କଟକ ଜିଲ୍ଲାର ପଥୁରିପଡା ଗ୍ରାମର ମହବେରଣା ଵିଦ୍ୟାପୀଠ ଠାରେ ଏକ ଵିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ପ୍ରସ୍ତୁତ କରିଥିବା ପ୍ରୋଜେକ୍ଟ କୁ ପ୍ରଦର୍ଶନ କରିଥିଲେ । ଉପସ୍ଥିତ ଥିବା ଅତିଥି ଓ ବିଦ୍ୟାଳୟର ଶିକ୍ଷକ ମାନେ ପରିଦର୍ଶନ କରିଥିଲେ | ପରେ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଏକ ସଭାକାର୍ଯ୍ୟ ଆୟୋଜିତ ହୋଇଥିଲା | ଏହି ସଭାରେ ଭଲ ପ୍ରୋଜେକ୍ଟ ପ୍ରସ୍ତୁତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା ।

LEAVE A REPLY

Please enter your comment!
Please enter your name here