ସଚିବ ସ୍ତରରେ ବଦଳି କଲେ ରାଜ୍ୟ ସରକାର । ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ । କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କୁ ଅତିରିକ୍ତ ଦାୟିତ୍ୱ । ନିକୁଞ୍ଜ ବିହାରୀ ଧଳ ହେଲେ ସ୍ୱାସ୍ଥ୍ୟବିଭାଗ ସଚିବ । ସ୍ୱାସ୍ଥ୍ୟ ସଚିବ ଥିବା ପ୍ରମୋଦ ମେହେର୍ଦ୍ଦା ହେଲେ ପରିବହନ ସଚିବ । ମେହେର୍ଦ୍ଦାଙ୍କୁ କୃଷି ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ । ଆଇପିଏସ ଅରୁଣ ବୋଥ୍ରାଙ୍କୁ ଓଏସଆରଟିସି ଏମଡି ଭାବେ ଅତିରିକ୍ତ ଦାୟିତ୍ୱ । ୟେଦୁଲା ବିଜୟ ହେଲେ ଯୋଜନା-ସଂଯୋଜନା ବିଭାଗ ଉପ ସଚିବ । ଦିବ୍ୟଜ୍ୟୋତି ପରିଡା-ରାଉରକେଲା ମହାନଗର ନିଗମ କମିଶନର । ଦିବ୍ୟଜ୍ୟୋତିଙ୍କୁ ରାଉରକେଲା ସ୍ମାର୍ଟସିଟି ସିଇଓ ଅତିରିକ୍ତ ଦାୟିତ୍ୱ ।

LEAVE A REPLY

Please enter your comment!
Please enter your name here