ମାଲକାନଗିରି ଜିଲ୍ଲା ବନଖଣ୍ଡ ସମ୍ମିଳନୀ କକ୍ଷରେ ବିଶ୍ୱ ବୃଷ୍ଟି ହୀନତା ଓ ମରୁଡି ପ୍ରତିରୋଧ ଦିବସ ପାଳନ କରାଯାଇଛି । ବନକଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ଦେବିଦାସ ମିରାସେଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ଆୟୋଜନ ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗର ବିଶ୍ୱ ବୃଷ୍ଟିହୀନତା ଓ ମରୁଡିରେ ଜଙ୍ଗଲ ବିଭାଗ ଭୂମିକା ସମ୍ପର୍କ ବିଷୟରେ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here