କରୋନା ପାଇଁ ରାଜଧାନୀରେ ଜାରି ରହିଛି ସଟ୍ ଡାଉନ୍ , ଲକ୍‌ଡାଉନ୍ । ଦୋକାନ, ବଜାର ସବୁ ବନ୍ଦ । କିନ୍ତୁ ସଟଡାଉନରେ ଭୁବନେଶ୍ୱରରେ ଚାଲିଥିଲା ଦେହ ବ୍ୟବସାୟ । ବୁଦ୍ଦେଶ୍ୱରୀ କଲୋନୀ ଅଞ୍ଚଳରେ ଚାଲିଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ । ଜଣେ ଯୁବତୀ ଉଦ୍ଧାର ସହ ତିନି ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ। ସେକ୍ସ ରାକେଟ ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଚଢ଼ାଉ କରିଥିଲା । କେବେଠାରୁ ଚାଲିଥିଲା ସେକ୍ସ ରାକେଟ୍, କେଉଁଠାରୁ ଯୁବତୀ ଆସୁଥିଲେ ତା’ର ଖୋଲତାଡ଼ କରୁଛି ପୋଲିସ।

LEAVE A REPLY

Please enter your comment!
Please enter your name here