ଆକ୍ସନ ମୂଡ଼ରେ ରାୟଗଡା ପୋଲିସ | ଜିଲ୍ଲାରେ ସେକ୍ସ କାରବାର ବୃଦ୍ଧି ପାଉଥିବା ବେଳେ, ଗୋଟିଏ ଦିନରେ ପୋଲିସ ଦୁଇ ଦୁଇଟି ସ୍ଥାନରେ ଅତର୍କିତ ଚଢ଼ାଉ କରି ଦେହଜୀବୀମାନଙ୍କୁ ଗିରଫ କରିଛି | ଗାୟତ୍ରୀ ନଗର 4th ଲାଇନର ଏକ ଘରେ ପୋଲିସ ଅତର୍କିତ ଚଢ଼ାଉ କରି ଦୁଇ ଯୁବତୀ, ଦୁଇ ଗ୍ରାହକଙ୍କ ସମେତ ଦୁଇଜଣ ଘର ମାଲିକଙ୍କୁ ଗିରଫ କରିଛି | ଆଜି ସକାଳେ ପୋଲିସ ରାୟଗଡ଼ା ଜେ.କେ ରୋଡ଼ ଏଫ.ସି.ଆଇ ଛକ ନିକଟ ଏକ ଭଡ଼ା ଘରେ ଚଢ଼ାଉ କରିଥିଲା | 2 ଜଣ ଯୁବତୀଙ୍କ ସହ 3 ଜଣ ଯୁବକକୁ ଗିରଫ କରିଥିଲା |

ରାୟଗଡା ସ୍ମୃତି ରଂଜନ ମହାନ୍ତି

LEAVE A REPLY

Please enter your comment!
Please enter your name here