଂ ୧୨.୯ ଲକ୍ଷ ଝିଅ ପରୀକ୍ଷାର୍ଥୀ ଥିଲେ । ତେବେ ଆଜି ଏହାର ଫଳ ପ୍ରକାଶ ପାଇଛି । ରେଜଲ୍ଟ ଜାଣିବା ପାଇଁ cbse.nic.in.cbse result.nic.in ରେ ଯାଞ୍ଚ କରିପାରିବେ ।

LEAVE A REPLY

Please enter your comment!
Please enter your name here